Latest Odisha News

BREAKING NEWS

Yearly Archives

2022

[ଦେଖନ୍ତୁ ଭିଡିଓ] ୧୪ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ ଜବତ, ୨ ଜଣଙ୍କୁ ବାନ୍ଧିଲା STF

ଭୁବନେଶ୍ୱର: ବଡ଼ ପରିମାଣର ଜାଲ୍ ନୋଟ୍ ବରଗଡ଼ରୁ ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିପୁଳ ପରିମାଣର ନକଲି ନୋଟ୍ ଜବତ କରିଛି ଏସଟିଏଫ୍ । ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳରୁ ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କାର ନକଲି ନୋଟ୍ ଜବତ ହୋଇଥିବା ବେଳେ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ…

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଷ୍ଟିଲ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଷ୍ଟିଲ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗୁରୁବାର ଶ୍ରୀ ସିଂଙ୍କ ରାଜ୍ୟସଭା ସାଂସଦ ପଦର କାର୍ଯ୍ୟକାଳ ଶେଷ…

ଜଗା ପାଇଁ ପୋଡ ପିଠା : ମାଉସୀ ମାଆ ମନ୍ଦିରରେ ସ୍ୱତନ୍ତ୍ର ପଦ୍ଧତିରେ ପିଠା ପ୍ରସ୍ତୁତି

ପୁରୀ : ସ୍ନେହମୟୀ ଗୁଣ୍ଡିଚା ମାଉସୀ ମହାପ୍ରଭୁଙ୍କ ପାଇଁ ତିଆରି କରିଛନ୍ତି ପୋଡ଼ପିଠା , ଖାଦ୍ୟପ୍ରିୟ ମହାପ୍ରଭୁଙ୍କ ପାଖେ ଲାଗି ହେବ ପୋଡ଼ପିଠା  ।  ଦିନକ ପରେ ବାହୁଡ଼ା ଯାତ୍ରା ।  ବାହୁଡ଼ିବେ ମହାପ୍ରଭୁ । ମହାପ୍ରଭୁଙ୍କ  ବାହୁଡା ଯାତ୍ରାରେ ମାଉସୀ ମା’ ମନ୍ଦିରରେ ଶ୍ରୀଜିଉଙ୍କୁ ଲାଗି ହୁଏ…

[ଦେଖନ୍ତୁ ଭିଡିଓ] ଔଷଧୀୟ ଗୁଣରେ ଭର୍ତ୍ତି କାଇ ଚଟଣୀ, GI ଟ୍ୟାଗ୍ ପାଇଁ ଆବେଦନ

ବାରିପଦା: ଆଦିବାସୀ ଖାଦ୍ୟ କାଇ ଚଟଣୀ ବା ଲାଲ୍ ପିମ୍ପୁଡି ଚଟଣୀକୁ ନେଇ ଏବେ ବେଶ୍ ଚର୍ଚ୍ଚା । କାଇ ଚଟଣୀକୁ ଜିଆଇ ଟ୍ୟାଗ୍ ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଲାଲ୍ ପିମ୍ପୁଡ଼ି ତଥା କାଇକୁ ସୁସ୍ୱାଦ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି । ଏପରିକି ଥଣ୍ଡା…

ଇଣ୍ଡିଗୋ ବିମାନରେ ଧୂଆଁ ନୁହେଁ କୁହୁଡ଼ି ଥିଲା

ନୂଆଦିଲ୍ଲୀ: ବୁଧବାର ରାୟପୁର-ଇନ୍ଦୋର ବିମାନରେ ଧୂଆଁ ନୁହେଁ ବରଂ କୁହୁଡ଼ି ଥିଲା । ବୁଧବାର ବିଭିନ୍ନ ଗଣମାଧ୍ୟମ ଏବଂ କିଛି ଜାତୀୟ ସ୍ତରୀୟ ଖବର ସରବରାହ ସଂସ୍ଥା ଇଣ୍ଡିଗୋ ବିମାନରେ ଧୂଆଁ ବାହାରିଥିବା ଖବର ପ୍ରକାଶ କରିଥିଲେ । ଏହି ଖବର ଜଣେ ବିମାନର ଜଣେ କ୍ୟାବିନ କ୍ରିଉଙ୍କ ସୂଚନା…

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ ଜନସନ୍, ତଥାପି ରହିବେ…

ନୂଆଦିଲ୍ଲୀ: ବ୍ରିଟେନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଏନେଇ ବ୍ରିଟିଶ୍ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଛି । ୪୮ ଘଣ୍ଟାରୁ କମ୍ ସମୟ ମଧ୍ୟରେ ୫୦ରୁ ଅଧିକ ମନ୍ତ୍ରୀ ସରକାରଙ୍କ ହାତ ଛାଡ଼ି ଦେଇଥିଲେ । ଏପରିକି ୪ ଜଣ ଶୀର୍ଷ ମନ୍ତ୍ରୀ…

ଖଦି ବୋର୍ଡରେ ସବସିଡି ପାଇଁ ଲାଞ୍ଚ, ଧରା ପଡ଼ିଲେ ଲାଞ୍ଚୁଆ ସୁପରଭାଇଜର

ଭୁବନେଶ୍ୱର: ଖଦି ଗ୍ରାମ୍ୟଦ୍ୟୋଗରେ ସବସିଡି ପାଇଁ ଲାଞ୍ଚ କାରବାର । ସବସିଡି ଟଙ୍କା କରାଇ ଦେବା ପାଇଁ ୧୫ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି ସୁପରବାଇଜର । ଡିଆଇସି ପୁରୀର ଖଦି ଭିଲେଜ୍ ବୋର୍ଡ ଇଣ୍ଡଷ୍ଟ୍ରୀଜର ସୁପରଭାଇଜର ନାରାୟଣ ପଟ୍ଟନାୟକ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।…

ଟ୍ୱିଟରରୁ ହଟିଲା ନିର୍ଦ୍ଦେଶିକା ଲୀନାଙ୍କ ବିବୀଦୀୟ କାଳୀ ପୋଷ୍ଟର ଟ୍ୱିଟ୍

ଭୁବନେଶ୍ୱର: ଫିଲ୍ମ ନିର୍ଦ୍ଦେଶିକା ଲୀନାଙ୍କ ବିବାଦୀୟ କାଳୀ ପୋଷ୍ଟର ଟ୍ୱିଟରରୁ ହଟିଯାଇଛି। ଗୁରୁବାର ଟ୍ୱିଟର ଏହି ପୋଷ୍ଟକୁ ହଟାଇ ଦେଇଛି। ପ୍ରତିକ୍ରିୟାଶୀଳ ହୋଇ ଲୀନା ଟ୍ୱିଟରକୁ ଅନ୍ୟ ଦୁଇ ଲକ୍ଷ ଆକାଉଣ୍ଟର ବିବାଦୀୟ ଟ୍ୱିଟ ହଟାଇବ କି, ବୋଲି ପ୍ରଶ୍ନ କରିଛନ୍ତି। ଟ୍ୱିଟର ଏହି ପୋଷ୍ଟକୁ…

ସଙ୍କଟରେ କୋହଲିଙ୍କ କ୍ୟାରିୟର, ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ଶେଷ ସୁଯୋଗ !

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କ୍ରିକେଟ କ୍ୟାରିୟର ଏବେ ସଙ୍କଟରେ । ବାରମ୍ବାର ବିଫଳତା ଏବଂ ଦୁର୍ଭାଗ୍ୟ ଯୋଗୁ ଚୟନକମିଟି ମଧ୍ୟ ତାଙ୍କ ନେଇ ଧୈର୍ଯ୍ୟହରା ହୋଇ ପଡିଲେଣି । ଇଂଲଣ୍ଡ ବିପକ୍ଷରେ ଶୋଚନୀୟ ଭାବେ ଟେଷ୍ଟ ମ୍ୟାଚ ହାରିବା ତାଙ୍କୁ ବେଶୀ ବିପଦକୁ ଠେଲି…

ଗହମ ରପ୍ତାନୀ ବନ୍ଦ ପରେ ଅଟା ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଭାରତ ବିଦେଶକୁ ଗହମ ରପ୍ତାନୀ ବନ୍ଦ କରିବା ପରେ ଏବେ ଅଟା ଉପରେ ପ୍ରତିବନ୍ଧକ ଲଗାଇଛି। ଅଟା, ମଇଦା, ସୁଜି, ସିମେଇ ଆଦି ଗହମରୁ ତିଆରି ଉତ୍ପାଦ ସବୁ ଉପରେ ଜୁଲାଇ ୧୨ ତାରିଖରୁ ପ୍ରତିବନ୍ଧକ ଲାଗୁ ହେବ। ଏଣିକି ବିଦେଶକୁ ଅଟା ରପ୍ତାନୀ ପାଇଁ ପୂର୍ବରୁ ଅନୁମତି ନେବାକୁ…