Latest Odisha News

BREAKING NEWS

Yearly Archives

2022

୩ ଦିନ ପରେ ଉଦ୍ଧାର ହେଲା ଆହତ ହାତୀ : ଚିିକିତ୍ସା ପାଇଁ ଆସିଲେ ବିଶେଷଜ୍ଞ ଦଳ

ସମ୍ବଲପୁର  : ଶେଷରେ ଉଦ୍ଧାର ହେଲା ହାତୀ। ୩ ଦିନ ହେଲା ପୋଖରୀରେ ଫସି ରହିଥିଲା ଅସୁସ୍ଥ ହାତୀଟି। ସ୍ଥାନୀୟ ଲୋକେବହୁ ପ୍ରୟାସ କରି ହାତୀକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଗାଁର ଲୋକଙ୍କ ପ୍ରୟାସରେ ଉଦ୍ଧାର କରାଯାଇଛି। ସମ୍ବଲପୁର ସାପଲହରା ଗାଁରେ ପୋଖରୀରେ ୩ ଦିନ ହେବ ଫସରହିଥିଲା ଦନ୍ତା…

‘ଅଗ୍ନିପଥ’କୁ ନେଇ ବଢ଼ୁଛି ଅଶାନ୍ତି, ପୁରୀରେ ପୋଲିସର ଫ୍ଲାଗମାର୍ଚ୍ଚ

ପୁରୀ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ନେଇ ସାରା ଦେଶରେ ଆନ୍ଦୋଳନ ଜାରି ରହିଛି । ବିଭିନ୍ନ ସ୍ଥାନରେ ରେଳ ଷ୍ଟେସନରେ ଟ୍ରେନ୍ ପୋଡ଼ିବା ସହ ଭଙ୍ଗାରୁଜା କରୁଛନ୍ତି ଆନ୍ଦୋଳନକାରୀ । ସତର୍କତା ମୂଳକ ପଦକ୍ଷେପ ପ୍ରକାରେ ପୁରୀ ରେଳ ସୁରକ୍ଷା ଥାନା ପକ୍ଷରୁ ପୁରୀ ରେଳ ଷ୍ଟେସନରେ…

ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଧକ୍କା, ୩୦ରୁ ଅଧିକ ଆହତ

ବରଗଡ଼: ବରଗଡ଼ରେ ବସ୍ ଦୁର୍ଘଟଣା । ବରପାଲି ସହର ଦେଇ ଯାଇଥିବା ମୁଖ୍ୟ ରାଜପଥ କଡ଼ ସିନେମା ହଲ ନିକଟରେ ଦୁର୍ଘଟଣା ଘଟିଛି । ସରକାରୀ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ଧକ୍କା ହେବା ଫଳରେ ୩୦ରୁ ଅଧିକ ଆହତ ହୋଇଛନ୍ତି । ବଲାଙ୍ଗିର ପଟୁ ଆସୁଥିବା ଏକ ସରକାରୀ ବସ୍ ଓ ବରଗଡ ପଟୁ ଯାଉଥିବା ଏକ ଟ୍ରକ୍…

ପଟ୍ଟିଦିଅଁ ବା ଅଣସର ପଟି

ଦେବୀ ପ୍ରସନ୍ନ ନନ୍ଦଙ୍କ ନିୟମିତ ସମ୍ଭ ” ଅନନ୍ୟ ଶଙ୍ଖକ୍ଷେତ୍ର” ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣମୀଠାରୁ ନବଯୌବନ ଦର୍ଶନ (ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବଦିନ) ପର୍ଯ୍ୟନ୍ତ ପ୍ରାୟ ପନ୍ଦରଦିନ ଚତୁର୍ଦ୍ଧାମୂର୍ତ୍ତି ଅଣସରରେ ରହନ୍ତି । ଏ ସମୟରେ ଠାକୁରମାନଙ୍କୁ ଜଗମୋହନରେ ଅସ୍ଥାୟୀ ଭାବେ…

ଅନୁବାଦ ଗଳ୍ପ : ବିଭାଜନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୯  ମୂଳ ହିନ୍ଦୀ: ସ୍ୱୟମ୍ ପ୍ରକାଶ ଆପଣମାନେ କୁର୍ବାନ ଭାଇ ନାଁ ଶୁଣିଛନ୍ତି? ଆମ ଏଇ ଛୋଟିଆ ଟାଉନରେ ସେ ହେଲେ ଜଣେ ଅତି ପରିଚିତ ଓ ସମ୍ମାନାସ୍ପଦ ଲୋକ । ଆମ ଟାଉନର କେନ୍ଦ୍ରସ୍ଥଳ ହେଲା ଆଜାଦ ଚୌକ, ଆଉ ସେଇଠି କୁର୍ବାନ ଭାଇଙ୍କର…

ଆଜି ଫାଇନାଲ: ଜିତିବା ପାଇଁ ଲଢ଼ିବେ ପନ୍ଥବାହିନୀ

ବାଙ୍ଗାଲୋର: ଲଗାତାର ୨ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ଭାରତ ଆଜି ଫାଇନାଲ ଖେଲିବ । ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୭ ଓ ୮୨ ରନ୍‌ର ବଡ଼ ବ୍ୟବଧାନରେ ହରାଇଥିବାରୁ ପନ୍ଥବାହିନୀର ମନୋବଳ ବୃଦ୍ଧି ପାଇଛି ।  ଶୃଙ୍ଖଳା ଏବେ ୨-୨ ସ୍ଥିତିରେ ଥିବାରୁ ଆଜିର ଫାଇନାଲ ହେବ  କଡା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’   ସରମା କହିଲେ, " ଶିଶୁ କାଳରୁ କୁବେର ଧାର୍ମିକ ସ୍ୱଭାବର। ତପ ସାଧନା ନିମିତ୍ତ ପିତାମାତାଙ୍କ ନିକଟରୁ ଅନୁମତି ନେଇ ଗୃହତ୍ୟାଗୀ ହୋଇଥିଲେ। ଅନେକ ବର୍ଷର ଏକନିଷ୍ଠ କଠୋର ସାଧନା ବଳରେ ପ୍ରଜାପତି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି…

 ଭାଷା ଭାଗବତ : ଭାଷାର ବାସ୍ତବତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୧ ଭାଷାର ବିଧି ପ୍ରଣୟନ ଅଥବା ନୀତି ନିର୍ଧାରଣ ସର୍ବଦା ହୁଏ ଅକାରଣ ଏହି ସତ୍ୟକୁ ଦେଇ ଧ୍ୟାନ ନ କଲେ କିଛି ଉଦ୍‌ଭାବନ ହୁଅଇ ସମୃଦ୍ଧି ସଂପନ୍ନ ବାସ୍ତବ ଭାଷାର ସଂସାର କରିଜାଣିଲେ ଆବିଷ୍କାର ବୁଝିବା କର୍ତବ୍ୟ ଆମର ସତରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୮  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆଜି ପ୍ରଥମେ "ଭକ୍ତି ସର୍ବସ୍ୱ" "ମତରେ ପାର୍ଥନା କରିବା । ଯଥା - "ଗୋବିନ୍ଦ -କେଶବ -ଜନାର୍ଦ୍ଦନ -ବାସୁଦେବ -ବିଶ୍ୱେଶ -ବିଷ୍ଣୁ -ମଧୁସୂଦନ…

ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ କି ବିଧାୟକ!

ତିର୍ତ୍ତୋଲ: ତିର୍ତ୍ତୋଲ ବିଧାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ । ଅଭିଯୋଗ ସତ ହୋଇଥିଲେ ଦଣ୍ଡ ବି ମିଳିପାରେ । ଥାନାରେ ମାମଲା ପହଁଚିଥିବାରୁ ଏବେ ବିଜୟ ଶଙ୍କର ଦାସ କି ଉତ୍ତର ଦେଉଛନ୍ତି ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । ପ୍ରେମିକା ସୋମାଲିକାଙ୍କୁ କଥା ଦେଇ ଧୋକା ଦେବା ଅଭିଯୋଗ…