Latest Odisha News

BREAKING NEWS

Yearly Archives

2022

ଝିମ ଝିମ୍ ବରଷାରେ ଭିଜିଲା ଓଡ଼ିଶା

ଭୁବନେଶ୍ବର: ଗରମରୁ ତ୍ରାହି ମିଳିଛି । ଝିମି ଝିମ୍ ବରଷାରେ ଭିଜିଛି ଓଡ଼ିଶା । ଅନେଜ ଜିଲ୍ଲାରେ ଟୁପ ଟୁପ ବରଷା ବର୍ଷୁଚି । ବିଶେଷ କରି ଗରମରୁ ତ୍ରାହି ମିଳିଛି । ଅସହ୍ୟ ତାତିରେ ସିଝୁଥିବା ଓଡ଼ିଶାରେ ବର୍ଷା ପାଇଁ ଟିକେ ତାପମାତ୍ରା କମିଛି ।…

ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ ମାଧ୍ୟମରେ ଅଗ୍ନିପଥ ଯୋଜନାକୁ ସମର୍ଥନ

ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ବାରା ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ‘‘ଅଗ୍ନିପଥ’’ ନାମକ ଏକ ଅଖିଳ ଭାରତୀୟ ଯୋଗ୍ୟତା ଆଧାରିତ ନିଯୁକ୍ତି ଯୋଜନାର ଶୁଭାରମ୍ଭ କରିଛନ୍ତି। ସଶସ୍ତ୍ର ବଳକୁ ଏକ ଯୁବ ପ୍ରୋଫାଇଲ୍‌ ପ୍ରଦାନ କରିବା ଦିଗରେ ଏହା ଏକ ପରିବର୍ତ୍ତନକାରୀ…

‘ଅଗ୍ନିପଥ’କୁ ବିରୋଧ ଭିତରେ ଚଳିତ ବର୍ଷ ନିଯୁକ୍ତି ପାଇଁ କେନ୍ଦ୍ର ବଢ଼ାଇଲା ବୟସ ସୀମା

ନୂଆଦିଲ୍ଲୀ: ସେନାର ବଳ ବଢ଼ାଇବାକୁ ଯାଇ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ବାବଦରେ ଘୋଷଣା କରିଛନ୍ତି । କିନ୍ତୁ ଏହା ଏକ ୪ ବର୍ଷିଆ ଠିକା ନିଯୁକ୍ତି ହୋଇଥିବାରୁ ଏହାକୁ ନେଇ ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ଇତିମଧ୍ୟରେ କେନ୍ଦ୍ର ସରକାର ସେନାରେ ନିଯୁକ୍ତି ପାଇଁ…

ନିବେଦନ ଶୁଣିଲା ଇଡି: ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହେବେନି ରାହୁଲ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପଚରାଉଚରାକୁ ଜୁନ୍ ୧୭ରୁ ୨୦ ପର୍ୟ୍ୟନ୍ତ ଘୁଞ୍ଚାଇବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅନୁରୋଧକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗ୍ରହଣ କରିଛି। ତାଙ୍କ ମା ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ରହିଛନ୍ତି।…

ରେସରୁ ଦ୍ରୌପଦୀ ଆଉଟ୍ ! ଏହି ଦୁଇ ଜଣଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ନେଇ ବିଚାର କରୁଛି କେନ୍ଦ୍ର?

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ କାହାକୁ କରିବେ ସେ ନେଇ ଏନଡିଏ ଏବଂ ବିରୋଧୀ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ଏନଡିଏ ଚାହୁଁଛି ସହମତି ଭିତିରେ ପ୍ରାର୍ଥୀ ଦେବାକୁ । ତେଣୁ ବିଜେପି ନିଯୁକ୍ତ କରିଥିବା ଦୁଇ ପ୍ରମୁଖ ନେତା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏବଂ ନିଜେ ଖୋଦ ଦଳର ସଭାପତି…

ରାଜ୍ୟର ଏହି ଶିଳ୍ପ ସମୃଦ୍ଧ ଜିଲ୍ଲାରେ ବଢୁଛି ବାଲ୍ୟ ବିବାହ, କେନ୍ଦ୍ର ଦେଲା ରିପୋର୍ଟ

ଅନୁଗୋଳ: ରାଜ୍ୟର ଅନ୍ୟତମ ପ୍ରମୁଖ ଶିଳ୍ପ ସମୃଦ୍ଧ ଜିଲ୍ଲା ଅନୁଗୋଳରେ ବଢୁଛି ବାଲ୍ୟ ବିବାହ । ଅର୍ଥାତ ୧୮ ବର୍ଷ ହେବା ପୂର୍ବରୁ ଅଧିକାଂଶ ଝିଅଙ୍କର ଏହି ଜିଲ୍ଲାରେ ହେଉଛି ବାହାଘର। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିକଟରେ କରିଥିବା ସର୍ଭେରୁ ଏଭଳି ଏକ ରିପୋର୍ଟ…

କରୋନା ବିରୋଧୀ ଲଢ଼େଇରେ ନିୟମିତ ପ୍ରାଣାୟମର ରହିଛି ବଡ଼ ଅବଦାନ ?

ନୂଆଦିଲ୍ଲୀ: ଯୋଗ ଏବେ ପ୍ରାୟତଃ ସମସ୍ତଙ୍କ ଜୀବନଶୈଳୀରେ ଏହି ଯୋଡି ହୋଇଗଲାଣି । କିନ୍ତୁ ଯେଉଁମାନଙ୍କ ଜୀବନଶୈଳୀରେ ଏହା ଯୋଡି ହୋଇନାହିଁ ସେମାନଙ୍କ ପାଇଁ ଏହି ରିପୋର୍ଟ ଲାଭ ଦାୟକ ହେବ। କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଏବଂ ବିନା ଖର୍ଚ୍ଚରେ ଶରୀରରେ ଅନେକ ଉପକାର କରୁଥିବା ଏହି ଅଭ୍ୟାସ…

୧୩ ତାରିଖରୁ ଥିଲେ ନିଖୋଜ, ଏବେ ମିଳିଲା ମୃତଦେହ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର‌ ଥାନା‌ ଚନ୍ଦକା ଜଙ୍ଗଲ କଡ ଡ୍ରେନରୁ ମିଳିଛି ୧୦ମ ଶ୍ରେଣୀ ଛାତ୍ର ଦୈତରାଜ ନାୟକକଙ୍କ ମୃତଦେହ। ଯେକି ନିକଟରେ ଥିବା ପଣ୍ଡା ପାର୍କ ବସ୍ତିର ଯୁଦ୍ଧିଷ୍ଟିର ନାୟକଙ୍କ ପୁଅ ବୋଲି ଜଣାପଡିଛି। ତେବେ ଗଳିତ ଅବସ୍ଥାରେ ମିଳିଛି ମୃତ ଦେହ । ତେଣୁ ତାଙ୍କ ବାପା ହତ୍ୟା…

ଶସ୍ତା ହେଲା ଖାଇବା ତେଲ, ଲିଟର ପିଛା କମିଲା ୧୦ରୁ ୧୫ ଟଙ୍କା

ଭୁବନେଶ୍ୱର: ମହଙ୍ଗାମାଡ଼ରେ ସନ୍ତୁଳି ହେଉଥିବା ସାଧାରଣ ଲୋକଙ୍କ ପାଇଁ ଖୁସି ଖବର । କମିଲା ଖାଇବା ତେଲର ଦାମ । ପାମ୍ ଓଏଲ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ୍ ତେଲ ଦର ଲିଟର ପିଛା ୧୫ ଟଙ୍କା ପର୍ୟ୍ୟନ୍ତ ହ୍ରାସ ପାଇଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର କମିବା ପରେ ଏହି ସବୁ ତେଲର ଦର ହ୍ରାସ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୬  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅଣସର ସେବା ଚାଲିଛି। ଏହି ଅଣସର ବା ଅନବସର ସେବା ଏକ ଗୁପ୍ତ ସେବା। ଏଥିରେ ଶ୍ରୀଜୀଉମାନଙ୍କର ଅଙ୍ଗସେବାର ଅଧିକାର କେବଳ ଦଇତା ଓ ପତି ସେବକମାନଙ୍କର…