Latest Odisha News

BREAKING NEWS

Yearly Archives

2024

ବଲାଙ୍ଗୀର ଲଢେଇ : ବାପାଙ୍କ ଜାଗାରେ ପୁଅ

ଭୁବନେଶ୍ବର: କିଏ ମାରିବ ବଲାଙ୍ଗୀର ବାଜି ? ବାପାଙ୍କ ସିଟରେ ପୁଅଙ୍କ ବଡ ଲଢେଇ। ଲୋକସଭା ଲଢେଇ ପରେ ଏବେ ବିଧାନସଭାରେ ଆରପାର୍ । ବଲାଙ୍ଗୀର ବିଧାନସଭାରେ ପ୍ରାର୍ଥୀ ଘୋଷଣା ପରେ ବଢିଛି ତାତି । ବିଜେଡିରୁ କଳିକେଶ ନାରାୟଣ ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି ତ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ଓ…

ବିନା ଇଣ୍ଟରନେଟରେ ବ୍ୟବହାର କରିପାରିବେ ହ୍ଵାଟସଆପ, ମେଟା ଆଣିବ ନୂତନ ଫିଚର

ନୂଆଦିଲ୍ଲୀ:  ଇଣ୍ଟରନେଟ ସୁବିଧା ନମିଳିଲେ ହ୍ଵାଟସଆପ କାମ କରିବା ବନ୍ଦ ହୋଇଯାଏ । ଏପରି ପରିସ୍ଥିତିରେ, ଅନେକ ଥର ଆପଣ ଗୁରୁତ୍ୱପୂର୍ଣ୍ଣ ଫାଇଲ୍, ଫଟୋ ଏବଂ ଭିଡିଓ ପଠାଇ ପାରନ୍ତି ନାହିଁ । ଏହାକୁ ଦୃଷ୍ଟିରେ ରଖି ହ୍ଵାଟସଆପ୍ ଖୁବ୍ ଶୀଘ୍ର ଏକ ନୂତନ ଫିଚର ଆଣିବାକୁ ଯାଉଛି । ଏହା ସାହାଯ୍ୟରେ…

କାହାକୁ ନେତା ବାଛିବ ନୂଆପଡା ?

ଭୁବନେଶ୍ବର: ନୂଆପଡା ଦେଖିବ ବଡ ଲଢେଇ । ବସନ୍ତଙ୍କ ବିଦାୟ, ଶରତଙ୍କ ଏଣ୍ଟ୍ରି । ଭେଟେରାନ୍ ବନାମ ଯୁବ ଚେହେରା। ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସକୁ ଦେବେ କି ବିଜୟ ଉପହାର ? ବସନ୍ତ ପଣ୍ଡାଙ୍କ ଗଡ ଦଖଲ କରିବେ କି ପୁଅ ଅଭିନନ୍ଦନ ? ବିଜେଡିର ଭେଟେରାନ ରାଜେନ୍ଦ୍ର ଢୋଲକିଆ ପୁଣି କରିବେ…

ଗୁଣୁପୁର ବିଧାନସଭା ନିର୍ବାଚନ, ନାମାଙ୍କନ ଭରିଲେ ତ୍ରିନାଥ ଓ ରଘୁନାଥ ଗମାଙ୍ଗ

ଗୁଣୁପୁରୁ: ଆଗକୁ ସାଧାରଣ ନିର୍ବାଚନ । ଏନେଇ ସରଗରମ ହେଲାଣି ଗୁଣୁପୁର ରାଜନୀତି । ଏହା ଭିତରେ ଆଜି ଗୁଣୁପୁର ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ତ୍ରିନାଥ ଗମାଙ୍ଗ ନାମାଙ୍କନ ଭରିଛନ୍ତି । ସେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ତଥା ନିର୍ବାଚନ…

ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରାରୁ ଉର୍ଦ୍ଧ୍ୱ ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ୧୨ରୁ ଉର୍ଦ୍ଧ୍ଵ ବଖରା ଘର । ଏଥିୁରେ ପ୍ରାୟ ୧୨ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନି ବିପନ୍ନ ପିନ୍ଧା ବସ୍ତ୍ର ବ୍ୟତୀତ କୌଣସି…

ଶାହଙ୍କ ବୟାନ ପରେ ବିଜେଡିର ଆକ୍ରମଣାତ୍ମକ ଜବାବ, ଅସ୍ମିତାକୁ ନେଇ ହେବ ଜୋରଦାର ଲଢ଼େଇ

ଭୁବନେଶ୍ୱର: ଚଳିତ ନିର୍ବାଚନ ଓଡ଼ିଆ ଅସ୍ମିତାକୁ ନେଇ ହେବ କି ଲଢ଼େଇ? ଏପ୍ରିଲ 19ରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ବିଜେପିର ଆଭିମୁଖ୍ୟକୁ ନେଇ ଅସ୍ମିତାର କାର୍ଡ ଖେଳିବା ଏବଂ ସୋମବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଲୁଙ୍ଗି ପରିଧାନ କରି ଦଳର ଚିହ୍ନରେ ଭୋଟ୍…

କଂଗ୍ରେସ କୁ କେସିଆରଙ୍କ ଟାର୍ଗେଟ; କହିଲେ, ‘ତେଲେଙ୍ଗାନାରେ ଖୁବଶୀଘ୍ର ପୁଣି ସରକାର ଗଢିବୁ’

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି । ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହା ଭିତରେ ତେଲେଙ୍ଗାନାରେ କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ବିଦ୍ୟୁତ ଯୋଗାଣ, ମଦ…

ବଢୁଛି ତାତି: ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ପୁଣି ରାଜଧାନୀ ଭୁବନେଶ୍ୱରରେ ୪୩ଡିଗ୍ରୀ ଟପିଲା ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୩.୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ୪୩.୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ସେହିପରି…

ଦିଲ୍ଲୀ ଅବକାରି ଦୁର୍ନୀତି ମାମଲା: ମନୀଷ ସିସୋଦିଆଙ୍କୁ ପୁଣି ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରି ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ଦାଖଲ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିଙ୍କ ଠାରୁ ଉତ୍ତର ମାଗିଛନ୍ତି । ଏହି ମାମଲାରେ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଆସନ୍ତା ମେ’ ୭…

ସିଙ୍ଗାପୁର ଓଡ଼ିଆ ସମାଜ ଦ୍ଵାରା ଉତ୍କଳ ଦିବସ ପାଳନ

ସିଙ୍ଗାପୁର: ସିଙ୍ଗାପୁରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ବାରା ୮୯ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଛି । ସିଙ୍ଗାପୁର ଓଡ଼ିଆ ସମାଜ ଏବଂ ସିଙ୍ଗାପୁର ସ୍ଥିତ ଭାରତୀୟ ଦୂତାବାସର ମିଳିତ ସହଯୋଗରେ ଆୟୋଜିତ ଏହି ଭବ୍ୟ ମହୋତ୍ସବ ବିଦେଶ ଭୂମିରେ ଓଡ଼ିଶାର ସୌର୍ଯ୍ୟ,…