ଭାଷା ଭାଗବତ : ଗୋଷ୍ଠୀଛଡ଼ା
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କାହାର ସଂଗଲାଭ ପାଇଁ
ମୁଁ ଯେଣୁ ଇଚ୍ଛା କରେଁନାହିଁ
ନିଜ କାମରେ ରହି ଲିପ୍ତ
ହୁଏଁ ମୁଁ ସର୍ବାଧିକ ତୃପ୍ତ
ଏ ତୃପ୍ତି ପାଇବା ସକାଶେ
ସ୍ବେଚ୍ଛାରେ ଉଠେଁ ଆଉ ବସେଁ
ଗୋଷ୍ଠୀରେ ହୁଏଁନାହିଁ ଯୋଡ଼ି
କେହି ବି ପାରଂତିନି ତଡ଼ି…