Latest Odisha News

BREAKING NEWS

Yearly Archives

2023

ବୟସର ଅର୍ଦ୍ଧଶତକରେ କ୍ରିକେଟର ମାଂଉଟ ଏଭେରେଷ୍ଟ ସଚିନ

ମୁମ୍ବାଇ: କ୍ରିକେଟର ଭଗବାନ, ରନ ମେସିନଠାରୁ ଆରମ୍ଭ କରି ଅନେକ ନାମରେ ସଚିନ ତେନ୍ଦୁଲକର ନାମିତ । ଭାରତ ପାଇଁ ସେ କ୍ରିକେଟର ଆଶୀର୍ବାଦ । ଖେଳୁଆଡ ମନୋଭାବର ସେ ଥିଲେ ଜ୍ୱଳନ୍ତ ଉଦାହରଣ । ଭାରତକୁ ଆଧୁନିକ କ୍ରିକେଟରେ ଭାରତକୁ ଆଗଧାଡିରେ ସାମିଲ କରାଇବାରେ ସଚିନଙ୍କ ଭୂମିକା ଅବର୍ଣ୍ଣନୀୟ ।…

ଜବରଦସ୍ତ ଇଲେକ୍ଟ୍ରିକ୍ କାର୍ କମେଟ: ମାସକୁ ଖର୍ଚ୍ଚ ମାତ୍ର ୫୦୦ ଟଙ୍କା   

ନୂଆଦିଲ୍ଲୀ: ଏମ୍‌ଜି ମୋଟର ଇଣ୍ଡିଆ ନିଜର ଦ୍ୱିତୀୟ ଇଲେକ୍ଟ୍ରିକ କାର୍ କମେଟ୍ ଉପରୁ ପରଦା ଉଠାଇଛି। କାରର ମୂଲ୍ୟ ୧୦ ଲକ୍ଷ ତଳେ ରହିବ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହାରି ଭିତରେ କମ୍ପାନୀ କମେଟ୍ କାର୍ ପାଇଁ ୮୦୦ କୋଟି ପୁଞ୍ଜି…

କ୍ରିକେଟରୁ ସନ୍ନ୍ୟାସ ନେଲେଣି, ତଥାପି କମିନି ସଚିନଙ୍କ ରୋଜଗାର..ଜାଣନ୍ତୁ ମାଷ୍ଟର ବ୍ଲାଷ୍ଟରଙ୍କର କେତେ ସମ୍ପତ୍ତି

ମୁମ୍ବାଇ:କ୍ରିକେଟ କହିଲେ ସଚିନ ଏବଂ ସଚିନ କହିଲେ ରେକର୍ଡ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ବଲବ୍ୟାଟରେ ଖେଳି ରେକର୍ଡ ପରେ ରେକର୍ଡ ଜିତିଥିବା ଏହି ଖେଳାଳି କୋଟି କୋଟି ହୃଦୟକୁ ଜିତିଛନ୍ତି  । ଖେଳ ଦୁନିଆରୁ ସନ୍ନ୍ୟାସ ନେଇ ସାରିଲେଣି ସତ, ହେଲେ କ୍ରିକେଟ ଜଗତରେ ତାଙ୍କର କ୍ରେଜ…

କରୋନା ସଂକ୍ରମଣରେ ବଡ ହ୍ରାସ; ସକ୍ରିୟ ସଂଖ୍ୟା ବି କମିଲା

ନୂଆଦିଲ୍ଲୀ: ଗତ ପରଦିନ ଠାରୁ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ଆଜି(ଏପ୍ରିଲ ୨୪) ୭,୧୭୮ ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧୦,୧୧୨ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଆଜି ସଂଖ୍ୟା ୭ ହଜାର ରହିଛି।…

ଟ୍ରେନରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ଜିଆରପି ଜାରି କଲା ପୋଷ୍ଟର

ଭୁବନେଶ୍ୱର:ଧାନବାଦ-ଭୁବନେଶ୍ୱର ଟ୍ରେନର ଟଏଲେଟରୁ ଉଦ୍ଧାର ମୃତ ମହିଳାଙ୍କ ପରିଚୟ ଏ ଯାଏ ପାଉନି ପୋଲିସ। ପରିଚୟ ଜାଣିବା ପାଇଁ ତନଘନା ଆରମ୍ଭ କରି ଦେଇଛି । ବିଭିନ୍ନ ଜାଗାରେ ପୋଷ୍ଟର ମାରି ମହିଳାଙ୍କ ସମ୍ପର୍କରେ ସୂଚନା ଦେବାକୁ ନିବେଦନ କରାଯାଇଛି । ଗତ ୨୦ ତାରିଖରୁ ଟ୍ରେନ ନମ୍ବର…

ସଡକ ନିର୍ମାଣରେ ଜବରଦସ୍ତ ପ୍ରଦର୍ଶନ; ଗତ ୯ ବର୍ଷରେ ତିଆରି ହୋଇଛି ୫୦ ହଜାର କିମି

ନୂଆଦିଲ୍ଲୀ: କୌଣସି ଦେଶରେ ଅର୍ଥନୀତିର ମୁଳପିଣ୍ଡ ପରିବହନ ଓ ଯୋଗାଯୋଗ ବୋଲି କୁହାଯାଏ। ଏଥିପାଇଁ ଉତ୍ତମ ସଡ଼କପଥର ଆବଶ୍ୟକତା ନିହାତି ଆବଶ୍ୟକ। କେନ୍ଦ୍ର ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ,ସଡ଼କ ପଥରେ ଭାରତକୁ ଉତ୍ତମ ଭାବରେ ଯୋଡ଼ିବା। ଗତ ୯ ବର୍ଷରେ ଏ ଦିଗରେ ଉଲ୍ଲେଖନୀୟ କାମ ହୋଇଛି।…

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଦୁଇ ଜୀବନ

ଅନୁଗୁଳ : ଥମୁନି ହାତୀ ଉପଦ୍ରବ । ଅନୁଗୁଳ ବନ୍ତଳା ଅଞ୍ଚଳରେ ମାତିଛନ୍ତି ହାତୀ । ନେଉଛି ଗୋଟିକ ପରେ ଗୋଟିଏ ଜୀବନ । ପୁଣି ଦନ୍ତା ଆକ୍ରମଣରେ ବଡ଼କନ୍ତକୁଳ ଗାଁର ଦୁଇଜଣ ପ୍ରାଣ ହରାଇଛନ୍ତି  । ମୃତକ ଦୁଇ ଜଣ ହେଉଛନ୍ତି ମୁନି ପ୍ରଧାନ ଓ ଗୌରୀ ରାଉଳ । ସୂଚନା ଅନୁଯାୟୀ, ବଡ଼କନ୍ତକୁଳ ଗ୍ରାମର…

ନ୍ୟୁଜିଲାଣ୍ଡ କେରମାଡେକ ଦ୍ୱୀପରେ ଶକ୍ତିଶାଳି ଭୂମିକମ୍ପ: ସୁନାମୀ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର କେରମାଡେକ୍ ଦ୍ୱୀପରେ ଶକ୍ତିଶାଳି ଭୂମିକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୭.୩ ମପାଯାଇଛି। ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ଆମେରିକା ଭୂ ବିଜ୍ଞାନ ସର୍ଭେକ୍ଷଣ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ତର୍ଜତୀୟ ଗଣମାଧ୍ୟମ ରୟଟର୍ସର…

ଯାତ୍ରା ଦେଖିବା ହେଲା କାଳ, ମୁକୁଳା କୂଅରେ ପଡ଼ି ଚାଲିଗଲା ଜୀବନ

କାମାକ୍ଷାନଗର : ମାମୁଁ ଘର ଗାଁକୁ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଅଘଟଣ । ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ଖୋଲା କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ସରଦେଇପୁର ଗାଁରେ । ମୃତ ନାବାଳକ ଜଣକ ହେଲେ…

ଭାଷା ଭାଗବତ : ଅନାବଶ୍ୟକ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ନ ପାରିଲେ ଛାଡ଼ି ସ୍ବଭାଷା ପାରିବନି ବଢ଼ି ଅନାବଶ୍ୟକ ଯୁକ୍ତାକ୍ଷର ଶୀଘ୍ର କରିବା ପରିହାର ଶବ୍ଦର ବିବିଧ ପ୍ରକାର ବନାନ ନୁହେ ଦରକାର ଶବ୍ଦ ହୋଇଲେ ବହୁରୂପୀ ପାରେନି ବେଶି ଦୂର ବ୍ୟାପି ସୀମିତ ବ୍ୟବହାର କ୍ଷେତ୍ର…