ଯୁବକଙ୍କ ପେଟରୁ ବାହାରିଲା ୫୬ଟି ବ୍ଲେଡ
ରାଜସ୍ଥାନ: ରାଜସ୍ଥାନର ଜାଲୋର ଜିଲା ସାଂଚୋର ଅଞ୍ଚଳର ଜଣେ ଯୁବକଙ୍କ ପେଟରୁ ଗୋଟେ କି ଦୁଇଟି ନୁହେଁ ମୋଟ ୫୬ଟି ବ୍ଲେଡ଼ ବାହାରିଛି । ଏହା ଦେଖି ଖୋଦ୍ ଅପରେସନ କରିଥିବା ଡ଼ାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଯୁବକଙ୍କୁ ଏବେ ରାଜସ୍ଥାନର ଆଇରନମ୍ୟାନ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି…