ଦ୍ରୈାପଦୀ ମୁର୍ମୁଙ୍କୁ ମୂର୍ତ୍ତି ସହ ତୁଳନା କଲେ ତେଜସ୍ବୀ ଯାଦବ
ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଷ୍ଟ୍ରପତି ଭବନରେ ଆମକୁ ମୂର୍ତ୍ତିର ଆବଶ୍ୟକତା ନାହିଁ । ଏଭଳି ବିବାଦୀୟ ବକ୍ତବ୍ୟ ଦେଇଛନ୍ତି ତେଜସ୍ବୀ ଯାଦବ । ସେ କହିଛନ୍ତି ଯଶୋବନ୍ତଙ୍କ କଥା ଆପଣମାନେ ଶୁଣୁଛନ୍ତି । ତାଙ୍କ ପ୍ରେସ ରିଲିଜ ଆପଣମାନେ ପଢ଼ୁଛନ୍ତି । କିନ୍ତୁ ସରକାରୀ ଦଳର ପ୍ରାର୍ଥୀଙ୍କ କିଛି କଥା…