Latest Odisha News

BREAKING NEWS

Yearly Archives

2022

ମାନ୍ଦାବସ୍ଥା ପରେ ବି ସ୍ମାର୍ଟ ସିଟି ପ୍ରକଳ୍ପ ଠିକ୍ ସମୟରେ ଶେଷ ହେବ, ତାଲିକାରେ ରହିଛି ଭୁବନେଶ୍ୱର

ନୂଆଦିଲ୍ଲୀ: ଦେଶର ୭ ସହର ପ୍ରଥମ ସ୍ମାର୍ଟ ସିଟି ଭାବେ ଘୋଷଣା କରାଯିବ। ଏହି ସହର ମଧ୍ୟରେ ଭୁବନେଶ୍ୱର ରହିଛି । ଏହାବାଦ ଭୋପାଳ, ସୁରତ, ଉଦୟପୁର, ଅହମ୍ମଦାବାଦ, ବାରଣାସୀ ଓ ଇନ୍ଦୋର ରହିଛି। ଏହି ପ୍ରକଳ୍ପ ପାଇଁ ୭ ବର୍ଷ ଧାର୍ଯ୍ୟ ହୋଇଥିଲା। ଯାହାର କାମ ଶେଷ ହେବାକୁ ଯାଉଛି। ସ୍ମାର୍ଟ ସିଟି…

ପ୍ରଥମ ସାତ ସ୍ମାର୍ଟ ସିଟି ରେ ଭୁବନେଶ୍ୱର

ଭୁବନେଶ୍ୱର: ଶହେ ସ୍ମାର୍ଟ ସିଟି ଭିତରେ ପ୍ରଥମ ସାତଟି ରେ ସ୍ଥାନ ପାଇଛି ଭୁବନେଶ୍ୱର। ଦେଶରେ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ପ୍ରଥମପର୍ଯ୍ଯାୟ ର ସାତ ସ୍ମାର୍ଟ ସିଟି। ୨୦୧୫ ରେ ସ୍ମାର୍ଟ ସିଟି ପାଇଁ ଚୟନ ହୋଇଥିବା ସହର ଗୁଡିକ ଭିତରେ ଭିତ୍ତିଭୂମି ଭୁବନେଶ୍ୱର ର ସ୍ଥାନ ପ୍ରଥମ ଥିଲା।…

ଧାରାବାହିକ ଉପନ୍ୟାସ : ଚୋରାବାଲି (୮୯)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୮୯  ଗାଡ଼ି ରଖିଲା କୁମାର । ଭିତରେ ଆରାଧ୍ୟା ଅପେକ୍ଷା କରିଛି । ଏଇଟା ସେଇ ମନ୍ଦିର ଯେଉଁଠି ଦିନେ ଆରାଧ୍ୟା ହିଁ ମ୍ୟାଡ଼ମ୍ ନୁହେଁ “ଅରୁ” ଡାକ ବୋଲି ବାଧ୍ୟ କରିଥିଲା । ତା’ ସମ୍ପର୍କର ନୂଆ ରୂପ ମିଳିଥିଲା ସେ ଦିନ ।…

ଭାଷା ଭାଗବତ : ସତ୍ୟାସୀନ ବ୍ୟକ୍ତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୦୬  ସତ୍ୟକୁ ଦେଖୁଁ, ବୁଝୁଁ, ଜାଣୁଁ ଅସତ୍ୟ କଥା ଶୁଣି ମାନୁଁ ଏପରି ବୋକାମିରୁ ମୁକ୍ତି ପାଇବା ଚେଷ୍ଟା କରୁ ବ୍ୟକ୍ତି ବ୍ୟକ୍ତିକୁ ଶକ୍ତି ଦେଉ ବ୍ୟକ୍ତି ଯାହାକୁ କରୁଛୁଁ ଗୁହାରି ସେ କଥା ଶୁଣେନି କାହାରି ତେବେ ବି କରୁଛୁଁ…

ଓଡ଼ିଶାରେ ନିଜ ନାଁରେ ଫେକ୍ ଆକାଉଣ୍ଟ: ଟ୍ୱିଟ୍ କରି ସତର୍କ କରାଇଲେ ବାଚସ୍ପତି ଓମ୍ ବିର୍ଲା

ନୂଆଦିଲ୍ଲୀ: ନିକଟରେ ଓଡ଼ିଶାରୁ ଗିରଫ ହୋଇଛନ୍ତି ବେଆଇନ୍ ସିମ୍ ଆକ୍ଟିଭ କରି ବିକ୍ରି କରୁଥିବା ରାକେଟ । ଯେଉଁଥିରେ ଗୋଟିଏ ନମ୍ବରର ହ୍ୱାଟସଆପ ଆକାଉଣ୍ଟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ରହିଥିଲା। ଏହି ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କୁ ଠକିବାକୁ ଉଦ୍ୟମ ହେଉଥିଲା। ଏ ନେଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୩ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ସ୍ମରଣ କୀର୍ତ୍ତନ ଅଥବା ପାର୍ଥନା ଧ୍ୟାନ ଓ ସ୍ତବ ଉଚ୍ଚlରଣ ଦ୍ୱରା କେବଳ ମନ୍ୟୁଷ ନୁହେଁ, ପଶୁ, ପକ୍ଷୀ, କୀଟ, ପତଙ୍ଗ ଆଦି ପ୍ରାଣୀମାନେ ମଧ୍ୟ ଉଦ୍ଧାର…

ଏନଆଇଏର ଦାବି: ମନସୁଖଙ୍କୁ ମାରିବାକୁ ସଚିନ ବାଜେ ଦେଇଥିଲେ ୪୫ ଲକ୍ଷ

ମୁମ୍ବାଇ: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲେଆ ଆଗରୁ ଜବତ ହୋଇଥିବା ବିସ୍ଫୋରଣ ଭର୍ତ୍ତି ସ୍କୋର୍ପିଓର ମାଲିକ ମନସୁଖ ହିରେନଙ୍କୁ ମାରିଛନ୍ତି ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା । ଏହି ଘଟଣାର ତଦନ୍ତ ଅଧିକାରୀ ସଚିନ ବାଜେ ସେତେବେଳେ ପ୍ରଦୀପ ଶର୍ମାଙ୍କୁ ୪୫…

ଢ଼ିଙ୍କିଆ କୁ ଯାଇ ପାରିଲାନି ୧୭ ଜଣିଆ ବିରୋଧୀ ଦଳ କମିଟି; ଅଟକେଇ ଦେଲେ ଗ୍ରାମବାସୀ

ଭୁବନେଶ୍ୱର: ଜେଏସଡବ୍ଲୁ ପ୍ରକଳ୍ପକୁ ବିରୋଧ କରି ଚର୍ଚ୍ଚାରେ ଥିବା ଢ଼ିଙ୍କିଆ ଗ୍ରାମ ଆଜି ବିରୋଧୀ ଦଳ ନେତାଙ୍କୁ ନିରାଶ କରିଛି । ଜେଏସଡବ୍ଲୁ କୁ ବିରୋଧ କରୁଥିବା ରାଜ୍ୟର ୧୩ଟି ବିରୋଧୀ ଦଳର ୧୭ଜଣିଆ କମିଟି ବୁଧବାର ଢ଼ିଙ୍କିଆ ଗସ୍ତରେ ଯାଇ ଅଧା ବାଟରୁ ଫେରିଛି । କମିଟି ନୂଆଗାଁ ଓ ଗୋବିନ୍ଦପୁର…

ଗୋଟିଏ କମ୍ପାନୀରେ ୮୪ ବର୍ଷ ଚାକିରୀ କରି ରେକର୍ଡ କଲେ ୧୦୦ ବର୍ଷର ବୃଦ୍ଧ

ରିଓ: ବ୍ରାଜିଲର ଜଣେ ୧୦୦ ବର୍ଷର ବୃଦ୍ଧ ଗୋଟିଏ କମ୍ପାନୀରେ ୮୪ ବର୍ଷ ଚାକିରୀ କରି ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ୱାଲ୍ଟର ଆର୍ଥମାନ ନାମକ ଏହି ବୃଦ୍ଧଙ୍କ ନାମ ଗିନିଜ ବୁକ ଅଫ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । ୧୯ ଏପ୍ରିଲ ୧୯୨୨ରେ ଜନ୍ମ ଗ୍ରହଣ କରିଥିବା ଆର୍ଥମାନ ୧୭ ଜାନୁୟାରୀ ୧୯୩୮ରେ…

ସରକାରଙ୍କୁ ଜମି ଫେରାଇଲେ ଗାଭାସ୍କର

ମୁମ୍ବାଇ: ୩୩ ବର୍ଷ ହେବ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କ୍ରିକେଟ ଏକାଡେମୀ ପ୍ରସ୍ତୁତ ନ କରି ପାରିବାରୁ ଶେଷରେ ଜମି ସରକାରଙ୍କୁ ଫେରାଇବାକୁ ବାଧ୍ୟ ହୋଇଛନ୍ତି । ଗତ ବର୍ଷ ମହାରାଷ୍ଟ୍ର ଗୃହମନ୍ତ୍ରୀ ଜିତେନ୍ଦ୍ର ଆୱାଡ ଏହି ପ୍ଲଟ ବ୍ୟବହାର ହୋଇ ନ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।…