Latest Odisha News

BREAKING NEWS

Yearly Archives

2022

ଶ୍ରୀମନ୍ଦିର ପାଖ କାକୁଡ଼ି ଖାଇ ଛକଠାରୁ ସ୍ୱର୍ଗଦ୍ୱାର ରାସ୍ତା ପ୍ରଶସ୍ତିକରଣ, ପ୍ରଥମେ ଥଇଥାନ ପରେ ବିସ୍ଥାପନ ଦାବି

ପୁରୀ: ଝଲସିବ ଶ୍ରୀକ୍ଷେତ୍ର, ବଢ଼ିବ ଗାରିମା । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ୭୫ ମିଟର ଚୌହଦୀରୁ ଉଚ୍ଛେଦ ସରିଥିବା ବେଳେ ଏବେ ଶ୍ରୀମନ୍ଦିର ପାଖ କାକୁଡ଼ି ଖାଇ ଛକଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ରାସ୍ତା ଖୁବଶୀଘ୍ର ପ୍ରଶସ୍ତିକରଣ ହେବ । ଗୋଟିଏ ସରଳରେଖାରେ ରହିବ କାକୁଡ଼ିଖାଇରୁ ସ୍ୱର୍ଗଦ୍ୱା…

ଓଡିଶାରେ ହେବ ଭାରତ ଯୋଡ଼ ପଦଯାତ୍ରା

ଭୁବନେଶ୍ୱର :  କଂଗ୍ରେସର "ଭାରତ ଯୋଡ" ଜନସମ୍ପର୍କ ପଦଯାତ୍ରା  ଓଡ଼ିଶାରେ  ହେବାକୁ ଯାଉଛି  । ଓଡିଶାରେ "ଭାରତ ଯୋଡ" ପଦଯାତ୍ରା  ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ କଂଗ୍ରେସର ଭାରତ ଯୋଡ ପଦଯାତ୍ରାର ମୁଖ୍ୟ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓଡି଼ଶା ଗସ୍ତ କରିବେ ।…

ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ନିଷ୍କ୍ରିୟ ରହିଛନ୍ତି – କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ

କଟକ : ଓଡିଶା ଗ୍ରସ୍ତରେ ଆସିଛନ୍ତି  କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।  ଦୁଇ ଦିନିଆ କଟକ ଗସ୍ତରେ ଆସିଥିବା ମନ୍ତ୍ରୀ ନିତ୍ୟାନନ୍ଦ ଆଜି କଟକ  ଜିଲ୍ଲାରେ  ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ସୂଚନା ଦେବା ସହ ଓଡ଼ିଶାକୁ ଆସିଥିବା…

ନିରୋଗ ରହିବାର ଏକମାତ୍ର ଉପାୟ ‘ଅଦା ମିଶ୍ରିତ କ୍ଷୀର’ ସେବନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଦା ପଡିଥିବା ଚା' ପିଇଲେ ଯେତେ ସ୍ୱାଦିଷ୍ଟ ଲାଗେ ସେତିକି ଉପକାରୀ ମଧ୍ୟ । ଔଷଧିୟ ତତ୍ୱ ମଧ୍ୟରେ ଅଦା ନିଜ ସ୍ଥାନ ବଜାୟ ରଖିଛି। ଅଦାର ଫାଇଦା ତ ବହୁତ ଲୋକେ ଜାଣନ୍ତି କିନ୍ତୁ ବହୁତ କମ ଲୋକେ ଜାଣିଥିବେ କ୍ଷୀରରେ ଅଦା ମିଶାଇ ପିଇଲେ ଫାଇଦା ଦୁଇଗୁଣିତ ବଢିଯାଏ ।…

ବଜ୍ରାଘାତରେ ଜଣେ ମୃତ୍ୟୁ ଜଣେ ଗୁରୁତର

ଭୁବନ : ଗାଁ ମଣ୍ଡପରେ ବସିଥିବା ବେଳେ ହେଲା ବଜ୍ରପାତ । ବଜ୍ରାଘାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି  । ଖବର ଅନୁଯାୟୀ ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗାଁ ପ୍ରଧାନସାହିରେ ଘଟିଛି  । ବଜ୍ରାଘାତ ପଡି ମଣ୍ଡପରେ ବସିଥିବା ବ୍ୟକ୍ତିଙ୍କ…

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ଚିଠି ଲେଖିଛନ୍ତି । ହାଇ ପାୱାର୍ କମିଟି ଓ କେନ୍ଦ୍ରୀୟ ପରାମର୍ଶଦାତା ଠିକା…

ରାହୁଲ ଗାନ୍ଧୀ ଓ ପାଦ୍ରୀଙ୍କ ଭିଡିଓକୁ ନେଇ ବିବାଦ, ବିଜେପି କହିଲା ‘ବ୍ରେକ୍ ଇଣ୍ଡିଆ’ ଯାତ୍ରା ଚାଲିଛି

ଚେନ୍ନାଇ: ଅଡ଼ୁଆରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଏବେ ଭାରତ ଯୋଡା ଯାତ୍ରାରେ ଅଛନ୍ତି। ଶୁକ୍ରବାର ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାର ଏକ ବିବାଦୀୟ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀଙ୍କୁ ଜର୍ଜ ପୋନ୍ନାୟାଙ୍କୁ ସେ ଏହି ଅବସରରେ ଭେଟିଥିଲେ। ରାହୁଲ ଏବଂ ପାଦ୍ରୀଙ୍କ ବାର୍ତ୍ତାଳାପର ଏକ ଅଂଶ…

ବିଶ୍ୱ ଫାଷ୍ଟ ଏଡ ଦିବସ: ସ୍କୁଲ-କଲେଜ ଛାତ୍ର ଛାତ୍ରୀଙ୍କୁ ଦିଆଗଲା ତାଲିମ

ପୁରୀ: ବିଶ୍ୱ ଫାଷ୍ଟ ଏଡ ଦିବସ ଅବସରରେ ଆଜି ପୁରୀର ଗୋପବନ୍ଧୁ ଅରୟୁର୍ବେଦ ମହାବିଦ୍ୟାଳୟ ପରିସରରେ ସେଂଟ ଜନ ଆମ୍ବୁଲାନ୍ସ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲ, କଲେଜର ବିଭିନ୍ନ ଛାତ୍ର ଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରାଯାଇଥିଲା । ଏହି ଅବସରରେ…

ଦୀପିକା ଆମ ଘରର ଲକ୍ଷ୍ମୀ: ରଣଭୀର

ମୁମ୍ବାଇ: ଫିଲ୍ମଫେୟାର ପୁରସ୍କାରରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଛନ୍ତି ବଲିଉଡ ଅଭିନେତା ରଣଭୀର ସିଂ। ଏହି ପୁରସ୍କାର ଶୋ'କୁ ଗତକାଲି ରାତିରେ ପ୍ରସାରଣ କରାଯାଇଥିଲା। ସମସ୍ତ ତାରକା ଶୋ' ସହିତ ଜଡିତ କିଛି ଭିଡିଓ ପୋଷ୍ଟ କରିଛନ୍ତି। ଏଥି ସହିତ ରଣଭୀର ଶ୍ରେଷ୍ଠ ଅଭିନେତା…

ଟ୍ରକ୍-ଅଟୋ ଧକ୍କା, ୭ ଜଣ ଛାତ୍ରଛାତ୍ରୀ ଆହତ

ରାୟଗଡ଼ା: ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାରେ ୭ ଜଣ ଆହତ ହୋଇଛନ୍ତି । ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ଧକ୍କା ହୋଇଥିଲା । ଫଳରେ ଅଟୋରେ ବସିଥିବା ୬ ଜଣ ଆଦର୍ଶ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ସମେତ ଅଟୋ ଡ୍ରାଇଭର ଆହତ…