Latest Odisha News

BREAKING NEWS

Yearly Archives

2022

ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ମେ ମାସରେ ଗହମ ରପ୍ତାନୀ ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇବା ପରେ ଏବେ ମଇଦା, ସୁଜି, ଅଟା ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ନେଇଥିଲା। ପରେ ଏନେ ବିଜ୍ଞପ୍ତି ଜାରି କରି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ…

ଟ୍ୱିନ୍ ଟାଓ୍ୱାର ମାଟିରେ ମିଶିବା ପରେ ଲୋକଙ୍କୁ ଘାରିଲା ପ୍ରଦୂଷଣ ଚିନ୍ତା

ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ନୋଏଡାର ଟ୍ୱିନ ଟାଓ୍ୱାର ୯ ସେକେଣ୍ଡରେ ମାଟିରେ ମିଶିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିବ । କୋଠାଟି ମାଟିରେ ମିଶିବା ପରେ ଏଥିରୁ ନିର୍ଗତ ଧୂଳି କଣିକା ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳ ଉପରେ ପ୍ରଭାବ ପକାଇବ ବୋଲି ଜଣାପଡିଛି। ସପ୍ତାହକ ପାଇଁ,…

କବିତା : ରକ୍ତସ୍ନାନ

ରମାକାନ୍ତ ନାୟକ  ତମେ ମୋ ଦେହରୁ ହାତ ଖସାଉଚ ଧୀରେ ଧୀରେ ମୋ ଆଖି ବନ୍ଦ କରି ଉଷୁମ ଦେହଟା ଶୀତଳ ହୋଇ ନିରବି ଯିବା ପରେ ଧଳାଲୁଗା ଭିତରୁ ସମର୍ପଣ କଲି ମୋ ନିଜକୁ ଅରଣା ମଇଁଷି ସହ ବଳ କଷା କଷି କରି । କଠିନ ହୋଇସାରିଥିଲା ମୋ ତଳିପା ପାପୁଲି, ଆଖି ଆଉ ଚିବୁକ ହଜିଯାଇଥିଲା ମୋ…

ବିହାରରେ ସିବିଆଇ ପ୍ରବେଶ ଉପରେ ରୋକ୍ ଲଗାଇଲେ ମହାମେଣ୍ଟ ସରକାର

ପାଟନା: ବିହାରରେ ମହାମେଣ୍ଟ ସରକାର ରବିବାର ସିବିଆଇକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସ୍ପେଶାଲ ପୋଲିସ୍ ଏଷ୍ଟାବ୍ଲିଶମେଣ୍ଟ (ଡିଏସପିଏ) ଅଧିନିୟମ, 1946ର ଧାରା 6 ଅନୁଯାୟୀ, ସିବିଆଇ ବିହାର ସରକାରର ବିନା ଅନୁମତିରେ ତଦନ୍ତ କରିପାରିବ…

[ଦେଖନ୍ତୁ ଭିଡିଓ] ୨୨ ବର୍ଷର କ୍ୟାରିୟରରେ ୪୦୦ରୁ ଅଧିକ ଗୋଲ୍, ଏମିତି ଥିଲେ ହକିର ଯାଦୁଗର

ନୂଆଦିଲ୍ଲୀ: ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ । ଖାଲି ଭାରତ କାହିଁକି ଦୁନିଆ ତାଙ୍କୁ ହକିର ଯାଦୁଗର କୁହେ । ୨୨ ବର୍ଷର ଲମ୍ବା ହକି କ୍ୟାରିୟରରେ ୪ ଶହରୁ ଅଧିକ ଗୋଲ୍ କରିଥିବା ମେଜର ଧ୍ୟାନ ଚାନ୍ଦ ଆଜି ବି କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କ ଜନ୍ମଦିନକୁ ମନେ ପକାଇ…

ଏକ ତରଫା ପ୍ରେମ ପାଇଁ ଅଙ୍କିତାକୁ ନିଆଁରେ ପୋଡ଼ିଦେଲା ଶାହରୁଖ

ରାଞ୍ଚି: ଏକ ତରଫା ପ୍ରେମରେ ସଫଳ ନେବା ପରେ ସୈତାନ ସାଜିଲା ପ୍ରେମିକ। ନିଆଁରେ ପୋଡ଼ିଦେଲା ଶାହାରୁଖ ହୁସେନ । ଶନିବାର ବିଳମ୍ବିତ ରାତିରେ 16 ବର୍ଷୀୟ ଅଙ୍କିତାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଝାଡଖଣ୍ଡ ଦୁମକା ଜାରୁୱାଡିହରେ । ଗତ ଚାରି ଦିନ ଧରି ରିମ୍ସରେ ଚିକିତ୍ସାଧୀନ ଥିବା ବେଳେ…

ଭାଷା ଭାଗବତ : ଭାଷାର ସ୍ତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୃଦ୍ଭାଣ୍ଡରେ ସିଦ୍ଧ ତଣ୍ଡୁଳ ଗ୍ରାସୋନ୍ମୁଖ ଅତି ବ୍ୟାକୁଳ ଧନାଢ଼୍ୟ କ୍ଷୁଧାର୍ତ୍ତ ମଣିଷ କରି ଶିଖିନି ଉପବାସ ମାଟି ହାଂଡିରେ ରଂଧା ଭାତ ଖାଇବା ପାଇଁ ପାତି ହାତ ଲୋକେ ଏଠି ଅବିଚଳିତ ପାଳଂତି ବହୁ ଓଷା, ବ୍ରତ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୮ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାଳମୁକୁନ୍ଦ ରୁପ ଧରି ବଟ ପତ୍ରରେ ଶୟନ ଓ ପ୍ରଳୟ ଜଳରେ ଭାସି ଆସୁଥିବା ମାର୍କଣ୍ଡେୟ ଋଷିଙ୍କୁ ଉଦ୍ଧାର କରି ନିଜ ଉଦର ମଧ୍ୟରେ ପ୍ରବେଶ କରାଇ…

ପାକିସ୍ତାନକୁ ହରାଇ ଭାରତର ରୋମାଞ୍ଚକର ବିଜୟ: ପ୍ରଶଂସକ ମନାଇଲେ ଉତ୍ସବ

ଭାରତର ରୋମାଞ୍ଚକର ବିଜୟ । ପାକିସ୍ତାନକୁ 5  ଉଇକେଟରେ ପରାସ୍ତ କରିଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଛନ୍ତି । https://twitter.com/BCCI/status/1563952537845149696 ହାଇ ଭୋଲଟେଜ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନମାନେ ଜବରଦସ୍ତ ବ୍ୟାଟି…

ଭାରତ ଆଗରେ 148 ରନ ଟାର୍ଗେଟ ରଖିଲା ପାକିସ୍ତାନ

ଭାରତ ଆଗରେ 148  ରନର ଟାର୍ଗେଟ ଦେଇଛି ପାକିସ୍ତାନ ।  ପ୍ରଥମେ ବ୍ୟାଟିଂ କରି 19.5 ଓଭରରେ ପାକିସ୍ତାନ 147  ରନ କରିଛି । ଭାରତୀୟ ବୋଲରଙ୍କ ଆଗରେ ଆଜି ପାକିସ୍ତାନ ବ୍ୟାଟସମ୍ୟାନମାନେ ବଡ଼ ସ୍କୋର କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ । କେବଳ ମହମ୍ମଦ ରିଜଓ୍ବାନ ସର୍ବାଧିକ 43 ରନ କରିଥିଲେ ।…