ଭିଜିଲାନ୍ସ ଜାଲରେ ଏଏସଆଇ; ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ
ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡିଲା ମହିଳା ପୋଲିସ ଅଧିକାରୀ । ଲାଞ୍ଚ ଟଙ୍କା ସହ ରେଡ ହାଣ୍ଡରେ ଧରାପଡିଛନ୍ତି ସହିଦ ନଗର ଥାନା ଏଏସଆଇ ମମତା ବସ୍ତଆ । ୧୫ ତହାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଛି ଭିଜିଲାନ୍ସ ।
ଏକ ମାମଲାରେ ସହଯୋଗ କରିବା ପାଇଁ ସହିଦ ନାଗର ଥାନା ଏଏସଆଇ ମମତା…