Latest Odisha News

BREAKING NEWS

Yearly Archives

2023

ଗେହଲଟ ସରକାରଙ୍କ ବିରୋଧରେ ସଚିନ ପାଇଲଟଙ୍କ ଅନଶନ: କଂଗ୍ରେସ କହିଲା, ଦଳ ବିରୋଧୀ କାର୍ଯ୍ୟ, ବିଜେପି କହିଲା ଚ୍ୟାଲେଞ୍ଜ୍

ଯୋଧପୁର: ପୂର୍ବ ବିଜେପି ସରକାର ଦ୍ୱାରା କରାଯାଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଛନ୍ତି ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପୂରଣ କଲେ ନାହିଁ। ତେଣୁ…

ପୁସ୍ତକ ପରିଚୟ ମକର ରାଶିର ଝିଅ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା ଗଳ୍ପ ସଙ୍କଳନ : ମକର ରାଶିର ଝିଅ ଗାଳ୍ପିକ : ମଳୟ ମିଶ୍ର ପ୍ରକାଶକ : ଦୃଷ୍ଟିପାତ ପୃଷ୍ଠା ସଂଖ୍ୟା : ୪୨ ମୂଲ୍ୟ : ୫ ଟଙ୍କା ମାତ୍ର ଝିଅଟିଏ, ସେ ପୁଣି ମକର ରାଶିର !   ସତକୁ ଗପ ପରି ପରଷି ଦେବା ହେଉଛି ଗଳ୍ପ କଳା ଏବଂ ସେହି କଳାକୁ ଖୁବ…

ଶୁଆଙ୍କୁ ତାଲିମ ଦେବା ନାଁରେ ନିର୍ଯାତନା; ଯୁବକଙ୍କ ବିରୋଧରେ ବନ୍ୟ ପ୍ରାଣୀ ଆଇନ ଉଲଂଘନ ଅଭିଯୋଗ

ଭୁବନେଶ୍ୱର: ବନ୍ୟ ପ୍ରାଣୀ ଆଇନ ଉଲଂଘନ କରୁଥିବା ନେଇ କେଉଁଝର ଜିଲ୍ଲା ବାଂଶପାଳ ଗ୍ରାମର ଜଣେ ଯୁବକ ଚିନ୍ମୟ ମହାନ୍ତଙ୍କ ବିରୋଧରେ ଆସିଛି ଅଭିଯୋଗ । ଚିନ୍ମୟ ଭାଇ ନାମକ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ରେ ଭାରତୀୟ ଶୁଆ (Alexandrine Parakeet ) ଆଲେକଜାଣ୍ଡ୍ରିନ ପାରାକିଟ୍ ସହିତ ଶତାଧିକ…

ପ୍ରଜନନ ଋତୁ ଯୋଗୁଁ ସମୁଦ୍ରରେ ମାଛ ଧରିବା ଉପରେ ସରକାରଙ୍କ କଟକଣା, ଖିଲାପ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ଓଡ଼ିଶା ଉପକୂଳରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବାଉପରେ ରାଜ୍ୟ ସରକାର ସାମୟିକ କଟକଣା ଜାରି କରିଛନ୍ତି। ରାଜ୍ୟ କୃଷିଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ…

ରୁଷର ଭୟଙ୍କର ଆଗ୍ନେୟଗିରିରୁ ଲାଭା ଉଦଗୀରଣ

ମସ୍କୋ:ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଆଉ ଏକ ବିପଦ ଉଭା ହୋଇଛି । ରୁଷର ସବୁଠାରୁ ବିପଦପୂର୍ଣ୍ଣ ଆଗ୍ନେୟଗିରି ଶିବଲୁଚରୁ ଲାଭା ଉଦଗୀରଣ ହେବା ଆରମ୍ଭ ହୋଇଛି । ୧୦ କିଲୋମିଟର ପର୍ଯ୍ୟନ୍ତ ଲାଭା ଏବଂ ଧୂଆଁ ବ୍ୟାପି ସାରିଛି । ବିମାନ ଚଳାଚଳରେ ବିପଦ ଆଶଙ୍କା ଥିବାରୁ ଏହି ରୁଟକୁ ଏବେ…

ଦିନ ସାଢେ ୧୧ଟାରେ ୩୯ ଡିଗ୍ରୀରେ ସିଝୁଛି ରାଜଧାନୀ

ଭୁବନେଶ୍ୱର: ଦୁଇଦିନ ହେଲା ଜଳୁଛି ସାରା ରାଜ୍ୟ । ସକାଳୁ ସକାଳୁ ତାପମାତ୍ର ଅସହ୍ୟ ହୋଇ ପଡୁଛି । ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ ହୋଇ ଯାଉଛି । ଆଜି ସକାଳ ୮ଟା ସୁ୍ଦ୍ଧା ରାଜଧାନୀରେ ତାପମାତ୍ରା ୩୨ ଡିଗ୍ରୀ ଛୁଇଁଥିବା ରେକର୍ଡ କରାଯାଇଛି । ପରେ ତାପମାତ୍ରା ବଢି ପୂର୍ବାହ୍ନ ୧୧ଟା ୩୦…

ବଲିଉଡ୍ ଦବଙ୍ଗ ସଲମାନ ଖାନ୍‌ଙ୍କୁ ପୁଣି ହତ୍ୟା ଧମକ: ଏପ୍ରିଲ ୩୦ ସୁଦ୍ଧା ସଲ୍‌ମାନଙ୍କୁ ମାରିଦେବୁ

ମୁମ୍ବାଇ: ପୁଣି ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ। ଏପ୍ରିଲ ୩୦ ତାରିଖ ସୁଧା ସଲମାନଙ୍କୁ ମାରିଦେବୁ ବୋଲି ମିଳିଛି ଧମକ। ଗତକାଲି(ଏପ୍ରିଲ ୧୦) ରାତି ୯ଟା ବେଳେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ୍ ରୁମ୍‌କୁ ଏଭଳି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ପ୍ରଥମେ କଲ୍‌ରଙ୍କ ପରିଚୟ ମିଳିପାରି ନଥିଲା। ହେଲେ ଏବେ…

ରାଜ୍ୟରେ ଆଜିଠାରୁ ଆରମ୍ଭ ହେଲା ସକାଳୁଆ ସ୍କୁଲ୍, ଆବଶ୍ୟକସ୍ଥଳେ ସମୟ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ

ଭୁବନେଶ୍ୱର : ଆଜି(ମଙ୍ଗଳବାର)ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ଏଣିକି ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ  ପର୍ଯ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ଚାଲିବ। ପ୍ରବଳ ଖରାକୁ…

ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇପାରିବନି ନଗ୍ନ ଫଟୋ; ‘ଟେକ୍‌ ଇଟ୍‌ ଡାଉନ୍‌’ ଟୁଲ୍ ଲଞ୍ଚ କଲା ମେଟା

ନୂଆଦିଲ୍ଲୀ: ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ଏବେ ‘ଟେକ୍‌ ଇଟ୍‌ ଡାଉନ୍‌’ ଟୁଲ୍ ଲଞ୍ଚ କରିଛି। ଏହି ଟୁଲ୍ ସାହାଯ୍ୟରେ ଫେସ୍‌ବୁକ କିମ୍ବା ଇନଷ୍ଟାଗ୍ରାମ୍‌ ଭଳି ସୋସିଆଲ୍ ମିଡିଆରେ ନ୍ୟୁଡ୍‌ କଣ୍ଟେଣ୍ଟ ଶେୟାର କରିବାରୁ ରୋକି ହେବ। ଏହି ଟୁଲ୍‌କୁ ନ୍ୟାସ୍‌ନାଲ ସେଣ୍ଟର ଫର୍…

ମୋଦିଙ୍କ ଉପରେ ବର୍ଷିଲେ ସୋନିଆ; କହିଲେ, ଅନ୍ୟର ପାଟି ଚୁପ କରାଇଦେଲେ ଦେଶ ସମସ୍ୟାର ସାମାଧାନ ହେବନି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ କେନ୍ଦ୍ର ମୋଦିନ ସରକାର ଉପରେ ବର୍ଷିଛନ୍ତି । ମୋଦି ସରକାର କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରିବା, ସଂସଦରେ ବିରୋଧୀଙ୍କୁ କହିବାର ସୁଯୋଗ ନ ଦେବା, ମିଡିଆକୁ ନିଜ ନିୟନ୍ତ୍ରଣରେ ରଖିବା, ନ୍ୟାୟପାଳିକାର…