ଗାଁର ପରିଚୟ ଦେବାକୁ ସଙ୍କୋଚ ମନେ କରନ୍ତି ଲୋକେ, କାରଣ ଜାଣନ୍ତୁ
ସ୍ୱଡ଼େନ୍: ଯିଏ ଯେତେ ବଡ଼ ସହରରେ ରହୁ ନା କାହିଁକି , ନିଜ ଭିଟାମାଟିକୁ ସବୁବେଳେ ମନେ ପକାଇଥାନ୍ତି । ଗାଁର ପାଣିପବନ, ପରିବେଶ, ଚାଲିଚଳନ,ସଂସ୍କୃତି, ପରମ୍ପରା ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ସମସ୍ତେ ନିଜ ନିଜ ଗାଁକୁ ନେଇ ଗର୍ବ କରିଥାନ୍ତି । କିନ୍ତୁ ସ୍ୱିଡେନରେ ଏମିତି ଏକ ଗାଁ ଅଛି,…