ଦେଶର ସୁରକ୍ଷା ପାଇଁ ବରଫ ଉପରେ ମାଇନସ୍ ତାପମାତ୍ରାରେ ପଇଁତରା ମାରିଲେ ଆଇଟିବିପି ଯବାନ
ଉତ୍ତରାଖଣ୍ଡ : ଦେଶ ମାଟିର ସୁରକ୍ଷା ପାଇଁ ବରଫରେ ପାଟ୍ରୋଲିଂ କରୁଛନ୍ତି ଆଇଟିବିପି ଯବାନମାନେ । ଉତ୍ତରାଖଣ୍ଡ ହିମାଳୟର ପର୍ବତ ଶିଖରରେ ଭୂପୃଷ୍ଠରୁ ୧୫ ହଜାର ଫୁଟ ଉଚ୍ଚରେ ମାଇନସ୍ ତାପମାତ୍ରାରେ ଏହି ଯବାନମାନେ ପଇଁତରା ମାରୁଛନ୍ତି ।
ଯାହାର କିଛି ଫଟୋ ଓ ଭିଡିଓ ଏବେ ସୋସିଆଲ…