Latest Odisha News

BREAKING NEWS

Yearly Archives

2022

ବ୍ରହ୍ମପୁରରେ ୧୦୦ ଗ୍ରାମ ବାଉନସୁଗର ଜବତ

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜଣେ ଯୁବକଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି। ଏହି ଯୁବକ ଜଣଙ୍କ ଏକ ବାଇକରେ ବ୍ରାଉନ ସୁଗର ଧରି ବିକ୍ରି କରିବାକୁ ନେଉଥିବା ବେଳେ ଜାତୀୟ ରାଜପଥ-୧୬ ଡୁରା ନିକଟରେ ତାଙ୍କୁ କାବୁ କରାଯାଇଥିଲା। ତାଙ୍କ ନିକଟରୁ…

ସୂର୍ଯ୍ୟ ଦେଓଙ୍କ ‘କାଲି ପାଇଁ କାଲିର ସିନେମା’ ପୁସ୍ତକକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

ଭୁବନେଶ୍ବର:  ଓଡ଼ିଶାର ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ ୬୮ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ସେ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।…

ନିଜକୁ ପ୍ରଶ୍ନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗଣେଶର ବାହାଘର ପାଇଁ ବନ୍ଧୁ ବାନ୍ଧବଙ୍କ ଲାଗି ଯେତେବେଳେ ଲୁଗାପଟା କିଣାଗଲା, ସେତେବେଳେ ବେଶୀ ଖୁସି ଥିଲା ଉଲ୍ଲାସ। ହଁ ଉଲ୍ଲାସ ସ୍ୱାଇଁ। ଗଣେଶର ମାମୁ ପୁଅ ଭାଇ। ତିନି ମାସ ହେଲା ସେ ନିଜ ଗାଁ ଓ ଘର ଛାଡ଼ି ଆସି ପିଉସୀ ଘରେ ରହୁଛି।…

କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଶତ ପ୍ରତିଶତ ସଫଳତା:ବିଶାଖା ଓ ରୋନିତ ଆଞ୍ଚଳିକ ଟପର୍

ଭୁବନେଶ୍ୱର : ସିବିଏସ୍‍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ  କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍କୁଲ୍‍ର ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ କ୍ରସ ଭୋଟିଂକୁ ନେଇ ଚର୍ଚ୍ଚା ଚାଲିଛି । ୧୭ ଜଣ ସାଂସଦ ଓ ବିରୋଧୀ ଦଳର ପ୍ରାୟ ୧୨୫ ବିଧାୟକ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଛନ୍ତି । ଏପରିକି ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭାରେ ଏନଡିଏର କୌଣସି ଜଣେ ବିଧାୟକ…

ଶେଷରେ ଗୋଟିଏ କଥାରେ ରାଜି ହେଲେ ଦୁଇ ଶତ୍ରୁ ଦେଶ ରୁଷିଆ, ୟୁକ୍ରେନ

ମସ୍କୋ: ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁ ନାହିଁ । ୫ମାସ ହେବ କ୍ରମାଗତ ଯୁଦ୍ଧ ଯୋଗୁ ଉଭୟ ଦେଶ ସମେତ ବିଶ୍ୱରେ ଆର୍ଥୀକ ମାନ୍ଦାବସ୍ତା ଲାଗି ରହିଛି । ୟୁନାଇଟେଡ ନେଶନର ମଧ୍ୟସ୍ଥତା ଯୋଗୁ ଶେଷରେ ଉଭୟ ଦେଶ ଗୋଟିଏ କଥାରେ ରାଜି ହୋଇଛନ୍ତି । ବ୍ଲାକ ସି ମଧ୍ୟ ଦେଇ ଖାଦ୍ୟ…

ହଂକଂରେ ନୀରବ ମୋଦିଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ନିଜେ ବିଛାଇଥିବା ଅପରାଧ ଜାଲରେ ଫସିଫସି ଯାଉଛନ୍ତି ନୀରବ ମୋଦି । ଶୁକ୍ରବାର ହଂଗକଂଗରୁ ନୀରବଙ୍କ ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏନେଇ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ନୀରବ ଏବେ ଲଣ୍ଡନ ଜେଲରେ ବନ୍ଦୀ…

ବିଇଡି ପରୀକ୍ଷା ନାଁରେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଠକିଦେଲେ ଏଜେଣ୍ଟ

ଯାଜପୁର: ଏଜେଣ୍ଟଙ୍କ ଜରିଆରେ ନାମଲେଖା । ଏଜେଣ୍ଟଙ୍କ ଜରିଆରେ ପରୀକ୍ଷା । ଆନ୍ଧ୍ର ୟୁନିଭରସିଟିରେ ବିଇଡି ନାମଲେଖା ଓ ପରୀକ୍ଷା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଜିତ ନାମକ ଜଣେ ଏଜେଣ୍ଟ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ବିଇଡି ଆଡମିଶନ ଲାଗି ସାର୍ଟିଫିକେଟ୍ ସହ ୨୦ ହଜାର ଲେଖାଏ…

[ଦେଖନ୍ତୁ ଭିଡିଓ] OTTରେ ଧମାଲ କରୁଛନ୍ତି ୯୦ ଦଶକର ବିଉଟି ଡ଼ିଭା

ଦିଲ୍ଲୀ  : ବିଉଟି ବଲିଉଡ଼୍ ଡ଼ିଭ।। ୯୦ ଦଶକରେ ବଲିଉଡ଼ରେ ରାଜ କରୁଥିବା ବେଳେ ଏବେ ବି ସେମାନଙ୍କ ଦବଦବା କମ୍ ନାହିଁ । ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ମତୁଆଲା କରିଥିବା ଏହି ସେନସେସନ କୁଇନ୍ ଏବେ ଫିଲ୍ମ ଦୁନିଆ ସହ ଓଟିଟି ରେ ଧମାଲ ମଚାଉଛନ୍ତି । ନୂଆ ଆକ୍ଟ୍ରେସଙ୍କ ଏଣ୍ଟ୍ରି ପରେ ଏମାନଙ୍କ…

ଭୟ ଗ୍ରାସିଲା ସଲମାନଙ୍କୁ, ଅସ୍ତ୍ର ରଖିବାକୁ ମୁମ୍ବାଇ ପୋଲିସକୁ ମାଗିଲେ ଲାଇସେନ୍ସ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାଁଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି । ସିଦ୍ଧୁ ମୁସେୱାଲ ହତ୍ୟାକାଣ୍ଡ ପରେ ସେ ଭୟଭୀତ ହୋଇ ପଡିଥିବା ଅନୁମାନ କରାଯାଉଥିଲା । ଏବେ ଏହା ପ୍ରମାଣିତ ହୋଇଛି । ଆଜି ସେ ତାଙ୍କ ନିଜ ଜୀବନ ପ୍ରତି ବିପଦ ଅଛି ଦର୍ଶାଇ ସୁରକ୍ଷା ପାଇଁ ମୁମ୍ବାଇ…