Latest Odisha News

BREAKING NEWS

Yearly Archives

2024

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର

ବନେଶ୍ବର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର । ଆଜି ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହେବା ପରେ ବିମ୍ବାଧର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ…

କେଜ୍ରିୱାଲଙ୍କୁ ପୁଣି ଝଟକା: ପ୍ରତିଦିନ ଡାକ୍ତରଙ୍କ ସହ କଥା ହେବାକୁ ଅନୁମତି ଦେଲେନି କୋର୍ଟ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ ଙ୍କୁ ଆଉ ଏକ ବଡ ଝଟକା । ପ୍ରତିଦିନ ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସହ କଥା ହେବାକୁ ଚାହୁଁଥିଲେ କେଜ୍ରିୱାଲ ହେଲେ ଅନୁମତି ଦେଲେନି କୋର୍ଟ । ଅନ୍ୟପଟେ କୋର୍ଟ କହିଛନ୍ତି…

ଗୋଟିଏ ବର୍ଷରେ ୬୬ ହଜାରରୁ ଉର୍ଦ୍ଧ୍ବ ଭାରତୀୟଙ୍କୁ ମିଳିଲା ଆମେରିକାର ନାଗରିକତ୍ବ: ରିପୋର୍ଟ

ନୂଆଦିଲ୍ଲୀ: ଚାକିରି ପାଇଁ ହେଉ କି ସେ ଅଧ୍ୟୟନ ପାଇଁ । ପ୍ରତିବର୍ଷ ଭାରତରୁ ବହୁ ସଂଖ୍ୟାରେ ଲୋକ ବିକଶିତ ଦେଶ ଆମେରିକାକୁ ଯାଉଛନ୍ତି । ପରେ ସେମାନେ ସେଠାରେ ବସବାସ କରି ଆମେରିକାର ନାଗରିକତ୍ୱ ହାସଲ କରିଥାଆନ୍ତି । ଆମେରିକାର ସଦ୍ୟତମ ରିପୋର୍ଟ ଅନୁଯାୟୀ ଆମେରିକୀୟ ନାଗରିକ ହେବାରେ ଭାରତୀୟ…

ଶାହାରୁଖ୍‌ଙ୍କ ‘ଜବ୍ରା ଫ୍ୟାନ୍’ ଗୀତ ପାଇଁ ପ୍ରଡକ୍ସନ୍ ଟିମ୍‌କୁ ଦେବାକୁ ପଡ଼ିବନି ଜୋରିମାନା, ନିଷ୍ପତ୍ତିକୁ…

ମୁମ୍ବାଇ: ସୁପ୍ରିମକୋର୍ଟ ୱାଇଆରଏଫ୍ (YRF) ସପକ୍ଷରେ ରାୟ ଦେଇଛନ୍ତି ଏବଂ ମହାରାଷ୍ଟ୍ର ଉପଭୋକ୍ତା ଆୟୋଗ ଶାହାରୁଖ ଖାନଙ୍କ ଫିଲ୍ମ 'ଫ୍ୟାନ୍'ରେ' ଜବ୍ରା ଫ୍ୟାନ୍ 'ଗୀତ ନଥିବାରୁ ପ୍ରଡକ୍ସନ୍ ହାଉସକୁ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିଥିବା ଆଦେଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେତେବେଳେ…

ଜୁନ୍ ୧୬ରେ ନେଟ୍ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ଵର: ଗତକାଲିଠାରୁ ଆରମ୍ଭ ହୋଇଛି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନେଟ୍ ପରୀକ୍ଷା ପାଇଁ ଆବେଦନ । ଆସନ୍ତା ମେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଆବେଦନ ପକ୍ରିୟା । ଆବେଦନ ପତ୍ରରେ ୧୩ ରୁ ୧୫ ତାରିଖ ମଧ୍ୟରେ ପରିବର୍ତ୍ତନ କରିପାରିବେ । ପରୀକ୍ଷା ଫି’ ୧୨ ତାରିଖ ମଧ୍ୟରେ ଦାଖଲ…

ଚଳିତ ଗ୍ରାଷ୍ମ ପ୍ରବାହ ଯୋଗୁଁ ହ୍ରାସ ପାଇଛି ଭୋଟିଂ ହାର, ଚିନ୍ତାପ୍ରକଟ କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଶା କରାଯାଉଥିବା ଠାରୁ କମ୍ ଭୋଟ୍ ରେକର୍ଡ କରାଯାଇଛି, ଏହା ପରେ ଭୋଟ୍ ହାର ହ୍ରାସକୁ ନେଇ ନିର୍ବାଚନ ଆୟୋଗ ଚିନ୍ତା ପ୍ରକାଶ କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭୋଟଙ୍କ ସଂଖ୍ୟା ହ୍ରାସ ପାଉଥିବା ଅନୁମାନ କରାଯାଉଛି। ନିର୍ବାଚନ…

ରେକର୍ଡ ଭାଙ୍ଗିଲା ଭୁବନେଶ୍ଵର, ୪୩ ଡିଗ୍ରୀ ତାପମାତ୍ରା ସହ ପାଲଟିଲା ସବୁଠାରୁ ଉତ୍ତପ୍ତ ସହର

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ । ରାଜ୍ୟରେ ଜାରି ରହିଛି ଅସମ୍ଭାଳ ତାତି । ଅଗ୍ନିବର୍ଷୀ ଖରାରେ ସମଗ୍ର ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଖରାର କର୍ଫ୍ୟୁ। ଦିନ ୧୧ରୁ ତାପମାତ୍ରା ୪୦ ଡିଗ୍ରୀ ଡେଉଁଛି। ତେବେ ସବୁଦିନ ଠାରୁ ଆଜି ରେକର୍ଡ…

ପ୍ରିୟଙ୍କା-ଅକ୍ସଦୀପଙ୍କୁ ପ୍ୟାରିସ ଅଲିମ୍ପିକ୍‌ ଟିକେଟ୍

ନୂଆଦିଲ୍ଲୀ: ୨୦୨୪ ଏପ୍ରିଲ ୨୧  ରବିବାର ଦିନ ତୁର୍କୀର ଆଣ୍ଟାଲିଆରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ରେସ୍ ୱାକିଂ ଟିମ୍ ଚାମ୍ପିଅନସିପରେ ଭାରତର ପ୍ରିୟଙ୍କା ଗୋସ୍ୱାମୀ ଓ ଅକ୍ସଦୀପ ସିଂହ ୧୮ ତମ ସ୍ଥାନ ହାସଲ କରି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି ଇଭେଣ୍ଟରେ…

ରଣବୀର ସୋସିଆଲ ମିଡିଆ ବିରୋଧରେ ଆଣିଲେ ସଂଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତା ରଣବୀର ସିଂ ଆଣିଲେ  ଅଭିଯୋଗ । ଏଆଇ ଦ୍ୱାରା ନିର୍ମିତ ଭିଡିଓ ଭାଇରାଲ ହେବା ପରେ ବଲିଉର ଷ୍ଟାର ରଣବୀର ସିଂ ମୁମ୍ବାଇ ପୋଲିସର ଦ୍ବାରସ୍ତ ହୋଇଛନ୍ତି। ଡିପ୍ ଫେକ୍ ଭିଡିଓର ଶିକାର ହୋଇଥିବା ରଣବୀର ସିଂ ମୁମ୍ବାଇ ପୋଲିସର ସାଇବର କ୍ରାଇମ ସେଲ ନିକଟରେ ଅଭିଯୋଗ କରିଛନ୍ତି ।…

ରଖେ ହରି ତ ମାରେ କିଏ, ଯୁଦ୍ଧରେ ମୃତ ମହିଳାଙ୍କ ଠାରୁ ଜନ୍ମ ହେଲା ଜୀବନ୍ତ ଶିଶୁ

ନୂଆଦିଲ୍ଲୀ: କଥାରେ ଅଛି ରଖେ ହରି ତ ମାରେ କିଏ । ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ଜଣେ ମହିଳାଙ୍କ ଗର୍ଭରୁ ଜନ୍ମ ହେଲା ଏକ ଜୀବନ୍ତ ଶିଶୁ । ତେବେ ଯୁଦ୍ଧରେ ପୁରା ପରିବାର ମୃତ୍ୟୁ ବରଣ କରିଥିବା ବେଳେ ମୃତ ମହିଳାଙ୍କ ଗର୍ଭରୁ ଜନ୍ମ ନେଇଛି ଏହି କୋମଳମତି ଶିଶୁ । ଡାକ୍ତରଙ୍କ କହିବା ଅନୁସାରେ,…