Latest Odisha News

BREAKING NEWS

Yearly Archives

2023

ମାଗଣା ବିଜୁଳି, ରାଜସ୍ଥାନ ଦେବା ପରେ ଅନ୍ୟ ରାଜ୍ୟରେ ବି ଉଠିଲା ଦାବି

ଭୁବନେଶ୍ୱର: ଦେଶରେ ଏବେ ଚାଲିଛି ବିଜୁଳି ରାଜନୀତି। ପ୍ରତ୍ୟେକ ବ୍ୟକ୍ତି ବିଜୁଳି ବ୍ୟବହାର କରୁଥିବାବେଳେ ବିଜୁଳି ବିଲ ଲୋକଙ୍କ ପାଇଁ ବଡ଼ ବୋଝ ଭାବେ ଗଣାଯାଉଛି। ତେଣୁ ଏହାକୁ ଆଖି ଆଗରେ ରଖି ରାଜନୈତିକ ଦଳ ଓ ସରକାର ବିଜୁଳିକୁ ନେଇ ରାଜନୀତି କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ଆମ…

ଶକୁନି ଭୂମିକା କରିଥିବା ଗୁଫି ପେଂଟଲ ଗୁରୁତର

ମୁମ୍ବାଇ: ମହାଭାରତରେ ଶକୁନିଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇଥିବା ଗୁଫି ପଂଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଛି । ସେ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରଖାନରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଉଦବେଗଜନିତ ଥିବା ଜଣାପଡିଛି । ଅଭିନେତ୍ରୀ ଟିନା ଘାଇ ତାଙ୍କ…

ବିଦେଶରେ ପିଏମ ମୋଦିଙ୍କ ପ୍ରଶଂସା କଲେ ରାହୁଲ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ପ୍ରଶଂସା। ବିଦେଶ ଗସ୍ତରେ ଯାଇ ବିଭିନ୍ନ ପ୍ରସଙ୍ଗରେ ମୋଦିଙ୍କୁ କଡା ସମାଲୋଚନା କରୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ରୁଷ ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକା ଠିକ ବୋଲି ରାହୁଲ…

କାନ୍ସ ଫେଷ୍ଟିଭାଲରୁ ଫେରିବା ପରେ ସ୍ୱପ୍ନାଙ୍କ ଚାହିଦା ବଢିଲା: ଫୁଲ ଥିବା ଥାଳିରେ ଗୋଡ଼ ଧୋଇଲେ ପ୍ରଶଂସକ

ମୁମ୍ବାଇ: ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏକରୁ ଅଧିକ ବଲିଉଡ ଅଭିନେତ୍ରୀଙ୍କ ଡେବ୍ୟୁ ଦେଖିବାକୁ ମିଳିଥିଲା । ବଲିଉଡ଼ର ଅଭିନେତ୍ରୀ ସାରା ଅଲି ଖାନ, ମନୁଷୀ ଚିଲାର ଡେବ୍ୟୁ କରିଥିଲେ । ବଲିଉଡ ଅଭିନେତ୍ରୀଙ୍କ ପରେ ଆଉ ଜଣେ କଳାକାରଙ୍କ ଡେବ୍ୟୁ ଦେଖିବାକୁ ମିଳିଥିଲା । ସେ ଥିଲେ ହରିୟାଣାର…

ରାହୁଲଙ୍କ ସବୁଠୁ ପ୍ରିୟ ସୁନୀଲ କାନୁଗୋଲୁ

ଭୁବନେଶ୍ୱର: କଂଗ୍ରେସର ବ୍ଲୁଆଏଡ଼ ବୟ ସୁନୀଲ କାନୁଗୋଲୁଙ୍କୁ ଏବେ ଦଳ ପୁରସ୍କୃତ କରିଛି। ସୁନୀଲଙ୍କୁ ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପୁରା କଂଗ୍ରେସର ନବ କଳେବରର ବିନ୍ଧାଣି ବୋଲି କୁହାଯାଉଛି। ରାହୁଲଙ୍କ ଭାରତ ଯୋଡୋ ଯାତ୍ରାଠୁ ଆରମ୍ଭ କରି କର୍ଣ୍ଣାଟକର ବଡ଼ ସଫଳତା ସବୁ ପାଇଁ…

ବାହାନଗା ନିକଟରେ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଓଲଟିଲା ହାୱଡ଼ା-ଶାଲିମାର ଏକ୍ସପ୍ରେସ୍

ବାଲେଶ୍ୱର: ସୋର ବାହାନଗା ଷ୍ଟେସନ ନିକଟରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । ମାଲବାହୀ ଟ୍ରେନକୁ ଧକ୍କା ଦେଇ ଓଲଟିଲା ହାୱଡ଼ା-ଶାଲିମାର ଏକ୍ସପ୍ରେସ୍ । ବାହାନଗା ଷ୍ଟେସନ ନିକଟରେ ହାୱଡ଼ା-ଶାଲିମାର ଏକ୍ସପ୍ରେସର ପ୍ରାୟ ୫ଟି ବଗି ଓଲଟି ପଡ଼ିଥିବା ସୂଚନା ମିଳିଛି । ଏକାଧିକ ଯାତ୍ରୀ ଆହତ…

କୁକୁରକୁ ମିଳିଲା ଚାକିରି : ମାସକୁ ଦରମା ୩୫ ହଜାର

ଚୀନ: କେବଳ ମଣିଷମାନେ ଚାକିରି କରୁଥିବା ସମସ୍ତେ ଜାଣିଛନ୍ତି । ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳର ବୃଦ୍ଧି ପରେ ଏବେ ରୋବଟ ପେଟ୍ରୋଲ ପମ୍ପ ହେଉ ବା ରେଷ୍ଟୁରାଣ୍ଟରେ କାମ କରୁଛନ୍ତି । କିନ୍ତୁ କମ୍ପାନୀରେ କୁକୁର ଚାକିରି କରିବା ଶୁଣିଛନ୍ତି ? ଚୀନ୍‌ର ଏକ କମ୍ପାନୀ କୁକୁରକୁ ନିଯୁକ୍ତି ଦେବା…

ସିସୋଡିଆଙ୍କୁ ଆଶ୍ୱସ୍ତି, ଅସୁସ୍ଥ ପତ୍ନୀଙ୍କୁ ଭେଟି ପାରିବେ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆପ ନେତା ମନୀଷ ସିସୋଡିଆଙ୍କ ବିରୋଧରେ ତଦନ୍ତ ଚାଲିଛି । ଏହି ଅବସରରେ ଶୁକ୍ରବାର ସିସୋଡିଆଙ୍କୁ ଆଶ୍ୱସ୍ତ ମିଳିଛି । ସେ ଶନିବାର ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି । ତେବେ ସେ…

ବିବାହର ୪ ମାସ ପରେ ମା’ ହେବାକୁ ଯାଉଛନ୍ତି ସ୍ୱରା ଭାଷ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାଷ୍କର କୌଣସି ନା କୌଣସିି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସମାଜବାଦୀ ପାର୍ଟି ନେତା ଫହଦ ଅହମ୍ମଦଙ୍କୁ ବିବାହ କରି ଖୁବ ଚର୍ଚ୍ଚାରେ ଥିଲେ ସ୍ୱରା । ବିବାହର ମାତ୍ର ୪ ମାସ ପରେ ସ୍ୱରା ଏବେ ମା’ ହେବାକୁ ଯାଉଛନ୍ତି । ସୋସିଆଲ…

ପ୍ରି ୱେଡିଂ ଫଟୋସୁଟ: କୋବ୍ରା ସହ ପୋଜ୍ ଦେଲେ ଯୁବକଯୁବତୀ

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ…