Latest Odisha News

BREAKING NEWS

Yearly Archives

2022

ବଦଳିଲା ରାଷ୍ଟ୍ରପତିଙ୍କ ରହଣି ସ୍ଥଳ  : ଗଭର୍ଣ୍ଣର ହାଉସରେ ନୁହେଁ, ଘରୋଇ ହୋଟେଲରେ ରହିବେ ରାଷ୍ଟ୍ରପତି

ପୁରୀ : ବଦଳିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରହଣି ସ୍ଥଳ  । ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହେଲେ ରାଷ୍ଟ୍ରପତିଙ୍କ ରହଣି ସ୍ଥଳରେ ପରିବର୍ତ୍ତନ କରାଯାଇଛି ।ରାଷ୍ଟ୍ରପତି ଗଭର୍ଣ୍ଣର ହାଉସ ପରିବର୍ତ୍ତେ ଏକ ଘରୋଇ ହେଟୋଲରେ…

ଗ୍ୟାରେଜରେ ମରାମତି ହେବାକୁ ଥିବା ଗାଡି ଜଳିପୋଡି ପାଉଁଶ

କୋରାପୁଟ :  ହୁତୁହୁତୁ ହୋଇ ଜଳିପୋଡି ପାଉଁଶ ହେଇଗଲା ଗାଡି । ସମସ୍ତଙ୍କ ଆଖି ସାମ୍ନାରେ ମରାମତି ହେବାକୁ ଥିବା ସମସ୍ତ ମୋଟରସାଇକେଲ ପୋଡି ପାଉଁଶ ହୋଇଯାଇଛିା ନାରାୟଣପାଟଣାରେ ଏପରି ଅଭାବନୀୟ ଘଟଣା ଘଟିଛି । ନାରାୟଣପାଟଣା ସଦର ପୋଷ୍ଟ ଅଫିସ ଆଗରେ ଜଣେ ବ୍ୟକ୍ତିଙ୍କ ମୋଟରସାଇରେଲ ଗ୍ୟାରେଜରେ…

ରାଜନୈତିକ ହିଂସା ପ୍ରସଙ୍ଗରେ ବିଜେଡିର ଜବାବ୍ ଅତ୍ୟନ୍ତ ହାସ୍ୟସ୍ପଦ : ସମୀର ମହାନ୍ତି

ଭୁବନେଶ୍ୱର : ଶାସକ ବିଜେଡି ଉପରେ ବର୍ଷିଲା ବିଜେପି । ବିଜେଡି ଶାସନରେ ଗଣତନ୍ତ୍ର ବିପଦରେ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଛି ।ଗତ୨୦୧୭ ପଞ୍ଚାୟତ ନିର୍ବାଚନ ସମୟରେ ବିଜେଡି ରାଜନୈତିକ ହିଂସାରେ ଆମ…

ସୌମ୍ୟଙ୍କ ପାଇଁ ନ୍ୟାୟ ଦାବି କଲା ଭାଇରାଲ୍ ଟଙ୍କା

ଭୁବନେଶ୍ୱର: ସୋନାଲି ନନ୍ଦଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ସୌମ୍ୟ । ଆପଣାଇଥିଲେ ଆତ୍ମହତ୍ୟାର ପନ୍ଥା । ଏହି ଘଟଣାକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି । ତଥାପି ନ୍ୟାୟ ଅପେକ୍ଷାରେ ରହିଛନ୍ତି ସୌମ୍ୟଙ୍କ ପରିବାରବର୍ଗ । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ଅନେକ ଲୋକ ସୌମ୍ୟଙ୍କୁ ନ୍ୟାୟ…

ରସିକିଆ ଡାକ୍ତରଙ୍କ ଖୋଲୁଛି ଗୁମର : ୧୭ଟି ପରେ ପୁଣି ବାହା ହେବାକୁ ଚାଲିଥିଲା ଯୋଜନା

ଭୁବନେଶ୍ୱର : ରସିକିଆ ନକଲି ଡାକ୍ତରଙ୍କ ଆହୁରି ଖୋଲୁଛି ଗୁମର । ୧୭ ବିବାହ ପରେ ପୁଣି ବାହା ହେବାକୁ ଯୋଜନା କରିଥିଲେ ନକଲି ଡାକ୍ତର ଜଣକ । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ପୁଣି ଠକେଇ କରିବାକୁ ମାୟାଜାଲ ବୁଣିସାରିଥିଲେ । କଟକ, ବଡ଼ମ୍ବାରେ ସଂପୃକ୍ତ ନକଲି ଡାକ୍ତରଙ୍କ…

ଆଗାମୀ ୨୪ଘଣ୍ଟା ମଧ୍ୟରେ କିଛି ଜିଲ୍ଲାକୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାକୁ ବର୍ଷା ସମ୍ଭାବନା ରହିଛି । ସନ୍ଧ୍ୟା ୬ଟା ଭିତରେ  କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଭୁବନେଶ୍ୱର, ପୁରୀ, ଜଗତସିଂହପୁର ,…

ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ”ଦୃଶ୍ୟମ-୨”ର ସୁଟିଂ ଆରମ୍ଭ

ମୁମ୍ବାଇ : ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ଦୃଶ୍ୟମ୍ -୨’ର ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମର ସୁଟିଂ ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫିଲ୍ମରେ ଲିଡ୍ ରୋଲରେ ଅଜୟ ଦେବଗନଙ୍କ ସହ ଆକ୍ଟିସ ଶ୍ରିୟା ସରନ୍ ନଜର ଆସିବେ ।ଏହି ମୁଭରେ ଅଭିନେତ୍ରୀ ତବୁ ମଧ୍ୟ ନଜର…

ଭାରସାମ୍ୟ ହରାଇ ବ୍ରିଜତଳେ ପଡ଼ିଲେ ବାଇକ୍ ଆରୋହୀ

ଭୁବନେଶ୍ୱର: ଜୟଦେବ ବିହାର ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା । ପୋଲ ତଳକୁ ଖସିପଡ଼ିଲେ ଯୁବକ । ଆଜି ସକାଳେ ଜୟଦେବ ବିହାର ସ୍ଥିତ ଓଭରବ୍ରିଜ ଉପରୁ ଜଣେ ଜଣେ ବାଇକ୍ ଆରୋହୀ ଖସି ପଡ଼ି ଗୁରୁତର ହୋଇଛନ୍ତି । ବ୍ରିଜ ତଳେ ଥିବା ସ୍ଥାନୀୟ ଲୋକ ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ ।…

ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର ,୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ବରଗଡ : ଭିଜିଲାନ୍ସ ଜାଲରେ ଟ୍ୟାକ୍ସ କଲେକ୍ଟର । ବରଗଡ ଜିଲ୍ଲା ପଦ୍ମପୁର ଏନ. ଏ.ସିର କାର୍ଯ୍ୟରତ ଟ୍ୟାକ୍ସ କେଲକ୍ଟର ଦିନବନ୍ଧୁ ପଣ୍ଡା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଦିନବନ୍ଧୁ ପଣ୍ଡା ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବେବେଳେ ଭିଜିଲାନ୍ସ ତାଙ୍କୁ…

[ଦେଖନ୍ତୁ ଭିଡିଓ] ନିର୍ବାଚନୀ ମଇଦାନରେ ରଣନୀତି : ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ଜଗତସିଂହପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଆସନ୍ତା ୨୨ତାରିଖରେ ହେବ । ମତଦାନ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଳକ ଏବଂ ବ୍ଳକ ଅନ୍ତର୍ଗତ ୨ ଗୋଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗ୍ରହଣ ପ୍ରକ୍ରିୟା ହେବାକୁ ଯାଉଛି । ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା…