Latest Odisha News

BREAKING NEWS

Yearly Archives

2024

ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରାମାଭିଷେକ ନୀତି, ସେପଟେ ସରିବ ପ୍ରସିଦ୍ଧ ସାହିଯାତ

ପୁରୀ: ଆଜି ବଡ଼ଦେଉଳରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଏଥିସହ ସମ୍ପନ୍ନ ହେବ ଶ୍ରୀକ୍ଷେତ୍ର ସାହିଯାତର ଶେଷ ପର୍ବ । ପବିତ୍ର ଶ୍ରବଣା ମକର ନକ୍ଷତ୍ରରେ ଆଜି ରାତିରେ ମହାପ୍ରଭୁଙ୍କ ରାମାଭିଷେକ ନୀତି ଅନୁଷ୍ଠିତ ହେବ । ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ପରେ ନକ୍ଷତ୍ର ଦିଅଁ…

ଭାରତୀୟ ସେନାରେ ଅଧିକାରୀ ହେବାର ସୁଯୋଗ, କେବଳ ଇଣ୍ଟର୍ଭ୍ୟୁରେ ପାସ୍ କଲେ ମିଳିବ ଚାକିରି

ନୂଆଦିଲ୍ଲୀ: ଭାରତୀୟ ସେନାରେ କାର୍ଯ୍ୟ କରିବା, ସେନାରେ ଜଣେ ଅଧିକାରୀ ହେବା, ୟୁନିଫର୍ମ ପିନ୍ଧିବା ଦେଶର ଲକ୍ଷ ଲକ୍ଷ ଯୁବକଙ୍କ ସ୍ୱପ୍ନ। ଉତ୍ସାହରେ ପରିପୂର୍ଣ୍ଣ ପ୍ରତ୍ୟେକ ଯୁବକ ଭାରତୀୟ ସେନାରେ କାମ କରିବାକୁ ଚାହାଁନ୍ତି। ତେଣୁ ଯଦି ଆପଣଙ୍କର ମଧ୍ୟ ସମାନ ସ୍ୱପ୍ନ ଅଛି ତେବେ ଏହି ଖବର କେବଳ…

ବିପଦରେ ଛାତ୍ରଛାତ୍ରୀଙ୍କ ଜୀବନ, ବହୁ ବିଦ୍ୟାଳୟକୁ ବୋମାରେ ଉଡେଇଦେବାକୁ ଧମକ

ନୂଆଦିଲ୍ଲୀ: ବିପଦରେ କୋମଳମତୀ ଛାତ୍ରଛାତ୍ରୀଙ୍କ ଜୀବନ । ବିଦ୍ୟାଳୟକୁ ଘାରିଛି ବୋମା ଭୟ । ରାଜଧାନୀ ଦିଲ୍ଲୀର ଅନେକ ବିଦ୍ୟାଳୟକୁ ବମ୍ ପକାଇ ଉଡାଇଦେବାକୁ ଧମକ ମିଳିଛି । ଏହି ସମସ୍ତ ବିଦ୍ୟାଳୟର ଇମେଲକୁ ଏଭଳି ଧମକପୂର୍ଣ୍ଣ ବର୍ତ୍ତା ମିଳିଛି । ଖବର ପାଇ ଦିଲ୍ଲୀ ପୋଲିସ ଧମକ ମିଳିଥିବା ସେ…

୨ ମହିଳାଙ୍କୁ ଦଙ୍ଗାକାରୀଙ୍କ ପାଖରେ ଛାଡ଼ିଥିଲା ମଣିପୁର ପୋଲିସ: ସିବିଆଇ ଚାର୍ଜସିଟ୍‌ରେ ଖୁଲାସା

ନୂଆଦିଲ୍ଲୀ: ମଣିପୁରରେ କୁକି-ଜୋମି ସମ୍ପ୍ରଦାୟର ଦୁଇ ମହିଳାଙ୍କୁ ଉଲଗ୍ନ କରି ପ୍ୟାରେଡ୍ କରିବା ମାମଲାରେ ସିବିଆଇର ବଡ଼ ଖୁଲାସା। ଏହି ଖୁଲାସାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଗତବର୍ଷ ବିଜେପି ଶାସିତ ରାଜ୍ୟ ମଣିପୁରରେ ଜାତିଆଣ ହିଂସା ଉଗ୍ର ରୂପ ନେଇଥିଲା। ସେହି ସମୟରେ ପୋଲିସର ଶରଣ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ରତ୍ନସିଂହାସନଙ୍କ ଇତିହାସ ଓ ମହିମା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଏପରି ଯେ ସେ ନିଜର ପ୍ରତ୍ୟେକ ପଦାର୍ଥ, ସ୍ଥାନ, ଆସ୍ଥାନ ଓ ବାହନ ଇତ୍ୟାଦିଙ୍କୁ ମଧ୍ୟ ମହିମା ଯୁକ୍ତ କରିଛନ୍ତି । ସେହି କ୍ରମରେ ଆଜି ଜାଣିବା, ପ୍ରଭୂ ବିଜେ…

ଘାଟିରେ ଟ୍ରକ ବ୍ରେକ୍ ଫେଲ୍, ଘଟଣାସ୍ଥଳରେ ଡ୍ରାଇଭର ମୃତ

ସୁନ୍ଦରଗଡ: କେ. ବଲାଙ୍ଗ ଥାନା ଚୁନାଘାଟିରେ ଭୟାନକ ଦୁର୍ଘଟଣା । ଘାଟିରେ ବ୍ରେକ୍ ଫେଲ ହେଲା ଲୁହା ପଥର ବୋଝେଇ ଟ୍ରକ । ଫଳରେ ସମ୍ନାରେ ଥିବା ଅନ୍ୟ ଏକ ଲୌହ ପଥର ବୋଝେଇ ଟ୍ରକକୁ ଧକ୍କା ଦେଇ ଖଣ୍ଡ ବିଖଣ୍ଡିତ ହୋଇଗଲା ଟ୍ରକ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ…

କମିଲା ଗ୍ୟାସ୍ ଦର, ୧୯ ଟଙ୍କା କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌

ନୂଆଦିଲ୍ଲୀ: କମିଲା ଗ୍ୟାସ ଦର। କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌ କମିଲା। ୧୯ କେଜି କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୯ ଟଙ୍କା କମିଲା। ଦିଲ୍ଲୀରେ କମର୍ସିଆଲ ଏଲ୍‌ପିଜି (LPG) ସିଲିଣ୍ଡର ଦାମ୍‌ ୧୭୪୫ ଟଙ୍କାକୁ କମିଲା। ସରକାରୀ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ…

ମେ ୫ରେ ୟୁପିଏସ୍‌ସି କୋଚିଂ ପ୍ରବେଶିକା, ପରୀକ୍ଷା ଦେବେ ୩ ହଜାର ୭୩୧ ଶିକ୍ଷାର୍ଥୀ

ଭୁବନେଶ୍ୱର: ୟୁପିଏସ୍‌ସି ସିଭିଲ୍ ସର୍ଭିସ ମାଗଣା କୋଚିଂ ପାଇଁ ପ୍ରବେଶିକା ପରୀକ୍ଷା ଆସନ୍ତା ମେ ୫ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ୩ ହଜାର ୭୩୧ ପରୀକ୍ଷାର୍ଥୀ ଆବେଦନ କରିଛନ୍ତି। କେବଳ ଭୁବନେଶ୍ୱର ଜୋନରେ ପରୀକ୍ଷା ଦେବା ପାଇଁ ୨୧୦୦ ରୁ ଅଧିକ ପିଲା ଆବେଦନ କରିଛନ୍ତି। ଭୁବନେଶ୍ୱର…

୬ ରୁ ପାରଦ ୪୦ ତଳେ, ୭ ରେ ବର୍ଷା !

ଭୁବନେଶ୍ୱର: ମଙ୍ଗଳବାର ଥିଲା ଚଳିତ ଗ୍ରୀଷ୍ମର ବର୍ତ୍ତମାନ ସୁଦ୍ଧା ସବୁଠୁ ଉତ୍ତପ୍ତ ଦିନ। ୪୪ ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାତିରେ ଜଳିଥିଲା ରାଜ୍ୟର ୧୫ ସହର। ୨୪ ସହରରେ ପାରଦ ୪୩ ଡିଗ୍ରୀ ପାର୍ କରିଥିଲା। ବାରିପଦା ବିଶ୍ୱର ଦ୍ବିତୀୟ ଉତ୍ତପ୍ତ ସହର ପାଲଟିବା ବେଳେ ବାଲେଶ୍ୱର ତୃତୀୟ ଓ…

ମୋଦୀଙ୍କ ଓଡ଼ିଆ ଅସ୍ମିତା ଅଭିଯୋଗର ଜବାବ ଦେଲେ ପାଣ୍ଡିଆନ୍?

ଭୁବନେଶ୍ୱର: ଓଡ଼ିଶାର ପରିଚୟ ଓ ଭାଷା ପ୍ରତି ବିପଦ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିବା ପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ଏକ ବଡ଼ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଯାହା ପରୋକ୍ଷରେ ଆଇଏଏସ୍ ଅଫିସର ତଥା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଉଦ୍ଦେଶ୍ୟରେ ରହିଛି। ତେବେ…