ଆସନ୍ତା ୨୬ରୁ ମେ-ଫେୟାରରେ ‘ଦାଣ୍ଡିଆ ରାସ-୨୦୨୨’
ଭୁବନେଶ୍ୱର: ଦୀର୍ଘ ୨ ବର୍ଷ ପରେ ଦୁର୍ଗାପୂଜା ଅବସରରେ ଦାଣ୍ଡିଆ ନୃତ୍ୟ ଉପଭୋଗ କରିବେ ରାଜଧାନୀବାସୀ । ଆସନ୍ତା ୨୬ ତାରିଖରୁ ହୋଟେଲ୍ ମେ-ଫେୟାରରେ ଆରମ୍ଭ ହେବ ‘ଦାଣ୍ଡିଆ ରାସ-୨୦୨୨’ । ମେ-ଫେୟାର ଓ ଏଂଟରଟେନ୍ ଇଭେନ୍ଟ୍ସ ଆଣ୍ଡ ପ୍ରମୋସନ୍ସ ମିଳିତ ଭାବେ ୧୦ ଦିନ ବ୍ୟାପୀ ଏହି ଦାଣ୍ଡିଆ…