Latest Odisha News

BREAKING NEWS

Yearly Archives

2024

ଆଇପିଏଲ: ପଞ୍ଜାବକୁ ହରାଇଲା ଚେନ୍ନାଇ

ଧର୍ମଶାଳା: ଏଠାରେ ରବିବାର ଖେଳାଯାଇଥିବା ଆଇପିଏଲର ପ୍ରଥମ ମୁକାବିଲାରେ ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚେନ୍ନାଇ ସୁପର କିଙ୍ଗସ ୨୮ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୯ ୱିକେଟ ହରାଇ ୧୬୭ ରନ କରିଥିଲା । ରବୀନ୍ଦ୍ର ଜାଡେଜା…

ମୁସଲମାନ ସମ୍ପ୍ରଦାୟକୁ କେବଳ ଏକ ଭୋଟ୍ ବ୍ୟାଙ୍କ ଭାବରେ ଦେଖନ୍ତି କଂଗ୍ରେସ: ରାଜନାଥ ସିଂ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରି ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢ଼ାଇଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ । ଏହି ପ୍ରଶଂସା ପରେ ବିଜେପି କ୍ରମାଗତ ଭାବେ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ଉପରେ ଆକ୍ରମଣ କରୁଛି । ଏହି ପ୍ରସଙ୍ଗରେ…

ପିଆଜ ରପ୍ତାନୀ ଉପରୁ ହଟିଲା ବ୍ୟାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଜାରି ମତଦାନ ଭିତରେ କେନ୍ଦ୍ର ସରକାର ପିଆଜକୁ ନେଇ ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ପିଆଜ ରପ୍ତାନୀ ଉପରେ ସରକାର କଟକଣା ଜାରି କରିଥିବାବେଳେ ବର୍ତ୍ତମାନ ଏହି କଟକଣା ପ୍ରତ୍ୟାହର କରାଯାଇଛି। ମାତ୍ର ପିଆଜ ରପ୍ତାନୀ ଉପରେ ଶୁଳ୍କ ଲାଗୁ…

ଦ୍ୱିତୀୟ ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା

ଭୁବନେଶ୍ୱର : ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ସମାଜସେବୀ ପ୍ରତିମା ଦେବୀଙ୍କ ସ୍ମୃତିରେ ଗଠିତ ପ୍ରତିମା ଫାଉଣ୍ଡେସନ୍ ତରଫରୁ ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଦ୍ୱିତୀୟ "ପ୍ରତିମା ପୁରସ୍କାର ଉତ୍ସବ ଓ ସ୍ମାରକୀ ବକ୍ତୃତା-୨୦୨୪ ପାଳିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ସମାଜସେବୀ,…

ନୁହୁ ହତ୍ୟାକାଣ୍ଡ: ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଚଣ୍ଡିଗଡ: ନୁହୁ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି ପଞ୍ଚକୁଳାର ସ୍ୱତନ୍ତ୍ର ସିବିଆଇ କୋର୍ଟ । ଏଥିସହ କୋର୍ଟ ଦୋଷୀଙ୍କ ଉପରେ ୮ ଲକ୍ଷ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି । ଦଣ୍ଡାଦେଶ ପାଇଥିବା ସେହି ୪ ଅଭିଯୁକ୍ତ ହେଉଛନ୍ତି ହେମନ୍ତ…

ସଂକଳ୍ପ ପତ୍ର ଉନ୍ମୋଚନ କଲେ ନଡ୍ଡା, ବିଜେପି ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର

ଭୁବନେଶ୍ବର: ରାଜ୍ୟ ବିଜେପି ନିର୍ବାଚନ ଇସ୍ତାହାର ‘ସଂକଳ୍ପ ପତ୍ର’ ଉନ୍ମୋଚିତ । ଭୁବନେଶ୍ବରରେ ସଂକଳ୍ପ ପତ୍ର ଉନ୍ମୋଚନ କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଜେପି ସଂକଳ୍ପ ପତ୍ର ‘ଓଡିଶା ପାଇଁ ମୋଦୀ ଗ୍ୟାରେଣ୍ଟି’ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ଜେ.ପି ନଡ୍ଡା । ଆଜି…

ବୀରମହାରାଜପୁରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ ବିରୋଧୀଙ୍କର କଥା ବେଶି, କାମ କମ୍

ସୋନପୁର: ବୀରମହାରାଜପୁରରେ ଭିକେ ପାଣ୍ଡିଆନଙ୍କ ପ୍ରଚାର । ଲୋକଙ୍କ ମୁହଁରେ ହସ ଫୁଟିଲେ ମୁଖ୍ୟମନ୍ତ୍ରୀ ଖୁସି ହୁଅନ୍ତି ବୋଲି କହିଛନ୍ତି ପାଣ୍ଡିଆନ୍ । ବିରୋଧିଙ୍କୁ ସିଧାସଳଖ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି ଯେ, ବିରୋଧୀଙ୍କର କଥା ବେଶି, କାମ କମ୍ । ସେମାନେ କେବଳ ଭୋଟ୍ ପାଇଁ ଆସନ୍ତି,…

ଗାନ୍ଧୀ ପରିବାର ପାଇଁ ଚାକିରି କରୁନି, କି ଦଳଠାରୁ ଦରମା ନେଉନାହିଁ- କେ. ଏଲ ଶର୍ମା

ଆମେଠି: ଆମେଠିରୁ କଂଗ୍ରେସ ପ୍ରାର୍ଥୀ ଭାବେ ଦଳ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ୍‌ ଦେଇଛି । ତେବେ ଟିକେଟ୍‌ ମିଳିବା ପରେ ତାଙ୍କର ଏକ ବୟାନ ସାମ୍ନକୁ ଆସିଛି । ଯେଉଁଥିରେ ସେ କହିଛନ୍ତି, ମୁଁ ଗାନ୍ଧୀ ପରିବାର ପାଇଁ ଚାକିରି କରୁନି, କି ଦଳଠାରୁ ଦରମା ନେଉନାହିଁ। ସେ ଆହୁରି କହିଛନ୍ତି,…

ଓଡିଶାରେ ନଡ୍ଡା, ଉନ୍ମୋଚନ କରିବେ ବିଜେପି ନିର୍ବାଚନୀ ଇସ୍ତାହାର

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ହୋଟେଲ ମେ ଫେୟାରରେ ପହଞ୍ଚିଛନ୍ତି ନଡ୍ଡା । ଆଜି ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବେ ନଡ୍ଡା । ଏଥିସହ ଭୁବନେଶ୍ୱରରେ କର୍ମକର୍ତ୍ତାଙ୍କ ସହ ନିର୍ବାଚନୀ…

ବର୍ତ୍ତମାନ ଟୁରିଷ୍ଟ ଭଳି ନେତା ମାନେ ଆସୁଛନ୍ତି: ପାଣ୍ଡିଆନ

ବୌଦ୍ଧ: ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ଆଜି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବୌଦ୍ଧ ନିର୍ବାଚନ ମଣ୍ଡଳିର ପୁରୁଣାକଟକ ଠାରେ ଦଳ ପାଇଁ ପ୍ରଚାର କରିଛନ୍ତି। ପୁରୁଣାକଟକର ମିନି ଷ୍ଟାଡିୟମ ଠାରେ ଦିନ ୧୧ ଟା ବେଳେ ପାଣ୍ଡିଆନ ପହଞ୍ଚିବା ପରେ ସଭାରେ…