Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ଭୋଟ ବର୍ଜନ ନିଷ୍ପତ୍ତି ନେଇ ବୁଥ ସମ୍ମୁଖରେ ଧାରଣାରେ ଗାଁର ଲୋକେ

ମୟୂରଭଞ୍ଜ: ଭୋଟ ବର୍ଜନ ନିଷ୍ପତ୍ତି ନେଇ ବୁଥ ସମ୍ମୁଖରେ ଧାରଣାରେ ନୁରିସାହି ଗ୍ରାମବାସୀ । ଆଜି ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୌଳିକ ସୁବିଧାରୁ ବଞ୍ଚିତ ବଡସାହି ବ୍ଲକ୍ ଖାନୁଆ ପଞ୍ଚାୟତ ୧୨ ନଂ ୱାର୍ଡ ବୁଥରେ ଭୋଟ ବର୍ଜନ । ନୁରିସାହି ଗ୍ରାମର ଶତାଧିକ ମହିଳା ପୁରୁଷ…

[ଭିଡିଓ] ସମୁଦ୍ରରେ ଗାଧୋଉ ଥିବା ବେଳେ କ୍ରାଶ ହେଲା ହେଲିକେପ୍ଟର

ୱାସିଂଟୋନ: ବହୁ ସଂଖ୍ୟାରେ ଲୋକମାନେ ଗାଧୋଉ ଥିବା ବେଳେ ସମୁଦ୍ରରେ କ୍ରାଶ ହେଲା ହେଲିକେପ୍ଟର । ଫ୍ଲରିଡାର ମିଆମି ବିଚରେ ଏପରି ଘଟଣା ଘଟିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ହେଲିକେପ୍ଟରେ ୩ ଜଣ ଲୋକଥିଲେ । ୩ ଜଣ ଲୋକଙ୍କୁ ନେଇ ଯାଉଥିବା ରବିନସନ ଆର ୪୪ ହେଲିକେପ୍ଟର…

ନଦୀରେ ଖସିପଡ଼ିଲା କାର, ବର ସମେତ ୯ଜଣଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନର କୋଟା ଅଞ୍ଚଳରେ ଅଭାବନୀୟ ଘଟଣା । ନଦୀକୁ ଖସିପଡ଼ିଲା ବରଯାତ୍ରୀ କାର୍ । ଏହି ଦୁର୍ଘଟଣାରେ ବର ସହିତ ୯ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅୁସାରେ, ବର ସହିତ ବରଯାତ୍ରୀମାନେ ଏକ କାରରେ ଯାଉଥିଲା । ସେହି ସମୟରେ ରାଜସ୍ଥାନ…

ପଦାର୍ପଣ ରଣଜୀ ମ୍ୟାଚରେ ଇତିହାସ ରଚିଲେ ଧୂଲ

ନୂଆଦିଲ୍ଲୀ: ଭାରତର ଉଦୀୟମାନ କ୍ରିକେଟର ୟଶ ଧୂଲ ଗୋଟିଏ ପରେ ଗୋଟିଏ କୀର୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି । ଚାମ୍ପିୟନ ୧୯ ବର୍ଷରୁ କମ ବିଶ୍ୱକପ ଦଳର ଅଧିନାୟକ ପଦାର୍ପଣ ରଣଜୀ ମ୍ୟାଚରେ ଉଭୟ ଇନିଂସରେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ତାମିଲନାଡୁ ବିପକ୍ଷ ମ୍ୟାଚରେ ସେ ଓଭରାଲ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନିର୍ବାଚନ କମିଶନଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର: ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ନିର୍ବାଚନ କମିଶନଙ୍କୁ ଭେଟିଲେ ରାଜ୍ୟର ବରିଷ୍ଠ ସାମ୍ବାଦିକ । ସାମ୍ବାଦିକଙ୍କୁ ସୁରକ୍ଷା ଦିଅ, ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅ । ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖା ଦେଇଛି । ଏହାରି ମଧ୍ୟରେ ବିଭିନ୍ନ ବୁଥରେ…

ଦୁବାଇରେ ଖେଳାଯିବ ଟି୨୦ ଲିଗ: ଶାହାରୁଖ, ମୁକେଶ, ଅଦାନି ଟିମ୍ କିଣିବେ !

ଦୁବାଇ: ଆଇପିଏଲ ଶୈଳୀରେ ଦୁବାଇରେ ଖେଳାଯିବ ଟି୨୦ କ୍ରିକେଟ ଲିଗ । ଏମିରେଟ କ୍ରିକେଟ ବୋର୍ଡ ଖୁବ୍ ଶୀଘ୍ର ଏ ନେଇ ବିଧିବଦ୍ଧ ଘୋଷଣା କରିବ । ଏହି ଲିଗରେ ଟିମ କିଣିବା ନେଇ ଶାହାରୁଖ ଖାଁ, ମୁକେଶ ଅମ୍ବାନୀ, ଅଦାନୀ ଗ୍ରୁପ, ରାଜେଶ ଶର୍ମା ଆଗ୍ରହ ପ୍ରକାଶ କରି ସାରିଛନ୍ତି । କ୍ରିକବିଜରେ…

[ଦେଖନ୍ତୁ ଭିଡିଓ] ଭୋଟ ତାଲିକାରେ ନାମ ନଥିବାରୁ ଭୋଟ ବାକ୍ସ ଉଠାଇ ନେଲେ ଡଙ୍ଗରିଆ

କଲ୍ୟାଣସିଂହପୁର: ପଞ୍ଚାୟତ ନିର୍ବାଚନର ୩ୟ ପର୍ଯ୍ୟାୟରେ ମଧ୍ୟ ଭୋଟ ବିଭ୍ରାଟ ଦେଖାଯାଇଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମ ଠାରେ ଥିବା ୧୪ ନମ୍ବର ବୁଥର ଭୋଟ ବାକ୍ସକୁ ଉଠାଇ ନେଲେ ଡଙ୍ଗରିଆ । ଭୋଟ ଦେବା ପାଇଁ ତଳ ମୁସୁଡ଼ି ଓ ଉପର…

ପ୍ରେରଣା ହିଁ ପ୍ରତିଭାର ମୂଳଉତ୍ସ : ମୁକୁଲ୍ ମିଶ୍ର

ସମକାଳୀନ ଓଡ଼ିଆ ସାହିତ୍ୟରେ ମୁକୁଲ ମିଶ୍ର ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି କବିତାରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ ।ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ । ହୃଦବନ୍ଦୀ,…

ପଶ୍ଚିମା ଝଡ ପ୍ରଭାବ: ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ପଶ୍ଚିମା ଝଡ ସହ ଜଡିତ ମେଘ ଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ଅଳ୍ପ କିଛି ଘଣ୍ଟା ମଧ୍ୟରେ ବିଜୁଳି-ଘଡଘଡି ସହ ବର୍ଷା କରାଇବାର ସମ୍ଭାବନା ରହିଥିବା ନେଇ ଡପଲର ରାଡାରରୁ ସୂଚନା ମିଳୁଥିବା ଭାରତୀୟ ପାଣିପାଗ ବିଭାଗର…

ବିଧାନସଭା ନିର୍ବାଚନ ପୂର୍ବରୁ ହିଂସା: ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼, ବିଜେପି ଓ ଏନପିପି ପରସ୍ପରକୁ ଦୋଷ ଲଦିଲେ

ମଣିପୁର: ନିର୍ବାଚନ ପୂର୍ବରୁ ମଣିପୁରରେ ହିଂସା । ସେଠାକାର ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ଚାଲିଥିବା ହିଂସା ପାଇଁ ଶାସକ ଭାରତୀୟ ଜନତା ପାର୍ଟି ଓ ନ୍ୟାସନାଲ ପିପୁଲ ପାର୍ଟି ଶନିବାର ପରସ୍ପରକୁ ଦାୟୀ କରିଛନ୍ତି । ଖବର ଅନୁସାରେ, ପୂର୍ବ ଇମ୍ଫାଲର…