ଦିଗପହଣ୍ଡି ବସ୍ ଦୁ୍ର୍ଘଟଣା: ଗୋଟିଏ ପରିବାରର ୭ମୃତ, ଅଧିକାଂଶ ମୃତକ ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ
ଗଞ୍ଜାମ: ଗତକାଲି ବିଳମ୍ବିତ ରାତିରେ ଘଟିଥିଲ ମର୍ମନ୍ତୁଦ ଦୁର୍ଘଟଣା । ରାତିର ଅନ୍ଧକାର ଭିତରେ ଲିଭିଗଲା ୧୨ ଜଣଙ୍କ ଜୀବନ ଦୀପ। ସକାଳୁ ସକାଳୁ ସାରା ଦିଗପହଣ୍ଡିରେ ଶୋକର ଛାୟ । କାନ୍ଦବୋବାଳିରେ ଫାଟି ପଡୁଛି ଡାକ୍ତରଖାନା । ଲୁହରେ ଭିଜିଛି ଖଣ୍ଡଦେଉଳି ଗାଁ ।
ମୃତକଙ୍କ ମଧ୍ୟରେ ଅଛନ୍ତି…