Latest Odisha News

BREAKING NEWS

Yearly Archives

2023

ଭାଷା ଭାଗବତ : ଭାଷାର ଉନ୍ନତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲେଖି ସଜାଡ଼ୁଁ ବାରଂବାର କେବେ ନ ହୋଇ ହରବର ହୋଇଲେ ହୀରା କାରିଗର ସର୍ବଦା ଲାଗୁଥାଏ ଡର ଡରି ଡରି କରିଲେ କାମ ନିଶ୍ଚୟ ହୁଅଇ ଉତ୍ତମ ପାରିଲେ ନିଷ୍ଠା, ଧୈର୍ଯ ଧରି ଯ କେହି ପାରେ ସବୁ କରି ଦମନ କଲେ ଆତୁରତା ଅସ୍ଥିର…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଚାଲିଛି । ଏଥିରେ ଆମେ ସକାଳ ଧୂପ କଥା ଆଲୋଚନା କରି ସାରିବା ପରେ ଏବେ ତା ପରବର୍ତ୍ତୀ ବିଧିଗୁଡିକ ଆଲୋଚନା କରିବା । ଯଥା :- ମଇଲମ ଓ ଭୋଗମଣ୍ଡପ। ପ୍ରଥମେ ଠାକୁରମାନେ…

ଗଞ୍ଜାମରେ ସଡ଼କ ଦୁର୍ଘଟଣା: ୧୨ ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ବ୍ରହ୍ମପୁରରେ ଏକ ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଏକ ମିନି ବସ୍ ଦିଗପହଣ୍ଡି ଆଡ଼କୁ…

‘ସେବା କରିବାକୁ ଅଟକାଇ ପାରିବେନି’, କେଉଁ ଉଦ୍ଦେଶ୍ୟରେ ଓ କାହାକୁ କହିଲେ ରୋହିତ ପୂଜାରୀ?

ରେଢାଖୋଲ: ରେଢାଖୋଲବାସୀ ସେବା କରିବା ପାଇଁ ଏଭଳି କୌଣସି ଶକ୍ତି ମୋତେ ଅଟକାଇ ପାରିବ ନାହିଁ। ରବିବାର ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢାଖୋଲର ବିଧାୟକ ରୋହିତ ପୂଜାରୀ ଏକ କଲେଜ ଉତ୍ସବରେ ଯୋଗ ଦେଇ ଏଭଳି କହିଛନ୍ତି। ଗତ 9 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋହିତ…

ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ୍‌’ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍‌ ଦ ନାଇଲ୍‌’ରେ ସମ୍ମାନିତ କରାଯାଇଛି। ଇଜିପ୍ଟ ରାଷ୍ଟ୍ରପତି ମହାମହିମ ଶ୍ରୀ ଅବଦଲ ଫତେହ ଅଲ ସିସି ୨୫ ଜୁନ୍‌ ୨୦୨୩ରେ କାଏରୋସ୍ଥିତ ପ୍ରେସିଡେନ୍ସୀ ଠାରେ ଅନୁଷ୍ଠିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ…

୫.୭ କୋଟିର ଘଣ୍ଟା ନେକ୍‌ଲେସ ପିନ୍ଧି ଚର୍ଚ୍ଚାରେ ଗୀତିକାର

ୱାଶିଂଟନ: ଅନ୍ତର୍ଜାତୀୟ ଗୀତିକାର ରିହାନା ଅନେକ ସମୟରେ ତାଙ୍କ ଜୀବନଧାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅଧିକାଂଶ ସମୟ ସେ ନୂଆ ନୂଆ ଲୁକ୍‌ରେ ଆସିଥାନ୍ତି । ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଥାନ୍ତି । ଏବେ ସେ ଏକ ଘଣ୍ଟା ନେକ୍‌ଲେସ୍ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । କାରଣ…

୫୮ ବର୍ଷ ବୟସରେ ମଡେଲ୍ ସାଜିିଲେ ମହିଳା

ମୁମ୍ବାଇ: କଥାରେ ଅଛି ବୟସ ଏକ ସଂଖ୍ୟା । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା । ଯିଏ କି ୫୮ ବର୍ଷ ବୟସରେ ସୁପର ମଡ଼େଲ ସାଜି ଚର୍ଚ୍ଚାକୁ ଆସିଛନ୍ତି । ସାଧାରଣତଃ ୬୦ ବର୍ଷ ବୟସ ହୋଇଗଲେ ଅଧିକାଂଶ ଲୋକ ବୃଦ୍ଧାବସ୍ଥାକୁ ଚାଲିଯାଇଥାନ୍ତି । କୌଣସି କାର୍ଯ୍ୟ କରିବାକୁ ସେମାନେ ଆଗ୍ରହ…

କମ୍ ଉଚ୍ଚତା କାରଣରୁ ବାହା ହେବାକୁ ମନା କରୁଥିଲେ ଝିଅ , ଅସ୍ତ୍ରୋପଚାର କରି ବଢାଇଲେ ଉଚ୍ଚତା

ନ୍ୟୁୟର୍କ: କମ୍ ଉଚ୍ଚତା ହେତୁ ଲୋକମାନେ ଅନେକ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ବେଳେବେଳେ ସମ୍ପର୍କ ପାଇଁ ମଧ୍ୟ ଉଚ୍ଚତା ଏକ ବଡ଼ କାରଣ ହୋଇଯାଏ । କମ୍ ଉଚ୍ଚତା ବିଶିଷ୍ଟ ଲୋକଙ୍କୁ ପ୍ରେମରେ ବିଫଳ ହେବାକୁ ପଡ଼େ । ଆମେରିକାର ଜଣେ ବ୍ୟକ୍ତି ପ୍ରେମ ପାଇଁ ନିଜର ଉଚ୍ଚତା…

ସମ୍ମମରେ ବ୍ରେନ୍ ଡେଡ ବ୍ୟକ୍ତିଙ୍କ ଅଙ୍ଗଦାନ ଫଳରେ ଦେଶର ୪ ଜଣ ରୋଗୀଙ୍କର ନୂତନ ଜୀବନ ଲାଭ

ଭୁବନେଶ୍ୱର: ଓଡ଼ିଶା ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଶନିବାର ଜଣେ ବ୍ରେନ୍ ଡେଡ୍ ହୋଇଥିବା ରୋଗୀଙ୍କର ଶରୀରରୁ ଏକାଧିକ ଅଙ୍ଗ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇ ପାରିଛି । ଗତ ଶନିବାର ଦିନ ଦେଶର ତିନିଟି ଭିନ୍ନ…

ମାଆଙ୍କ ପୋଷାକ ପିନ୍ଧିବାକୁ ଭଲ ପାଆନ୍ତି : ଏମିତି କହିଲେ ମଲାଇକାଙ୍କ ପୁଅ ଅରହାନ

ମୁମ୍ବାଇ: ମାଆଙ୍କ ଡ଼୍ରେସରେ ନଜର ଆସିଲେ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପୁଅ ଅରହାନ୍ । ନିକଟରେ ମଲାଇକା ଓ ତାଙ୍କ ପୁଅଙ୍କୁ ଏକ ହୋଟେଲରେ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ଅରହାନ୍ ତାଙ୍କ ମାଆଙ୍କ ସାର୍ଟ୍ ପିନ୍ଧିଥିବା ନଜର ଆସିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ…