କର୍ମଫଳ
ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’
ବୁଢ଼ୀ ମାଆଟା ସେଦିନ ଦୁଆର ମୁହଁରେ ଠିଆ ହୋଇ ଭୋ ଭୋ କାନ୍ଦୁଥିଲା। ନିଜ ପଣତରେ ନିଜ ଆଖିରୁ ବହି ଯାଉଥିବା ଲୁହକୁ ପୋଛୁଥିଲା। କିନ୍ତୁ କାହାକୁ କିଛି କହୁନଥିଲା ସେ। କେବଳ ମଝିରେ ମଝିରେ ତଳେ ବସୁଧା ଉପରେ ଧର୍ମ ଦେବତାକୁ ସାକ୍ଷୀ…
BREAKING NEWS