Latest Odisha News

BREAKING NEWS

Yearly Archives

2022

ୱେଷ୍ଟଇଣ୍ଡିଜ୍‌ କୁ ୩ ରନ୍‌ରେ ପରାସ୍ତ କଲା ଇଣ୍ଡିଆ

ହାରୁ ହାରୁ ଜିତିଗଲା ଇଣ୍ଡିଆ । ଚାପରେ ଥିବା ଇଣ୍ଡିଆ ଟିମ୍ ଶେଷରେ ରୋମାଞ୍ଚକର ବିଜୟ ହାସଲ କରିଛି । ଶେଷ ଓଭରରେ 11 ରନ୍ କରିଥିଲେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳି ଆଉ 3 ରନରେ ଜିତିଥିଲା ଇଣ୍ଡିଆ । https://twitter.com/BCCI/status/1550602265227997184 ପ୍ରଥମ ଦିନିକିଆକୁ ଶିଖର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୨  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ସମୁଦାୟ ୨୨ ଗୋଟି ମଣ୍ଡପ ଅଛି। ତାହାର ଉପଯୋଗ ଅନୁସାରେ ନାମ କରଣ କରାଯାଇଛି। ଯଥା ରତ୍ନମଣ୍ଡପ, ଦେବସଭା ମଣ୍ଡପ, ସ୍ନାନ ମଣ୍ଡପ,…

ଭାଷା ଭାଗବତ : ତ୍ର, ତଂତ୍ର, ଯଂତ୍ର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୫  ମଂତ୍ରରୁ ପରିଶୁଦ୍ଧ ଜ୍ଞାନ ତଂତ୍ରରୁ ଜ୍ଞାନ ସଂଚାଳନ ଯଂତ୍ରରୁ ଦକ୍ଷତା ବର୍ଧନ ଭାଷାରେ ସବୁ ବିଦ୍ୟମାନ ଭାଷାର ସୁପରିଚାଳନା ସହିତ ନୂତନ ଭାବନା ମିଶିଲେ ହୁଏ ହିତକର ଉନ୍ନତ ହୁଏ ଏ ସଂସାର ଧ୍ବନି ଓ ଲିପି ମାଧ୍ୟମରେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୯)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାମଙ୍କ ନାମ ଶ୍ରବଣ କରି ହନୁମାନ ସେଠାରେ ଅଟକିଗଲେ। ମୁନି ବେଶଧାରୀ କାଳନେମି ତାଙ୍କୁ କହିଲା, ସେ ଦିବ୍ୟଦ୍ରଷ୍ଟା। ଆଗତ ଭବିଷ୍ୟତ ସବୁ ଜାଣି ପାରନ୍ତି। ଆଗାମୀ ଦିନରେ ରାମ ରାବଣ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବ ଏବଂ ରାମ…

ଆଫଗାନିସ୍ତାନବାସୀ ଭାରତକୁ ନିଜର ‘ଭଲ ବନ୍ଧୁ’ ଭାବେ ଦେଖୁଛନ୍ତି

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରଠାରୁ ସରକାର ସହ ଭାରତର ସମ୍ପର୍କ ପୂର୍ବଭଳି ନାହିଁ। ତଥାପି ଆଫଗାନିସ୍ତାନବାସୀ ଭାରତକୁ ନିଜର 'ଭଲ ବନ୍ଧୁ' ଭାବେ ଦେଖୁଛନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି। ବ୍ରସେଲ୍ସସ୍ଥିତ ନ୍ୟୁଜ୍ ଓ୍ୱେବସାଇଟ୍ ୟୁରୋପିଆନ୍…

ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀଙ୍କ ଘରୁ ନଗଦ ୨୦ କୋଟି ଜବତ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅରପିତା ମୁଖାର୍ଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ କରି ୨୦ କୋଟି ଟଙ୍କା ଜବତ କରିଛି। ଯାହାର ସୂଚନା ଇଡି ଦ୍ୱାରା ଟ୍ୱିଟ କରି ଦିଆଯାଇଛି। ନଗଦ କୋଟି ଟଙ୍କାର ଫଟୋ…

ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର “ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକରେ ରାଉରକେଲା

ରାଉରକେଲା : ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସ ପକ୍ଷରୁ କରାଯାଇଥିବା "ଅର୍ବାନ-୯୫ ଏକାଡେମୀ ରେସିଡେନ୍ସି ୱିକ' କାର୍ଯ୍ୟକ୍ରମରେ ସ୍ମାର୍ଟ ସିଟି ରାଉରକେଲା ବିଶ୍ୱର ପ୍ରମୁଖ ୧୦ଟି ସହର ଭିତରେ ସ୍ଥାନ ପାଇଛି । ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏଁ ଲଣ୍ଡନଠାରେ ହେବାକୁ ଥିବା ଏହି "ସହରା ଳ…

ତ୍ରିରଙ୍ଗା ଆନ୍ଦୋଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନ ଭାରତର ପତାକା ପାଇଁ ସ୍ୱପ୍ନ ଦେଖିଥିବା ବ୍ୟକ୍ତିମାନଙ୍କ ଅଦମ୍ୟ ସାହସ ଓ ପ୍ରୟାସକୁ ମନେ ପକାଇ ସଲାମ୍…

ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଫଳ: ସାଇ ଇଣ୍ଟରନାଶନାଲ ସ୍କୁଲର ଶତ ପ୍ରତିଶତ ସଫଳତା

ଭୁବନେଶ୍ୱର: ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଛି। ଏଥିରେ ଭୁବନେଶ୍ୱରର ସାଇ ଇଣ୍ଟରନାସନାଲସ୍କୁଲକୁ ଶତ ପ୍ରତିଶତ ସଫଳତା ମିଳିଛି। ଉଭୟ ଶ୍ରେଣୀରେ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବା ସହ ସମସ୍ତେ ପ୍ରଥମ ଶ୍ରେଣୀ ଯୋଗ୍ଯତା ହାସଲକରିଛନ୍ତି।…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଉଡିଗଲା ଘର

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ପୂବାହ୍ନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ୟାସ ସିଲିଣ୍ଡର ଥିବା ଘରେ ନିଆଁ ଲାଗିଯିବା ସହିତ କାନ୍ଥ ଓ ଛାତ ଭୁଷୁଡ଼ି ପଡ଼ିଛି । ସ୍ଥାନୀୟ ବାସିନ୍ଦା ଏନେଇ…