Latest Odisha News

BREAKING NEWS

Yearly Archives

2023

ଶ୍ରୀମନ୍ଦିରରେ ଠେଲାପେଲା, ସତର୍କ ନହେଲେ ଆଗକୁ ବିପଦ! ପୁଣି ବଢ଼ିଲା ଚାରିଦ୍ବାର ଖୋଲିବା ଦାବି

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବାକୁ ଦାବି ହେଉଛି। ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ଏକ ପ୍ରକାର ଜୋରଦାର ଅଭିଯାନ ଆରମ୍ଭ କରିଛି ଏହାରି ଭିତରେ ଶୁକ୍ରବାର ପୁରୀ ମନ୍ଦିର ଭିତରେ ହୋଇଥିବା ଦଳଚକଟା ଘଟଣା ଚିନ୍ତାରେ ପକାଇଛି। ଏହି ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା…

ଅମ୍ବାଭୋନା ଥାନା ଭଙ୍ଗା ରାଜନୀତି: ସୁରେଶ କହିଲେ ଯମ ଅଜାଣତରେ ମୃତ୍ୟୁ ଆସେନି..

ଭଟଲି: ବରଗଡ ଅମ୍ବାଭୋନା ଥାନା ଭିତରେ ଯେଉଁଭଳି ସ୍ଥାନୀୟ ଲୋକେ ଭଙ୍ଗାରୁଜା କଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ ବିଜେପି କହିଛି ଏହି ଭଙ୍ଗାରୁଜା ପଛରେ ସ୍ଥାନୀୟ ବିଧାୟକ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ହାତ ରହିଛି। ତେଣୁ ତାଙ୍କ ସାହସ ପାଇ ଯୁବକମାନେ ଥାନା…

ହିନ୍ଦୁ ସଂପ୍ରଦାୟକୁ ସହିଷ୍ଣୁ କହି ପ୍ରଶଂସାରେ ପୋତି ପକାଇଲେ ଜାଭେଦ ଅଖତର

ମୁମ୍ବାଇ: ହିନ୍ଦୁ ସଂପ୍ରଦାୟର ଲୋକଙ୍କୁ ସହିଷ୍ଣୁ କହି ପ୍ରଶଂସାରେ ପୋତି ପକାଇଛନ୍ତି ଭେଟରାନ କବି ତଥା ବଲିଉଡର ଲୋକପ୍ରିୟ ଗୀତିକାର ଜାଭେଦ ଅଖତର । ହିନ୍ଦୁ ସଂସ୍କୃତି ଓ ପରମ୍ପରା ପାଇଁ ଭାରତରେ ଗଣତନ୍ତ୍ର ରହିଛି ବୋଲି ମଧ୍ୟ ସେ କହିଛନ୍ତି । ବର୍ତ୍ତମାନ ସମାଜରେ ଅସହିଷ୍ଣୁତା ବଢ଼ିବାରେ…

୧୨୦ ଘଣ୍ଟାର ମାରାଥନ୍ ରୋଷେଇ କରିି ବିଶ୍ୱ ରେକର୍ଡ

ଜାପାନ: ପ୍ରତ୍ୟେକ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ଚେଷ୍ଟା କରିଥାନ୍ତି । ସେଥିଲାଗି ସେମାନେ କିଛି ନିଆରା କରି ରେକର୍ଡ଼ କରିଥାନ୍ତି । ଏବେ ଠିକ୍ ସେମିତି ଜାପାନର ଜଣେ ଯୁବକ ୧୨୦ ଘଣ୍ଟାର ମାରାଥନ୍ ରୋଷେଇ କରି ବିଶ୍ୱ ରେକର୍ଡ଼ କରି ଚର୍ଚ୍ଚାକୁ ଆସିଛନ୍ତି । ଆୟରଲାଣ୍ଡ୍ ବାସିନ୍ଦା…

ମୋଦୀଙ୍କୁ ଭେଟିବା ପରେ ହଠାତ ଆସି ନବୀନଙ୍କୁ ରାଜ୍ୟପାଳ ସାକ୍ଷାତ କରିବା ବଢ଼ାଇଲା ଚର୍ଚ୍ଚା

ଭୁବନେଶ୍ୱର: ଗୁରୁବାର ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟପାଳ ରଘୁବର ଦାସ ଭେଟିବା ଏବେ ରାଜନୈତିକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଦୁଇ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ରାଜ୍ୟପାଳ। ଆଉ ଏହାପରେ…

୧୧୧ ବର୍ଷ ପରେ ନିଲାମ ହେବ ଟାଇଟାନିକ୍‌ର ଡିନର ମେନ୍ୟୁ

ମୁମ୍ବାଇ: ଦୀର୍ଘ ୧୧୧ ବର୍ଷ ପରେ ନିଲାମ ହେବାକୁ ଯାଉଛି ଟାଇଟାନିକ୍‌ର ଡ଼ିନର ମେନ୍ୟୁ । ମେନ୍ୟୁ କାର୍ଡ ନିଲାମରେ ପ୍ରାୟ ୫୧ ଲକ୍ଷରୁ ୭୧ ଲକ୍ଷ ଟଙ୍କା ରୋଜଗାର ହେବ ବୋଲି ଆଶା କରାଯାଉଛି । ଏହି ଐତିହାସିକ ନିଲାମ ୧୧ ନଭେମ୍ବରରେ ଡେଭିସ୍‌, ୱିଲଟସାୟାରରେ ହେନେରୀ ଆଲଡ୍ରିଜ ଆଣ୍ଡ ସନ ଲିମିଟେଡରେ…

ପୂର୍ବତନ ମିସ୍ ଇଣ୍ଡିଆଙ୍କୁ ବିବାହ କଲେ କୋଟିପତି ବ୍ୟାଙ୍କର ଉଦୟ କୋଟାକଙ୍କ ପୁଅ

ନୂଆଦିଲ୍ଲୀ: ପୂର୍ବତନ ମିସ୍ ଇଣ୍ଡିଆଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କୋଟିପତି ବ୍ୟାଙ୍କର ଉଦୟ କୋଟାକ୍‌ଙ୍କ ପୁଅ ଜୟ କୋଟାକ । ମଙ୍ଗଳବାର ଜିଓ କନ୍‌ଭେନ୍‌ଶନ ସେଣ୍ଟରରେ ଆୟୋଜିତ ବିବାହ ସମାରୋହରେ ପୂର୍ବତନ ମିସ୍ ଇଣ୍ଡିଆ ଅଦିତି ଆର଼୍ୟାଙ୍କ ହାତ ଧରିଛନ୍ତି ସେ । ଏହାପରେ ଉଦୟପୁରରେ…

ଦିପାବଳୀରେ ରିଲିଜ୍ ହେବ ‘ଟାଇଗର-୩’, ପ୍ରଥମଦିନରୁ ହିଁ ରେକର୍ଡ କରିବ

ମୁମ୍ବାଇ: ଦିପାବଳୀରେ ରିଲିଜ୍ ହେବ ବଲିଉଡ଼ ଭାଇଜାନ ସଲମାନ ଖାନ୍ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ । ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ତେଣୁ ଏହି ଫିଲ୍ମର ରିଲିଜକୁ ନେଇ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବିଶେଷକ ବ୍ୟବସାୟ ପ୍ରତି ଆଗ୍ରହୀମାନେ ମଧ୍ୟ…

ଭାଗ୍ୟ ବଦଳାଇ ଦେଲା ମାଛ, ରାତାରାତି କୋଟିପତି ହୋଇଗଲେ ମତ୍ସ୍ୟଜୀବୀ

କରାଚି: ଭାଗ୍ୟ ବଦଳାଇ ଦେଲା ମାଛ। ରାତାରାତି ବନିଗଲେ କୋଟିପତି। ଆପଣ ଲଟେରୀ ମାଧ୍ୟମରେ କୋଟି କୋଟି ଜିତିବାର ଖବର ଦେଖିଥିବେ କିମ୍ବା ପଢ଼ିଥିବେ। କିନ୍ତୁ ଜଣେ ମାଛ ବିକାଳୀ ଔଷଧିୟ ଗୁଣ ଥିବା ଦୁର୍ଲଭ ମାଛ ବିକି କୋଟିକୋଟି ଟଙ୍କା କମାଇଛନ୍ତି। ଗରିବ ଉପରେ ଭାଗ୍ୟଦେବୀ ଏପରି ପ୍ରସନ୍ନ ହେଲେ…

ପ୍ରେମୀଯୁଗଳଙ୍କ ବାଇକ୍‌ରେ ଷ୍ଟଣ୍ଟ୍‌, ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍

ଅଧିକାଂଶ ଯୁବକଯୁବତୀ ବାଇକ୍‌ରେ ବସି ବିଭିନ୍ନ ପ୍ରକାରର ଷ୍ଟଣ୍ଟ୍ କରୁଥିବା ଆପଣ ନିଶ୍ଚୟ ଦେଖିଥିବେ । ଏହି ଷ୍ଟଣ୍ଟଦେଖିବାକୁ ଯେତିକି ରୋମାଞ୍ଚକର ସେତିକି ବିପଦଜ୍ଜନକ ମଧ୍ୟ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ…