ନେତା ବାଛୁଛନ୍ତି ଜନତା:ଆଜି ଦିନ ୩ ଟା ସୁଦ୍ଧା ୪୮.୪୪% ଭୋଟିଂ ରେକର୍ଡ
ଭୁବନେଶ୍ବର: ନେତା ବାଛୁଛନ୍ତି ଜନତା । ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଆଜି ଦିନ ୩ ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହୋଇଛି । ସକାଳ ୧୧ ଟା ସୁଦ୍ଧା ୨୧. ୩୦ ପ୍ରତିଶତ ମତଦାନ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଥିଲା ।
ଦିନ ୩ ଟା…