ନୂଆ ଦଳର ନାମ ଘୋଷଣା କଲେ ଗୁଲାମ ନବୀ ଆଜାଦ୍
ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେଇ ଦୀର୍ଘ ଦଶନ୍ଧିର ସମ୍ପର୍କ ଭାଙ୍ଗିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ତାଙ୍କ ନୂଆ ଦଳର ନାମ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାମ 'ଡେମୋକ୍ରାଟି ଆଜାଦ' ଦେଇଛନ୍ତି। ଯାହା କୌଣସି ଦଳ କିମ୍ବା ନେତାଙ୍କ ଦ୍ୱାରା ପ୍ରଭାବିତ ହେବ ନାହିଁ ଏବଂ…