Latest Odisha News

BREAKING NEWS

Yearly Archives

2022

ରାଜ୍ୟ ଗ୍ରନ୍ଥାଗାରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ଶିକ୍ଷାବିତ ପ୍ରାଣକୃଷ୍ଣ ପରିଜାଙ୍କ ୪୪ ତମ ପୁଣ୍ୟତିଥି ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସ୍ୱର୍ଗତଃ…

ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ ‘ବଢ଼ି ପାଣିର ଦାନ୍ତ’ ଓ ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଅନୂଦିତ…

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ଆନୁକୂଲ୍ୟରେ ପ୍ରସିଦ୍ଧ କବି, କଥାଶିଳ୍ପୀ ତଥା ନାଟ୍ୟକାର ସ୍ୱର୍ଗତଃ ପ୍ରସନ୍ନ କୁମାର ମିଶ୍ରଙ୍କ ଉପନ୍ୟାସ 'ବଢ଼ି ପାଣିର ଦାନ୍ତ' ଏବଂ ସ୍ନେହପ୍ରଭା ଦାସଙ୍କ ଇଂରାଜୀ ଅନୂଦିତ ପୁସ୍ତକ 'ଦ ଫେଙ୍ଗଡ ୱାଟର' ସ୍ଥାନୀୟ ସମ୍ବାଦ ଭବନ ପରିସରରେ…

ଆମେ ଏବେ କେଉଁ ବାଟରେ

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ କାହିଁ କେଜାଣି ଏଇ କେତେ ଦିନ ହେଲାଣି ସୋସିଆଲ ମିଡ଼ିଆ ଖୋଲି ଦେଲେ ଆଉ ଟିଭି ଖୋଲି ଦେଲେ ଖାଲି ଅଦ୍ଭୁତ ଘଟଣାମାନ ଶୁଣିବାକୁ ଆଉ ଦେଖିବାକୁ ମିଳୁଛି । କେଉଁଠି ଘର କଳି ଦାଣ୍ଡରେ ପଡ଼ିଛି ତ ଆଉ କେଉଁଠି ପାଠ ପଢ଼ୁଥିବା ଝିଅଟିଏ ନିଜ ଇଛା…

ତାରାଙ୍କ ତେରଚ୍ଛା ବାଣରେ ହସି ପକାଇଲେ ପିସିସି ସଭାପତି

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ନୂଆ ମଙ୍ଗୁଆଳ ଶରତ ପଟ୍ଟନାୟକ ହେବା ପରେ ସବୁ ଠିକଠାକ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଦୁଇ ଦିନ ଧରି ଚାଲିଥିବା ନବ ସଂକଳ୍ପ ସମାବେଶରେ ତିନି ନିର୍ବାଚିତ ବିଧାୟକ ଅନୁପସ୍ଥିତ ରହିବା ପରେ ଜଣାପଡିଛି ଦଳରେ ପୁରୁଣା ରୋଗର 'ଭୂତାଣୁ' ଦୂର ହୋଇନି ।…

ଆଜି ଆସିବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ, ୧୧ ପ୍ରାର୍ଥୀଙ୍କ ଛାତି ଧଡଧଡ

ଭୁବନେଶ୍ୱର: ଝାରସୁଗୁଡ଼ା ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଆଜି ଭୋଟ୍ ବାକ୍ସ ଖୋଲିବା ପରେ ଜଣାପଡିବ କିଏ ହେବ ବ୍ରଜରାଜନଗର ବାଜିଗର। ଭୋଟ ଗଣତି କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ଅଫିସ ପାଖରୁ ଆରମ୍ଭ…

ପୁରୀ ପରିକ୍ରମା ପ୍ରକଳ୍ପ: ଆଜି ଆସିବ ‘ସୁପ୍ରିମ’ ରାୟ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାୟ ସଂରକ୍ଷିତ ରହିଛି । ଆଜି ଏହାର ରାୟ ଆସିବ ବୋଲି ସୂଚନା ରହିଛି । ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ବେଳେ ବେଆଇନ କାମ ହୋଇଛି କହି ଦୁଇ ଜଣ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ ବି. ଆର୍. ଗଭାଇ ଓ…

ଦୁଇ ମାସ ଭିତରେ ଶ୍ୱଶୁର ଘର ଛାଡି଼ବେ ବର୍ଷା: କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଏମ୍‌ପି ଅନୁଭବ ମହାନ୍ତିଙ୍କ ପାଇଁ କୋର୍ଟ ଦେଇଛନ୍ତି ଆଶ୍ୱସ୍ତି। କଟକ ଏସଡିଜେଏମ୍ କୋର୍ଟ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ିବାକୁ ନିର୍ଦ୍ଦେଶଦେଇଛନ୍ତି। ପୈତୃକ ଘର  ବର୍ଷା ଛାଡ଼ିବାକୁ ଅନୁଭବ କୋର୍ଟରେ ଆବେଦନ କରିଥିଲେ। ତାଙ୍କ ବାପା, ମାଆ ଅସୁସ୍ଥ ଥିବାରୁ ବର୍ଷା ଘର…

ନେପାଳ ବିମାନ ଦୁର୍ଘଟଣା: ହିମାଳୟ ପାଦଦେଶରେ ଚାରି ଓଡ଼ିଆଙ୍କ ଜୁଇ ଜଳିଲା

କାଠମାଣ୍ଡୁ: ଯେଉଁସ୍ଥାନକୁ ବୁଲିବା ପାଇଁ ଚାରି ଓଡ଼ିଆ ଯାଇଥିଲେ। ଏବେ ସେହି ସ୍ଥାନରେ ତାଙ୍କର ଜୁଇ ଜଳିଛି । ନେପାଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୋନପୁରର ଅଶୋକ ତ୍ରିପାଠୀ ଏବଂ ତାଙ୍କ ସ୍ତ୍ରୀ (ଛାଡପତ୍ର ଦେଇଥିଲେ) ବୈଭବୀ ବନ୍ଦେକର ତ୍ରିପାଠୀ ଓ ପୁଅ ଧନୁଷ (୨୨) ଏବଂ ରିତିକା…

ଆଇଆଇଏମସିରେ ନାମ ଲେଖା ଆବେଦନ; ସିୟୁଇଟି ଢ଼ାଞ୍ଚାରେ ଏନଟିଏ କରିବ ପରୀକ୍ଷା

ଭୁବନେଶ୍ୱର: ଭାରତରେ ସାମ୍ବାଦିକତା ପଢ଼ିବା ପାଇଁ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମାସ୍ କମ୍ୟୁନିକେସନ ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ବୋଲି ବିବେଚିତ ହୋଇ ଆସିଛି । ସେଠାରେ ନାମ ଲେଖିବା ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିଥୀଏ । ତେବେ ଏହି ଜାତୀୟ ଶିକ୍ଷାନୁଷ୍ଠାନରେ ନାମ ଲେଖେଇବା ପାଇଁ…

ତୁର୍କୀ ନାଁ ବଦଳି ହେଲା ତୁର୍କିୟେ

ଅଙ୍କରା: ଦୀର୍ଘ ଦିନର ଉଦ୍ୟମ ଫଳରେ ତୁର୍କୀ ନାମ ବଦଳିବା ସମ୍ଭବପର ହୋଇଛି । ଗୁରୁବାର ୟୁନାଇଟେଡ ନେଶନରେ ତୁର୍କୀର ନୂତନ ନାମ ତୁର୍କିୟେକୁ ମଂଜୁରୀ ପ୍ରଦାନ କରିଛି । ୟୁଏନ ସକ୍ରେଟାରୀ ଆଟୋଂନିୟୋ ଗଚଟରେସ ତୁର୍କୀର ବୈଦେଶିକ ବ୍ୟାପାର ମନ୍ତ୍ରୀ ମେବଲୁତ କାବସୋଲଗୁଙ୍କୁ ପତ୍ର ଲେଖି ଜଣାଇଥିଲେ…