Latest Odisha News

BREAKING NEWS

Yearly Archives

2022

କରୋନା ସଂକ୍ରମଣ ବଢ଼ୁଥିବାରୁ କଟକଣା ବଢ଼ାଇଲା ବିଏମସି : ଦୋକାନ ଆଗରେ ଭିଡ ନ କରିବାକୁ ତାଗିଦ

ଭୁବନେଶ୍ୱର : କରୋନା ସଂକ୍ରମଣ ବଢୁଥିବାରୁ କଟକଣା ବଢାଇଲା ବିଏମସି । ଟିଫିନ୍ ଦୋକାନ, ଚା’ ଦୋକାନ, ଗୁପ୍ଚୁପ୍, ଦହିବରା ଓ ଜୁସ୍ ଷ୍ଟଲରେ ଭିଡ଼ ନଜମାଇବା ପାଇଁ ପାଇଁ ତାଗିଦ୍ କରାଯାଇଛି । ଅଧିକ ଗହଳି ହେଲେ ପୂର୍ବ ପରି ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ବଢ଼ୁଥିବାରୁ ସମସ୍ତ…

ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଉପରେ ‘ସୁପ୍ରିମ୍’ ବ୍ରେକ୍

ନୂଆଦିଲ୍ଲୀ: ଶିବସେନାର ଉଭୟ ଗୋଷ୍ଠୀର ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣି ସ୍ଥଗିତ ରଖିଛନ୍ତି। ଯାହା ସମସ୍ତ ବିଧାୟକ ବିଶେଷକରି ଏକନାଥ ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ବାଚସ୍ପତି ବର୍ତ୍ତମାନ ବିଧାୟକଙ୍କ…

ବଢିଲା ସଂକ୍ରମଣ, ବିଏମସି ଜାରି କଲା ଗାଇଡଲାଇନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଜ୍ୟରେ ଦୈନିକ ସଂକ୍ରମଣ ବଢୁଛି। ସଂକ୍ରମିତଙ୍କ ସଂଖ୍ୟା ରାଜଧାନୀ, କଟକ, ପୁରୀ ଏବଂ ରାଉରକେଲାରେ ଅଧିକ ରହିଛି। ଏହାକୁ ନଜରରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସୋମବାର ନୂଆ ନିୟମାବଳୀ ବା ବିଜ୍ଞପ୍ତି ଜାରି ହୋଇଛି। ନୂଆ ସମସ୍ତ ରାସ୍ତା କଡରେ…

ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ରାଗିଂର ପ୍ରମାଣ ମିଳିନି, ତଦନ୍ତ ଚାଲିଛି: ଅତିରିକ୍ତ ଡିସିପି

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ଝିଅକୁ ନ୍ୟାୟ ଦାବିରେ କଲେଜ ସମ୍ମୁଖରେ ଆନ୍ଦୋଳନ କରୁଥିବା ମା' ବିଦ୍ୟୁତପ୍ରଭା ମହାନ୍ତିଙ୍କୁ ସୋମବାର ପୁଲିସ ବଳପୂର୍ବକ ଉଠାଇ ନେଇଛି। ଆଜି ରୁଚିକାଙ୍କ ଦଶାହ କର୍ମ ଥିଲା। ତାଙ୍କ ମା' ଏହି କଲେଜ ସାମ୍ନାରେ ସମସ୍ତ କର୍ମ…

ଧାର୍ମିକ ମନୋଭାବ ଓ ନିରପେକ୍ଷ ନ୍ୟାୟ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  ଏବେ କେତେକ ହିନ୍ଦୁତ୍ୱ ସଂଗଠନ ମୋଗଲ ଅର୍ଥାତ୍ ମୁସଲିମ ଅତ୍ୟାଚାରର ପ୍ରମାଣ ଦେଖିବାକୁ ମିଳେ । ରାମ/କୃଷ୍ଣ ଜନ୍ମଭୂମି ଓ ଜିଆନବାପିରେ ଅବସ୍ଥିତ ଇଦ୍ଗା କିମ୍ବା ମସଜିଦ ହଟାଇବା ଓ ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଆନ୍ଦୋଳନ ବର୍ତ୍ତମାନ କୋର୍ଟରେ…

‘ରାଜ୍ୟରେ ଓମିକ୍ରନ ଭାରିଆଣ୍ଟ, ଚାରି ପ୍ରମୁଖ ସହରରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ’

ଓଡ଼ିଶା ସମ୍ବାଦ ବ୍ୟୁରୋ: କରୋନା ସଂକ୍ରମଣ ଭିତରେ ଭିତରେ ବଢିବାରେ ଲାଗିଛି । ରାଜ୍ୟର ପ୍ରମୁଖ ସହର ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ କରୋନା ସଂକ୍ରମଣ ବଢୁଛି। କିନ୍ତୁ ହସ୍ପିଟାଲରେ ଆକ୍ରାନ୍ତ ଭର୍ତ୍ତି ହେବା ସଂଖ୍ୟା କମ୍ ରହିଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି…

ଆମେ ଚିରିଦେବା ନାହିଁ ନାହିଁର ନକ୍ସା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ “ଶବ୍ଦ ତୂଣୀର”  ବାସ୍ତବରେ ଓଡ଼ିଶାସମଗ୍ର ଦେଶରେ ଏକ ଧନୀ ରାଜ୍ୟ, କିନ୍ତୁ ଓଡ଼ିଶାର ଲୋକମାନେ ଗରିବ, ପ୍ରତାରିତ, ଶୋଷିତ, ନିର୍ଯ୍ୟାତିତ, ଅବହେଳିତ । ଯାହାର ମାଟି ତଳେ ଅଜସ୍ର ଖଣିଜ ସମ୍ପଦ, ମାଟି ଉପରେ ତଳେ ପର୍ଯ୍ୟାପ୍ତ ଜଳ, ଜମି, ଜଙ୍ଗଲ, ତା’ର ପୁଅ…

ଆଜି ମହାପ୍ରଭୁଙ୍କ ଅଧରପଣା ନୀତି, କେଉଁ ଉଦ୍ଦେଶ୍ୟରେ ଏହା ପାଳନ ହୁଏ ?

ଭୁବନେଶ୍ୱର: ବାହୁଡା଼ ଯାତ୍ରା ପରେ ସିଂହଦ୍ଵାର ଠାରେ ତିନି ରଥ ଉପରେ ସୁନାବେଶ ପରଦିନ ଠାକୁର ମାନଙ୍କ ଉଦ୍ଦେଶ୍ୟରେ ଅଧରପଣା ଲାଗି ହୋଇଥାଏ। ରଥାରୁଢ଼ ଠାକୁର ମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧର ପଣା କୁହାଯାଏ।…

ରାଜ୍ୟରେ ନୂଆ ୫୭୨ ଜଣ କରୋନା ପଜିଟିଭ ଚିହ୍ନଟ: ଚିନ୍ତା ବଢ଼ାଇଲା ସମ୍ବଲପୁର ଓ ସୁନ୍ଦରଗଡ଼

ଭୁବନେଶ୍ବର: ଚିନ୍ତା ବଢ଼ାଇଲାଣି ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ। କାରଣ ଆଜି ଆକସ୍ମିକ ଭାବେ ଏଦୁଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ବି ୫୦୦ ଉପରେ ରହିଛି। ଗତ ୧୩ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ…

ଶେଷ ହୋଇଛି ସୁନାବେଶ, ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି

ପୁରୀ: ଶେଷ ହୋଇଛି ଶ୍ରୀଜିଉଙ୍କ ସୁନାବେଶ । ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି । ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି ନୀତି ଅନୁଷ୍ଠିତ ହୋଇଥାଏ । ପ୍ରତି ରଥରେ ଶ୍ରୀଜିଉମାନଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ପ୍ରସ୍ତୁତ ହୁଏ । ସିଂହଦ୍ୱାର ସମ୍ମୁଖ ଛାଉଣୀ ମଠ…