Latest Odisha News

BREAKING NEWS

Yearly Archives

2022

ମୋତେ ପ୍ରଭାବିତ କରୁଥିବା ପ୍ରତ୍ୟେକ ଚରିତ୍ର ମୋର ପ୍ରେରଣାର ଉତ୍ସ : ସୁସ୍ମିତା ପଟେଲ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସୁସ୍ମିତା ପଟେଲ। ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର…

ଉତ୍କଳ ହସ୍ପିଟାଲର ସିଇଓ ଆଲୋକ ଲୋଧ ନିଲମ୍ବନ ହେଲେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଆ ବିରୋଧୀ ମାନସିକତା ପାଇଁ ନିଲମ୍ବନ ହେଲେ ଉତ୍କଳ ହସ୍ପିଟାଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଡାକ୍ତର ଆଲୋକ ଲୋଧ। ଓଡ଼ିଶାରେ ଓଡ଼ିଆଙ୍କୁ ନିଯୁକ୍ତି ନଦେବାର ମାନସିକତା ପାଇଁ ହଟାହଟା ହେବା ସହ ତାଙ୍କୁ ଚାକିରିରୁ ଉତ୍କଳ ହସପିଟାଲ ପକ୍ଷରୁ ନିଲମ୍ବନ…

[ଦେଖନ୍ତୁ ଭିଡିଓ] ଗାଁକୁ ନାହିଁ ରାସ୍ତା। ନଈର ଭରା ପାଣିରେ ପାର ହେଉଛି ରୋଗୀ

ଢେଙ୍କାନାଳ : ଲଗାଣ ବର୍ଷା , ଉଛୁଳା ନଈ। ଆଉ ସେହି ନଦୀ ପାଣି ଭିତରେ ପଶି ପାର ହୋଇଯାଇଛି ରୋଗୀ । ଶରୀର ଅସୁସ୍ଥ ହୋଇପଡ଼ିଥିବା ବେଳେ ଜଣେ ରୋଗୀକୁ ଭାରରେ ବୁହା ହେଇ ନିଆଯାଉଛି । ତାହା ପୁଣି ଭରା ନଦୀରେ । ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ବାଧ୍ୟ ହୋଇ ଭରା ପାଣି ଭିତରେ ପଶି ରୋଗୀକୁ ଚିକିତ୍ସା…

[ଦେଖନ୍ତୁ ଭିଡିଓ] ଲଗାଣ ବର୍ଷାରେ ସ୍ଥିତି ବେହାଲ, ଘରେ ଭିତରେ ଆଣ୍ଠୁଏ ପାଣିରେ ଅସ୍ତବ୍ୟସ୍ତ ଜୀବନ

ପୁରୀ : ସାରା ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇପଡ଼ିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ଯୋଗୁ ଲୋକେ ଜଳବନ୍ଦୀ ହୋଇଯାଇଛନ୍ତି । ସେହିଭଳି ବର୍ଷା ଯୋଗୁ ଘର ଦ୍ୱାର ପାଣି ଭର୍ତ୍ତି ହୋଇଯାଇଛି । ପୁରୀରେ ମଧ୍ୟ ବର୍ଷା ପଶିି ଘର ଭିତରେ ପଶି ଲହଡି ଭାଙ୍ଗୁଥିବା ବେଳେ ଜନଜୀବନ…

ଭାରତ ହାତରୁ ଯିବ କି ବିଶ୍ୱକପ ଆୟୋଜନ ଅଧିକାର !

ଭୁବନେଶ୍ୱର: ଭାରତ ହାତରୁ ହକି ବିଶ୍ୱକପ ଆୟୋଜନ ଅଧିକାର ହାତଛଡା ହେବା ନେଇ ଭୟ ସୃଷ୍ଟି ହୋଇଛି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଅଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟ ହକି ଇଣ୍ଡିଆ ନିର୍ବାଚନ କରିବାକୁ ଏଫଆଇଏଚ କହିଛି ।…

ସିନ୍ଧୁ ଜିତିଲେ ସିଙ୍ଗାପୁର ଓପନ ଟାଇଟଲ

ସିଙ୍ଗାପୁର: ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ପୁନର୍ବାର କମାଲ କରିଛନ୍ତି । ଭାରତର ଏହି ଷ୍ଟାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ଜେଡୱାଇ ୱାଙ୍ଗଙ୍କୁ ଏକ…

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ।

ଢେଙ୍କାନାଳ : ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁର ବେଣୁଧର ପଧାନ। ଶ୍ବଶୁରଙ୍କ ପ୍ରତି ଆକ୍ରମଣରେ ବୋହୂ ମଧ୍ୟ ଗୁରୁତର ହୋଇଛନ୍ତି। ଗୁରତର ବୋହୂ ହେଲେ ଯଶୋଦା ପ୍ରଧାନ। ଗୁରୁତର ଅବସ୍ଥାରେ ବୋହୂ ଯଶୋଦାଙ୍କୁ ଅନୁଗୁଳ…

ପୁଣି ଇଣ୍ଡିଗୋ ବିମାନରେ ଅଘଟଣ । ଶାରଜାହରୁ ହାଇଦ୍ରାବାଦ ଆସୁଥିବା ବିମାନ କରାଚୀରେ ଜରୁରୀ ଅବତରଣ

ଦିଲ୍ଲୀ : ବିମାନସେବାରେ ବାରମ୍ବାର ତୃଟି  । ଗତକାଲି ଇଣ୍ଡିଗୋ ବିମାନରେ ଏକ ଅଘଟଣ ଦେଖିବାକୁ ମିଳିଥିବା ବେଳେ ୨୪ ଘଣ୍ଟା ନପୁରୁଣୁ ପୁଣି ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି । ହାଇଦ୍ରାବାଦରୁ ଶାରଜାହ ଯାଉଥିବା ଇଣ୍ଡିଗୋ ବିମାନରେ ତୃଟି ଦେଖାଦେବାରୁ ବିମାନଟିକୁ କରାଚୀରେ…

ବର୍ଷାପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା

ମାଲକାନଗିରି : ବର୍ଷା ପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା । ଛତିଶଗଡ଼, ଆନ୍ଧ୍ର ଏବଂ ତେଲେଙ୍ଗାନା ସହ ବିଚ୍ଛିନ୍ନ ହୋଇଯାଇଛି  । ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ଗୋଦାବରୀ ଫୁଲିଥିବାରୁ ଏହି ନଦୀର ପଛୁଆ ପାଣି ମାଡ଼ଇାସି ଭୟଙ୍କର ରୂପଧାରଣ କରିଛି ମାଲକାନଗିରିର ସିଲେରୁ…

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା । ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଆସନ୍ତାକାଲି ମଧ୍ୟ ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବା ପରେ, ଏହାର ପରିମାଣ ଧିରେ ଧିରେ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…