Latest Odisha News

BREAKING NEWS

Yearly Archives

2024

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ; ବାପା ପୁଅ ମୃତ, ସେପଟେ ଖବର ପାଇ ହୃଦଘାତରେ ଚାଲିଗଲେ ଦାଦା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ଚାଲିଗଲା ଦୁଇଟି ଜୀବନ । ମୃତକଙ୍କ ଘର ଘଟଗାଁ ଥାନା ଅଧୀନ ବାରିଗାଁରେ ବୋଲି ଜଣାପଡିଛି । ତେବେ ଉଭୟ ସମ୍ପର୍କରେ ବାପା ପୁଅ ହେବେ ବୋଲି…

ସିଭିଲ ସର୍ଭିସ ସ୍ୱପ୍ନକୁ ଏମିତି ପୂରଣ କରିଥିଲେ ଆଇଏଏସ୍ ସୋନାଲ ଗୋଏଲ: ‘ଏକ୍ସ’ରେ କଲେ ସେୟାର

ନୂଆଦିଲ୍ଲୀ: ଆଇଏଏସ୍ ଅଧିକାରୀ ସୋନାଲ ଗୋଏଲ ନିଜର ସିଭିଲ୍ ସର୍ଭିସରେ ଯୋଗଦେବା ସ୍ୱପ୍ନକୁ କିପରି ସାକାର କରିଛନ୍ତି ତାହା ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି । ସେ  ଫେବୃଆରୀ ୨୧ରେ ଏହି ପୋଷ୍ଟ କରିଛନ୍ତି । ୟୁପିଏସସି ସିଭିଲ ସର୍ଭିସେସ୍ ୨୦୦୭ ମେନ୍ ମାର୍କସିଟ୍ ର ଏକ ଫୋଟ…

ଆସନ୍ତାକାଲି ପବିତ୍ର ମାଘ ପୂର୍ଣ୍ଣିମା; ଗଜ ଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଆସନ୍ତାକାଲି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ଗଜଉଧାରଣ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ମଧ୍ୟାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ କରାଯିବ । ବିଶ୍ୱାସ ରହିଛି ଯେ, ଗଜ ଉଦ୍ଧାରଣ ବେଶ ଦର୍ଶନ କରି…

ଭାଷା ଭାଗବତ : ଭାଷାମେଳା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମାତୃଭାଷାକୁ ଅବହେଳା କରିଲେ ଯାହା ଯେତେ ହେଲା ତାହା ତ ସଂସାର ଦେଖିଲା ଏବେ ହେଉଛି ଭାଷାମେଳା ଭାଷାଜ୍ଞାନୀଂକୁ ନିମଂତ୍ରଣ କରିଣ ଶୁଣିଲେ ଭାଷଣ ସମସ୍ୟାବଳି ସମାଧାନ କରିବେ ଏଠି ବିଜ୍ଞ ଜନ…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର; ଯାତ୍ରା ସମୟରେ ପାଇପାରିବେ ମନ ପସନ୍ଦ ଖାଦ୍ୟ, ଆଇଆରସିଟିସି ଆଣିଲା ଏହି ସୁବିଧା

ନୂଆଦିଲ୍ଲୀ/ଭୁବନେଶ୍ବର: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଆଇଆରସିଟିସି (IRCTC) ଇ-କ୍ୟାଟରିଂ ପୋର୍ଟାଲ ମାଧ୍ୟମରେ ଯାତ୍ରୀମାନଙ୍କୁ ପ୍ରି-ଅର୍ଡର ଖାଦ୍ୟ ଡେଲିଭରି ପାଇଁ 'ସ୍ୱିଗି' ସହିତ କଥାହୋଇଛି । IRCTC ର ଏହି ପଦକ୍ଷେପ ସହିତ ଯାତ୍ରୀମାନେ ସେମାନଙ୍କର ପ୍ରିୟ ଖାଦ୍ୟ ପାଇପାରିବେ ।…

ସଡ଼କ ଦୁର୍ଘଟଣାରେ ବିଧାୟିକାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଆରଏସ୍ ବିଧାୟିକା ଜି.ଲସ୍ୟା ନନ୍ଦିତାଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଆଜି ସକାଳେ ହାଇଦ୍ରାବାଦର ନେହେରୁ ଆଉଟ୍ ରିଙ୍ଗ ରୋଡରେ ତାଙ୍କ କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିଧାୟିକାଙ୍କ କାର୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା । ବିଧାୟିକାଙ୍କୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଶ୍ରୀମନ୍ଦିର ଓ ପ୍ରତ୍ନତତ୍ତ୍ଵ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ନିର୍ମାଣ ଶୈଳୀ ଆଲୋଚନା ସମୟରେ ଆମେ ଜାଣିବାକୁ ପାଇଥିଲେ ଯେ ବର୍ତ୍ତମାନ ଦୃଶ୍ୟ ହେଉଥିବା ମନ୍ଦିର ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ଶ୍ରୀମନ୍ଦିର…

ହାର୍ଟ ଆଟାକ ଓ କାର୍ଡିୟକ ଆରେଷ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ? ଜାଣନ୍ତୁ କେଉଁ ଲକ୍ଷଣରୁ କିପରି ବୁଝିବେ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ଲକ୍ଷଣଗୁଡ଼ିକ ପ୍ରାୟତଃ ସମାନ ଅଟେ । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ହାର୍ଟ ଆଟାକ ଏବଂ କାର୍ଡିୟକ ଆରେଷ୍ଟର ପାର୍ଥକ୍ୟ ଜାଣିପାରନ୍ତି…

ପ୍ରଧାନ ବିଚାରପତିଙ୍କ ଫିଟନେସ ରାଜ୍

ନୂଆଦିଲ୍ଲୀ: ଚିଫ୍ ଜଷ୍ଟିସ ଅଫ୍ ଇଣ୍ଡିଆ ଡି ୱାଇ ଚନ୍ଦ୍ରଚୂଡ ନିକଟରେ ନିଜର ଫଟିନେସର ରାଜ୍ ଖୁଲାସା କରିଛନ୍ତି। ସେ ପ୍ରତିଦିନ ଭୋର ୩.୩୦ରେ ଉଠନ୍ତି। ନିଜର ନିତ୍ୟକର୍ମ ସରିଲା ପରେ ଯୋଗ  କରନ୍ତି। ସେ ଶାକାହାରୀ ଭୋଜନ ଖାଆନ୍ତି। କାର୍ଯ୍ୟ ଚାପରୁ ମୁକାବିଲା ପାଇଁ ଏକ ସୁସ୍ଥ ଜୀବନ ଶୈଳୀ…

ଆଜିଠୁ ନାଟମଣ୍ଡପ ମରାମତି କାମ ଆରମ୍ଭ, ରାତି ୨ଟାରୁ ଫିଟିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ନାଟମଣ୍ଡପ ମରାମତି କାମ । ଏଏସଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯିବ । ଦିନ ଗୋଟାଏରୁ ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇ ସନ୍ଧ୍ୟା ୭ ଟାରେ ସରିବ । ନାଟମଣ୍ଡପ ବିମ୍ ରେ ଫାଟ ସୃଷ୍ଟି ହେବା ପରେ ଏହାର ମରାମତି ନେଇ ଏଏସଆଇ ପକ୍ଷରୁ ସମସ୍ତ…