ସକାଳୁ ସକାଳୁ ଉଠିଲା ପାରଦ; ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୨ ଟପିଲା
ଭୁବନେଶ୍ୱର: ଗତକାଲି ତାତି ସାମାନ୍ୟ ଥିବାବେଳେ ଆଜି ପୁଣି ଉପରକୁ ଉଠୁଛି ପାରଦ । ସକାଳୁ ସକାଳୁ ତାତିକୁ ଦେଖିଲେ ଦିନର ତାପମାତ୍ର ଆଜି ବି ଅସହ୍ୟ କରିବ ବୋଲି ଅନୁମାନ କରାଯାଉଛି ।
କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇଥିଲା । ହେଲେ ଆଜି ପୁଣି ତାତି…