Latest Odisha News

BREAKING NEWS

Yearly Archives

2024

ଗୋଟେ ମେସେଜରେ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି, ଇନଷ୍ଟାଗ୍ରାମରେ ଚାଲିଛି ବଡ ଧରଣର ଠକେଇ

ଭୁବନେଶ୍ଵର: ବଡ ଧରଣର ଫିସିଂ ସ୍କାମର ଶିକାର ହୋଇଛି ମେଟାର ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ । ଏହି ପ୍ଲାଟଫର୍ମରେ, ପ୍ରଥମେ ଲୋକଙ୍କୁ ପ୍ରଲୋଭିତ କରି ସମ୍ବେଦନଶୀଳ ସୂଚନା ଚୋରି କରିବା ପରେ ଆରମ୍ଭ ହୁଏ ଠକେଇ ଅଭିଯାନ । କହିରଖୁଛୁ ଯେ, ବର୍ତ୍ତମାନ ଇନଷ୍ଟାଗ୍ରାମରେ ବଡଧରଣର…

୨୫ ହଜାର କୋଟି ଟଙ୍କା ବ୍ୟାଙ୍କ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କ ପତ୍ନୀଙ୍କୁ କ୍ଲିନ୍ ଚିଟ୍

ନୂଆଦିଲ୍ଲୀ: ୨୫ ହଜାର କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ମାମଲାରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଆଶ୍ୱସ୍ତି ମିଳିଛି। ଜିଲ୍ଲା କୋଅପରେଟିଭ୍ ବ୍ୟାଙ୍କ ସ୍କାମ ମାମଲାରେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀଙ୍କୁ କ୍ଲିନ…

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା!, ଚାରିଆଡେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଯୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଥିବାବେଳେ, ଏହା ଭିତରେ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ ଆମେଠୀର କଂଗ୍ରେସ କର୍ଯ୍ୟାଳୟ ସମ୍ମୁଖ ବ୍ୟତୀତ ଅନେକ ସ୍ଥାନରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ପୋଷ୍ଟର…

କର୍ଣ୍ଣାଟକ ସରକାରଙ୍କ ବଡ ନିଷ୍ପତି, ଓବିସିରେ ସାମିଲ ହେଲେ ସମସ୍ତ ମୁସଲମାନ

ବେଙ୍ଗାଲୁରୁ: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ଣ୍ଣାଟକ ସରକାର ମୁସଲିମ୍ ମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି । ପଛୁଆ ବର୍ଗର ଜାତୀୟ ଆୟୋଗଙ୍କ କହିବା ଅନୁସାରେ, କର୍ଣ୍ଣାଟକ…

ଭିଭିପାଟ୍ କିପରି କାମ କରେ ? ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟଙ୍କ ଚାରୋଟି ପ୍ରଶ୍ନ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ଦିଆଯାଇଥିବା ଭୋଟ୍ ସହିତ ସମସ୍ତ ଭୋଟର-ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (VVPAT) ସ୍ଲିପ୍ ସହିତ ମେଳ ଖାଇବାକୁ ନିର୍ଦ୍ଦେଶ ମାଗିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଶୁଣାଣି ସମୟରେ…

ନିର୍ବାଚନ ଲଢ଼ିବେ କି ମୋକିମଙ୍କ ଝିଅ !

କଟକ: ଚଳିତ ନିର୍ବାଚନ ଲଢ଼ିବେ କି ମୋକିମଙ୍କ ଝିଅ ! କଟକ ବାରବାଟୀ ରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ମୋକିମଙ୍କ ଝିଅ ।  ବର୍ତମାନ କଟକ ବାରବାଟୀରୁ କଂଗ୍ରେସ ବିଧାୟକ ଅଛନ୍ତି ମହମ୍ମଦ ମୋକିମ । କିନ୍ତୁ ଏବେ  ମହମ୍ମଦ ମୋକିମଙ୍କ ସ୍ଥାନରେ ଝିଅ ସୋଫିଆ ଫିର୍ଦ୍ଦୋସ ଲଢିପାରନ୍ତି ନିର୍ବାଚନ…

ଓଃ କି ଗରମ: ଦିନ ସାଢେ ୧୧ ଟା ସୁଦ୍ଧା ୪୧ ଡିଗ୍ରୀ ପାର୍

ଭୁବନେଶ୍ଵର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ରେ ଆଉଟୁ ପାଉଟୁ ହେଉଛି ସାରା ରାଜ୍ୟ । ଆଜି ବି ଜାରି ରହିଛି ତାତି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଅସହ୍ୟ ହେଲାଣି ଖରାର ପ୍ରକୋପ । ଆଜି ଦିନ ସାଢେ ୧୧ଟା ସୁଦ୍ଧା ବାଲେଶ୍ଵର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା…

ଦେଶର ସୁରକ୍ଷା ଅନ୍ୟମାନଙ୍କ ଉପରେ ନିର୍ଭର କରେ ନାହିଁ ବରଂ ସାମରିକ ଶକ୍ତି ଏବଂ ସାମର୍ଥ୍ୟ ଆବଶ୍ୟକ: ଭାରତୀୟ ସେନା…

ନୂଆଦିଲ୍ଲୀ: ଚିନ୍ତା ବଢାଇଛି ଋଷ-ୟୁକ୍ରେନ ଯୁଦ୍ଧ। ଏହାକୁ ନଜରରେ ରଖି ପ୍ରତ୍ୟେକ ଦେଶ ଏବଠାରୁ ସଜାଗ ହେଲେଣି। କେତେବେଳେ କେଉଁ ପଡୋଶୀ ଦେଶ ହଠାତ୍ ଆକ୍ରମଣ କରିବ ତାକୁ ନେଇ ସବୁବେଳେ ପ୍ରସ୍ତୁତ ଅଛନ୍ତି ସୈନ୍ୟବାହୀନି। ଏହାରି ଭିତରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି…

ରାଜ୍ୟ ସରକାରଙ୍କ ବିରୋଧରେ ଲୋକାର୍ପିତ ହେଲା ବିଜେପିର ଚାର୍ଜସିଟ୍

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ । ଚାର୍ଜସିଟ୍‌ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।  କେତେଦିନ ସହିବା, ପରିବର୍ତ୍ତନ ଆଣିବା' ନାଁରେ ତିଆରି ହୋଇଛି ଚାର୍ଜସିଟ୍ । ଓଡିଶା ଅସ୍ମିତା ପାଇଁ ଲଢେଇ ଡାକରା ଦେଇଥିବା ବିଜେପି ୨୫ ବର୍ଷ…

ମେ’ ୬ ରୁ ଓଜେଇଇ, ଜାଣନ୍ତୁ କେବେଠୁ ମିଳିବ ଆଡମିଟ୍ କାର୍ଡ

ଭୁବନେଶ୍ବର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ର ଛାତ୍ରଛାତ୍ରୀ ଆସନ୍ତା ୨୭ ତାରିଖରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏ ନେଇ  ଓଜେଇଇ ପକ୍ଷରୁ ବିଜ୍ଞପ୍ତି ସୂଚୀ ପ୍ରକାଶ ପାଇଛି । ଓଜେଇଇ ପରୀକ୍ଷା ଆସନ୍ତା ମେ' ୬ ତାରିଖରୁ ଆରମ୍ଭ ହୋଇ ୧୦ ମେ ରେ ଶେଷ ହେବ । ଏହି…