Latest Odisha News

BREAKING NEWS

Yearly Archives

2022

ପୁଣି ବିଜେବି କଲେଜରେ ରାଗିଂ ! ବଡ଼ଗଡ଼ ଥାନାରେ ଛାତ୍ରଙ୍କ ଏତଲା

ଭୁବନେଶ୍ୱର: ବିଜେବି କଲେଜ ପିଛା ଛାଡ଼ୁନି ରାଗିଂ ଅଭିଯୋଗ । ଗତ ୨ ତାରିଖରେ ରାଗିଂକୁ ସାମ୍ନା ନକରି ପାରି ହଷ୍ଟେଲ ରୁମରେ ଜୀବନ ହାରିଥିଲେ ରୁଚିକା ମହାନ୍ତି । ରୁଚିକାଙ୍କ ଆତ୍ମହତ୍ୟାକୁ ୬ ଦିନ ବିତିଥିବା ବେଳେ ଧରାପଡ଼ି ନାହାନ୍ତି ୩ ସିନିୟର । ଅନ୍ୟପଟେ ବିଜେବି କଲେଜର ଜଣେ ଯୁକ୍ତ ୨…

ସଲମାନଙ୍କ ଦବଙ୍ଗ ୪ର ନିର୍ଦ୍ଦେଶନା ଦେବେ ତିଙ୍ଗମାଂସୁ !

ମୁମ୍ବାଇ: ସଲମାନ ଖାଁଙ୍କ ଦବଙ୍ଗ ୪ର ନିର୍ଦ୍ଦେଶନା ଦେବେ ତିଙ୍ଗମାଂସୁ ଧୂଲିଆ । ନିକଟରେ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ ତିଙ୍ଗମାଂସୁ ଏହାର କାହାଣୀ ମଧ୍ୟ ଲେଖିଛନ୍ତି । ୨୦୨୨ ଡିସେମ୍ବରରେ ଏହାର ଶୁଟିଂ ଆରମ୍ଭ ହେବ । ଚୁଲବୁଲ ପାଣ୍ଡେର କାହାଣୀର ଥ୍ରୀଲ ଆଉ ଆଡଭେନଚର…

ଚାଉମିନ୍ ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ

ମୋହନା: ଚାଉମିନ୍ ଫ୍ୟାକ୍ଟ୍ରିରେ ଅଘଟଣ । ଗ୍ୟାସ୍ ଲିକରୁ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ତିନି ତିନୋଟି ଜୀବନ । ଏଭଳ ଅଘଟଣ ଘଟିଛି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ । ଚାଉମିନ୍ ଫ୍ୟାକ୍ଟ୍ରିରେ ଶ୍ଵାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ମୋହନା ବ୍ଲକ ନାରାୟଣ ନଗରରେ ଥିବା…

ଆଜି ବିଶ୍ୱ ଚକୋଲେଟ୍ ଦିବସ: ହାପ୍ପି ଚକୋଲେଟ୍ ଡେ

ଭୁବନେଶ୍ୱର (ଦେବଦତ୍ତ ରଥ) :  ଆଜି ଆଜି ବିଶ୍ୱ ଚକୋଲେଟ୍ ଡେ' (ଚକୋଲେଟ୍ ଦିବସ)। ୧୯୫୦ ମସିହାରେ ପ୍ରଥମେ ୟୁରୋପରେ ଚକୋଲେଟ୍ ଡେ' ପାଳନ କରାଯାଇଥିଲା। ତେବେ, ୨୦୦୯ ମସିହାରୁ ବିଶ୍ୱ ଚକୋଲେଟ୍ ଡେ' ପାଳନ ଆରମ୍ଭ ହେଲା। ଏମିତିରେ ଫେବୃଆରୀ ମାସରେ ଭାଲେଣ୍ଟାଇନ୍ସ ସପ୍ତାହ ପାଳନ ବେଳେ ୯…

ଆଜି ବାରଣାସୀ ଠାରେ ଅଖିଳ ଭାରତୀୟ ଶିକ୍ଷା ସମାଗମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ବାରାଣସୀରେ ଗସ୍ତରେ ଯିବେ । ନିଜ ସଂସଦୀୟ କ୍ଷେତ୍ର ପାଇଁ ମୋଦି ୧୭୭୪ କୋଟି ଟଙ୍କାର ପ୍ରକଳ୍ପକୁ ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ମୋଟ ୩୧ଟି ପ୍ରକଳ୍ପ ଜନତାଙ୍କ ପାଇଁ ସମର୍ପିତ କରିବେ, ଯେଉଁଥିରେ କି ୫୫୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି…

ଅନୁବାଦ କବିତା : ନିର୍ବାସିତା

ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ ନିର୍ବାସିତା, ନିର୍ବାସିତା ମୁଁ ତୁମକୁ ଡାକିଚାଲେ ବାରମ୍ବାର ସହରର ଘୁମନ୍ତ ରାତିରେ କେହି ହେଲେ ନାହିଁ ଉଜାଗର ରାତ୍ରି ବି ତ ଅଚେତନ ନିଦର ନିଶାରେ ମୋହାଛନ୍ନ ଅନିଦ୍ରାରେ ଚଷମାରେ ଆଖି ଢାଙ୍କି ମୁଁ ଖାଲି ଡାକି ଚାଲେ ନିର୍ବାସିତା,…

ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ‘ଗୁହାରି’ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଭକ୍ତିପୁତ ସଙ୍ଗୀତର କାର୍ଯ୍ୟକ୍ରମ 'ଗୁହାରି’ ଉଦଯାପିତ ହୋଇଯାଇଛି । ଏହି ଉଦ୍‍ଯାପନୀ ଉତ୍ସବକୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସମ୍ପାଦିକା ଗୁରୁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାବଣର ଜିଦ୍ ସମ୍ମୁଖରେ ଅବଳା ନାରୀର ପ୍ରାର୍ଥନା ବ୍ୟର୍ଥ ଗଲା। ମୟ ଦାନବ ମନ୍ଦୋଦରୀଙ୍କର ପିତା। ନିପୁଣ ରାଜଶିଳ୍ପୀ ସେ। ରାବଣର ଅନୁରୋଧରେ ପୁନଶ୍ଚ ସେ ସ୍ୱର୍ଣ୍ଣ ଲଙ୍କାର ନିର୍ମାଣ କରିଦେଲେ। ଏକପ୍ରକାର ଉତ୍ତେଜନା ଲାଗି ରହିଥିଲା…

ଭାଷା ଭାଗବତ : ସ୍ବାନୁଭୂତିରୁ ଭାଷାଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୯  ସ୍ବାନୁଭୂତିରୁ ଜ୍ଞାନ ପାଇ ସୁଖେ ସଂସାରେ ରହିଥାଇ ଅର୍ଜିବା ଅଂତରଂଗ ଶାଂତି ଏହା ହିଁ ଜୀବନ ସଂସ୍କୃତି ମନକୁ କଲେ ଯୁଦ୍ଧକ୍ଷେତ୍ର ଫିଟିବନାହିଁ ଜ୍ଞାନନେତ୍ର ଆମର ନିଷ୍କାମ ସାଧନା କରିବା କଟକଣା ବିନା ମନର ସ୍ପଷ୍ଟ କଥା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବ୍ରହ୍ମ ସ୍ୱରୂପ ଶାଳଗ୍ରାମ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆସ୍ଥାନ ରତ୍ନ ସିଂହାସନ ଗର୍ଭରେ ସ୍ୱୟଂ ବ୍ରହ୍ମ ସ୍ୱରୂପ ଜୀବନ୍ତ ଶାଳଗ୍ରାମ ଧାରଣ କରିଛନ୍ତି କି ? ଏହି ପ୍ରଶ୍ନର ସମାଧାନ ଆମକୁ ରତ୍ନସିଂହାସନ ନିର୍ମାଣର ଇତିହାସ…