Latest Odisha News

BREAKING NEWS

Yearly Archives

2024

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଦେବାଶିଷ ଏବଂ ଶୁଭାଶିଷ

ଭୁବନେଶ୍ବର: ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କଲେ । କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଯୁବ ବିଜେଡି ନେତା ଶୁଭାଶିଷ ଖୁଣ୍ଟିଆ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ନେତା ନାମାଙ୍କନ ଭରିଛନ୍ତି । ଏହି ସମୟରେ ଅର୍ଥ ମନ୍ତ୍ରୀ…

ବନ୍ଦ ଘରୁ ମିଳିଲା ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ, କଙ୍ଗନାଙ୍କ ସହ ଏହି ଫିଲ୍ମରେ ଆସିଥିଲେ ନଜର୍

ଲକ୍ଷ୍ନୌ: ବନ୍ଦ ଘରୁ ମିଳିଲା ୟୁପି ସୁଲତାନପୁରର ସ୍ଥାନୀୟ ଗାୟକ ତଥା ଅଭିନେତ୍ରୀ ମଲ୍ଲିକା ରାଜପୁତଙ୍କ ଝୁଲନ୍ତା ମୃତଦେହ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଲ୍ଲିକା ତାଙ୍କ ସୁଲତାନପୁରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ମଲ୍ଲିକାଙ୍କ ଆତ୍ମହତ୍ୟା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି…

ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବେ ଦିବାକର ପାତ୍ର

ପୁରୀ: ଆଜିଠୁ ପୁରୀ ଜିଲ୍ଲା ବିଜେଡି ସଭାପତି ପଦ ସମ୍ଭାଳିବେ ପୁରୀ ସଦର ବ୍ଳକ୍ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ଦିବାକର ପାତ୍ର । ଦିବାକର ପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେଡି ସଭାପତି ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ପୁରୀ…

ବସନ୍ତ ପଞ୍ଚମୀରେ ଏପରି ସଜାନ୍ତୁ ଗୃହ, ପ୍ରସନ୍ନ ହେବେ ମା’ ସରସ୍ଵତୀ

ଭୁବନେଶ୍ଵର: ଆସନ୍ତାକାଲି ବସନ୍ତ ପଞ୍ଚମୀ । ଏହି ବସନ୍ତ ପଞ୍ଚମୀରେ ଜ୍ଞାନର ଦେବୀ ମା’ ସରସ୍ଵତୀଙ୍କୁ ପୂଜାର୍ଚ୍ଚନା କରାଯାଏ । ତେଣୁ ବସନ୍ତ ପଞ୍ଚମୀକୁ କେହି କେହି ସରସ୍ଵତୀ ପୂଜା ବୋଲି ମଧ୍ୟ କହିଥାଆନ୍ତି । ଏହି ପୂଜା ପାଇଁ ଏବେ ଚଳଚଞ୍ଚଳ ସାରା ରାଜ୍ୟ । ସାଧାରଣତଃ ଶିକ୍ଷାନୁଷ୍ଠାନ,…

ବିଶ୍ଵ ରେଡ଼ିଓ ଦିବସ: ବାଲୁକାକଳାରେ ରେଡ଼ିଓର ପ୍ରତିକୃତି ପ୍ରସ୍ତୁତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଅର୍ଥାତ୍ ଫେବୃଆରୀ ୧୩ କୁ ବିଶ୍ଵ ରେଡ଼ିଓ ଦିବସ ଭାବେ ସାରା ବିଶ୍ଵରେ ପାଳନ କରାଯାଉଛି । ରେଡ଼ିଓ ର ଗୁରୁତ୍ଵ କେତେ ରହିଛି, ଏହା ମଣିଷ ଜୀବନରେ କେତେ ଅପରିହାର୍ଯ୍ୟ, ପୁର୍ବରୁ ରେଡ଼ିଓ କିଭଳି ମନୁଷ୍ୟ ସମାଜ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ସେନେଇ ସଚେତନତା ପାଇଁ ସାରା ବିଶ୍ଵରେ…

କିଏ ଏହି ମହନ୍ତ ସ୍ଵାମୀରାଜ୍, ଯାହାଙ୍କ ପାଇଁ ସମ୍ଭବ ହେଲା ଏହି ମୁସଲିମ୍ ଦେଶରେ ପ୍ରଥମ ଭବ୍ୟ ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାର ୨୦ ଦିନ ପରେ ଆଉ ଏକ ବଡ ହିନ୍ଦୁ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ବିଶେଷ କଥା ହେଉଛି ଏହି ମନ୍ଦିର ମୁସଲିମ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ନିର୍ମିତ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମନ୍ଦିରକୁ…

ନୀତୀଶଙ୍କୁ ବଞ୍ଚାଇ ଦେଲେ ଶାହ

ପାଟନା:ବୁଡ଼ି ଯାଉଥିଲେ ନୀତୀଶ, ବଂଚାଇଦେଲେ ଶାହ। ଗତ କିଛି ସପ୍ତାହ ଅତ୍ୟନ୍ତ ରୋମାଞ୍ଚକର ରହିଛିବିହାର ରାଜନୀତିରେ। ୨୦୦୪ ପରଠାରୁ ବିହାରରେ ପ୍ରାୟ ଦୁଇ ଦଶନ୍ଧି ଧରି ଶାସନ ଚାଲିଥିବା ପରେ ପୁଣିଥରେ ସରକାର ଗଢିବା ପାଇଁ ବିପକ୍ଷରେ ପରିବର୍ତ୍ତନ ପରମ୍ପରା ଜାରି ରହିଛି। ଏହି ପରମ୍ପରା ମଧ୍ୟରେ…

ରଣଜୀ ଟ୍ରଫି: ୪ ବଲରେ ୪ ୱିକେଟ ହାସଲ କଲେ କୁଲୱନ୍ତ ଖେଜରୋଲିୟା

ଭୋପାଳ: ରଣଜୀ ଟ୍ରଫି କ୍ରିକେଟରେ ମଧ୍ୟପ୍ରଦେଶର ବାମହାତୀ ପେସ ବୋଲର କୁଲୱନ୍ତ ଖେଜରୋଲିୟା ୪ଟି ବଲରେ ୪ଟି ୱିକେଟ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରଣଜୀ ଟ୍ରଫିରେ ସେ ତୃତୀୟ ବୋଲର ଭାବେ ଏହି ସଫଳତା ହାସଲ କରିଛନ୍ତି । ସେ ମ୍ୟାଚରେ ୩୪ ରନ ଦେଇ ୫ଟି ୱିକେଟ ନେଇଥିଲେ । ତାଙ୍କ…

ରଣଜୀ ଟ୍ରଫିରେ ସାମିଲ ନ ହେବା ନେଇ ସିନିୟର ଖେଳାଳିଙ୍କୁ ବିସିସିଆଇର ଚେତାବନୀ

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ପକ୍ଷରୁ ସିନିୟର ଖେଳାଳି ରଣଜୀ ଟ୍ରଫିରେ ସାମିଲ ହେଉ ନ ଥିବା ନେଇ ଚେତାବନୀ ଦିଆଯାଇଛି । ବରୋଦାର କୃଣାଳ ପାଣ୍ଡ୍ୟା ଓ ରାଜସ୍ଥାନର ଦୀପକ ଚହରଙ୍କ ପରି ଖେଳାଳି ରଣଜୀରୁ ଦୂରେଇ ରହି ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିବା ଜଣା ପଡିଥିଲା । ଏ ନେଇ…

ହ୍ଵାଟସଆପର ନୂଆ ଫିଚର୍: ଏବେ ସହଜରେ ସ୍ପାମ୍ ନମ୍ବରକୁ କରିପାରିବେ ବ୍ଲକ୍

ଭୁବନେଶ୍ଵର: ଗତ କିଛି ମାସ ମଧ୍ୟରେ ଅନଲାଇନ୍ ଠକେଇ ମାମଲା ବହୁତ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ହଜାର ହଜାର ଲୋକଙ୍କୁ ଅଜଣା ଲୋକଙ୍କ କଲ କିମ୍ବା ମେସେଜ୍ ଆସିବା ପରେ ସେମାନେ ଲୋକ ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ବର୍ତ୍ତମାନ ହ୍ଵାଟସ୍ଆପ୍ ପାଲଟିଛି ଏହି ଠକମାନଙ୍କର ଆଡ୍ଡା ସ୍ଥଳି । …