25@କୁଛ୍ କୁଛ୍ ହୋତା ହୈ: ଶାହାରୁଖ ଖାନ ଓ ରାନୀ ମୁଖାର୍ଜୀଙ୍କ ମଧ୍ୟରେ ନଜର ଆସିଲେନି କାଜୋଲ
ମୁମ୍ବାଇ: ବଲିଉଡର ସୁପରଡୁପର ହିଟ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’କୁ ୨୫ ବର୍ଷ ପୂରା ହୋଇଛି। ହେଲେ ଆଜି ବି ଏହି ଫିଲ୍ମର ଲୋକପ୍ରିୟତା କମିନି। ଏହି ଫିଲ୍ମ ଓ ଏହାର ଗୀତକୁ ଦର୍ଶକ ଏବେବି ପସନ୍ଦ କରନ୍ତି। ଏହି ଫିଲ୍ମରେ ଶାହରୁଖ ଖାନ, କାଜଲ ଓ ରାଣୀ ମୁର୍ଖାଜୀ ଲିଡ୍ ରୋଲ୍ରେ ଥିଲେ।…