ସୁଶ୍ରୁତ- ଦ ହେଲଥ୍ କନକ୍ଲେଭ: ଜାଣନ୍ତୁ ଅତିଥି ଏବଂ ଆଲୋଚକଙ୍କ ପରିଚୟ..
ଭୁବନେଶ୍ୱର: ଅଗ୍ରଣୀ ଡିଜିଟାଲ ମିଡିଆ ପ୍ଲାଟଫର୍ମ ‘ଓଡ଼ିଶା ସମ୍ବାଦ ଏବଂ ଓଡ଼ିଶା ବାଇଟ୍ସ’ ପ୍ରଥମ ଥର ପାଇଁ ଭୁବନେଶ୍ୱରର ମେଫେୟାର କନଭେନସନ ଠାରେ ଜୁନ ୩୦ (ଗୁରୁବାର) ରେ ଆୟୋଜନ କରୁଛନ୍ତି ‘ସୁଶ୍ରୁତ: ଦ ହେଲଥ୍ କନକ୍ଲେଭ’ ।
ଶ୍ରୀ ନବ କିଶୋର ଦାସ, ମୁଖ୍ୟ ଅତିଥି, ଉଦଘାଟନୀ ଅଧିବେଶନ…