Latest Odisha News
Yearly Archives

2022

ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

 ପୁରୀ : ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବାହୁଡା ଏକାଦଶୀରେ ରଥଉପରେ ମହାପ୍ରଭୁ ସୁନାବେଶ ହୋଇଥାନ୍ତି । ଜନ୍ମବେଦୀରୁ ଫେରିବା ପରେ ସିଂହଦ୍ୱାରରେ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ…

ରାୟପୁର ରେଳବାଇ ବିଭାଗ ପକ୍ଷରୁ ୧୦ ମାସର ଶିଶୁକୁ ମିଳିଲା ଚାକିରି

ଦଶ ମାସର ଶିଶୁକୁ ମିଳିଲା ଚାକିରି। ସେ ପୁଣି ରେଲୱେରେ। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଛତିଶଗଡରେ ରାୟପୁର ରେଳବାଇ ବିଭାଗ ପକ୍ଷରୁ ଏମିତି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିଶୁର ପିତା ରାଜେନ୍ଦ୍ର କୁମାର ଛତିଶଗଡ଼ ଭିଲାଇ ରେଲେୱେ ପିପି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ମହାରାଷ୍ଟ୍ର ରାଜନୀତିରେ ପୁଣି ନାଟକୀୟ ମୋଡ । ୫୩ ବିଧାୟକଙ୍କୁ ନୋଟିସ୍‌ କଲେ ବିଧାନସଭା ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ଭଗତ। ୫୩ ବିଧାୟକଙ୍କ ମଧ୍ୟରୁ ସିନ୍ଦେଙ୍କ ପକ୍ଷରୁ ୩୯ ବିଧାୟକଙ୍କୁ ନୋଟିସ୍ କରାଯାଇଥିବା ବେଳେ ଉଦ୍ଧବଙ୍କ ପକ୍ଷରୁ ୧୪ ଜଣଙ୍କୁ ନୋଟିସ୍ । ଚିନ୍ତା ବଢ଼ାଉଛି…

୨୦୦ଟି ସ୍ଥାନରେ ଆୟୋଜିତ ହେବ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍ ମେଳା

ନୂଆଦିଲ୍ଲୀ: ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ କ୍ୟାରିଅର୍‌କୁ ଆଗକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ବ୍ୟବହାରିକ ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ କୌଶଳ ଭାରତ ମିଶନର ଅଂଶ ଭାବରେ ୧୧ ଜୁଲାଇ, ୨୦୨୨ରେ ପ୍ରଧାନମନ୍ତ୍ରୀ ଜାତୀୟ ଆପ୍ରେଂଟିସ୍‌ସିପ୍…

[ଦେଖନ୍ତୁ ଭିଡିଓ] ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କ ଉନ୍ମତ୍ତ କାଣ୍ଡ । ସ୍ୱିମିଂ ପୁଲରେ ଗାଧୋଇଲେ, ପ୍ରଧାନମନ୍ତ୍ରୀଙ୍କ…

କଲମ୍ବୋ :  ଶ୍ରୀଲଙ୍କାରେ ଲୋକେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ  ଧସେଇ ପଶିବା ସହ ପୁରା ଭବନକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି । ରାଷ୍ଟ୍ରପତି ଭବନ ପରିସରକୁ ଲୋକେ ପଶିବା ପରେ ସବୁ ଅଞ୍ଚଳକୁ ଖେଦି ଯାଇଥିଲେ । ଏଥିରେ ରାଷ୍ଟ୍ରପତିଙ୍କ ଶୟନକକ୍ଷ ଓ ପ୍ରଶାଧାନ କକ୍ଷ ମଧ୍ୟ ବାଦ ପଡିନଥିଲା। ଲୋକେ…

‘କାଳୀ’ ନିର୍ଦ୍ଦେଶିକା ଲୀନା ମନିମେକାଲାଇଙ୍କୁ ହତ୍ୟା ଓ ଦୁଷ୍କର୍ମ ଧମକ

ଭୁବନେଶ୍ବର: ସିଗାରେଟ ଟାଣୁଥିବା କାଳୀ ଦେବୀଙ୍କ ପୋଷ୍ଟର ପାଇଁ ଘୋର ବିବାଦ ଭିତରେ ଫସିଥିବା ଫିଲ୍ମ ନିର୍ଦ୍ଦେଶିକା ଲୀନା ମନିମେକାଲାଇଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ଆସୁଛି । ଲୀନା ତାଙ୍କ ଟ୍ବିଟର ହ୍ୟାଣ୍ଡଲରେ ଗୋଟିଏ ସ୍କ୍ରିନସଟ୍ ସେୟାର କରିଛନ୍ତି । ଯେଉଁଥିରେ ଜଣେ ବ୍ୟକ୍ତି…

ନୟାଗଡ଼ ନାକିଠଣା ଜଙ୍ଗଲ ନିକଟରୁ ୧୦ଫୁଟ ଅଜଗର ସାପ ଉଦ୍ଧାର

ନୟାଗଡ଼ : ଉଦ୍ଧାର ହୋଇଛି ଅଜଗର ସାପ । ୧୦ଫୁଟ ଲମ୍ବର ଏହି ଅଜଗର ସାପକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଅଞ୍ଚଳରେ। ନୟାଗଡ଼ର ରଣପୁର ରେଞ୍ଜ ଅଧୀନ ନାକିଠଣା ବିଟ୍ ହାଉସ ନିକଟରୁ ଏହି ୧୦ଫୁଟ ଲମ୍ବର ଅଜଗରକୁ ଉଦ୍ଧାର କରାଯାଇଛି। ନିକଟରେ ଥିବା ଜଙ୍ଗଲରେ…

ସ୍କୁଲ୍‌ରେ କୋଭିଡ୍ ପାଠ: ୨୦୨୨-୨୩ ଶିକ୍ଷାବର୍ଷରୁ ପଢାଯିବ ନୂଆ ପାଠ୍ୟକ୍ରମ

 ଭୁବନେଶ୍ୱର :  ଏଣିକି ସ୍କୁଲ୍‌ରେ ପଢ଼ାଯିବ କୋଭିଡ୍ ପାଠ । ୨୦୨୨-୨୩ ଶିକ୍ଷାବର୍ଷରୁ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍ ପରିଚାଳନା ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି । ମାଟ୍ରିକ ସିଲାବସ୍‌ରେ ଏହି ବିଷୟ ସଂପର୍କରେ ପଢ଼ାଯିବ…

ସମାଜ ପ୍ରତି ଥିବା ଅନୁସନ୍ଧିତ୍ସାପଣ ହିଁ ସ୍ରଷ୍ଟାର ସୃଷ୍ଟିକୁ କାଳଜୟୀ କରିଥାଏ : ବିଭୁତି ପଣ୍ଡା

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ 'ବିଭୁତି ପଣ୍ଡା' । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର…

ଶୟନ ଏକାଦଶୀ: କାହିଁକି ଭଗବାନ ବିଷ୍ଣୁ ଯାଆନ୍ତି ଚତୁର୍ମାସ ଯୋଗ ନିଦ୍ରାରେ

ଭୁବନେଶ୍ୱର:(ଦେବଦତ୍ତ ରଥ)ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଏକାଦଶୀ। ଏହାକୁ ଶୟନ ଏକାଦଶୀ, ହରିଶୟନ ଏକାଦଶୀ ବା ଦେବଶୟନ ଏକାଦଶୀ ବୋଲି ମଧ୍ୟ କୁହାଯାଏ। ଶୟନ ଏକାଦଶୀ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପର୍ଯ୍ୟନ୍ତ ୪ ମାସ ସମୟ ଭଗବାନ୍ ବିଷ୍ଣୁ ପତାଳପୁରୀ ଯାଇ ନିଦ୍ରାରେ ରୁହନ୍ତି। ଏହି ୪ ମାସକୁ…