Latest Odisha News

BREAKING NEWS

Yearly Archives

2024

ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସାମ୍ବାଦିକ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଆକ୍ରମଣ ଘଟଣା । ୨ ଅଭିଯୁକ୍ତଙ୍କୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଧୀରକୁଟ ବସ୍ତି ନିକଟରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ୪ ଦୁର୍ବୃତ୍ତ । ଆଉ ଦୁଇ ଜଣଙ୍କୁ ଧରିବାକୁ ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଖବର ମୁତାବକ,…

ରକିଂ ଦାଦି: ୯୫ ବର୍ଷରେ ଚଲାଉଛନ୍ତି କାର୍

ନୂଆଦିଲ୍ଲୀ: ଯଦି ମନରେ ଆଗ୍ରହ ଥାଏ ଆପଣ ସବୁ କିଛି କରିପାରିବେ। ବୟସ ମଧ୍ୟ ସେଠାରେ ହାର ମାନିଥିଏ । ଏମିତିକି ଆଜିର ଇଣ୍ଟରନେଟ୍ ଯୁଗରେ ସବୁ ବର୍ଗର ଲୋକେ କିଛି ନୂଆ କରିବାକୁ ପସନ୍ଦ କରୁଛନ୍ତି । ଆଉ ସେମାନେ କରିକି ମଧ୍ୟ ଦେଖାଉଛନ୍ତି । ସୋସାଲ ମିଡିଆରେ ଏଭଳି କିଛି ନିଆରା ଭିଡିଓ ଏବେ…

ଭାଷା ଭାଗବତ : ଭାଷାର ସଂହାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଲେଖାରେ ହେଲେ ସ୍ବେଚ୍ଛାଚାର ସାହିତ୍ଯ ପାଏନି ଆଦର ଭାଷା ବି ହୁଏ ନାରଖାର ଏ ସତ୍ୟ କରିବା ସ୍ବୀକାର ଶୃଂଖଳିତ ନ ହେଲେ ଭାଷା କରିହୁଏନି ହିତ ଆଶା ଇଚ୍ଛା ସହିତ ଯୋଡ଼ି ଚେଷ୍ଟା ଦେଖାଉଁ ଭାଷା ପ୍ରତି…

ବିଭିନ୍ନ ଦାବି ନେଇ ଶ୍ରମିକ ମହାସଂଘ ପକ୍ଷରୁ ନୂଆପଡ଼ା ଜିଲ୍ଲା ୮ ଘଣ୍ଟିଆ ବନ୍ଦ

ନୂଆପଡ଼ା: ଆଜି ୮ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ । ବିଭିନ୍ନ ଦାବି ନେଇ ନୂଆପଡ଼ା ଶ୍ରମିକ ମହାସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳିଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ…

କେରାଣ୍ଡି ଖାଇବାକୁ ଯାଇ ବନିଶୀ କଣ୍ଟା ରେ ଫସିଲା ପାଣିକୁଆ

ପୁରୀ: କେରାଣ୍ଡି ମାଛ ଖାଇବାକୁ ଯାଇ ବନିଶୀ କଣ୍ଟାରେ ଫସିଲା ପାଣିକୁଆ । କେହି ଜଣେ ବ୍ୟକ୍ତି ମାଛ ଧରିବା ଆଶାରେ ପାଣି ଭିତରେ ପକାଇଥିବା ବନିଶୀରେ ପାଣିକୁଆର ଥଣ୍ଟ ଲାଗିଯିବାରୁ ଦୀର୍ଘ ସମୟ ଧରି ଛଟପଟ ହେଉଥିଲା ପାଣିକୁଆ । ଖବର ପାଇ ସ୍ନେକ ହେଲ୍ପ ଲାଇନର କର୍ମଚାରୀ ସେଠାରେ ପହଞ୍ଚି…

୧୬ତମ ବିବାହ ବାର୍ଷିକିରେ ପତ୍ନୀ ମାନ୍ୟତାଙ୍କ ପାଇଁ ରୋମାଣ୍ଟିକ୍ ପୋଷ୍ଟ କଲେ ଅଭିନେତା ସଞ୍ଜୟ ଦତ୍ତ

ମୁମ୍ବାଇ: ସଞ୍ଜୟ ଦତ୍ତ ତାଙ୍କ ୧୬ ତମ ବିବାହ ବାର୍ଷିକୀରେ ତାଙ୍କ ପତ୍ନୀ ମାନ୍ୟତାଙ୍କ ପାଇଁ ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରିଛନ୍ତି । ଏହି ବିଶେଷ ସମୟକୁ ସ୍ମରଣୀୟ କରିବା ପାଇଁ ଦମ୍ପତି ପରସ୍ପରର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସଞ୍ଜୟ ଦତ୍ତ ତାଙ୍କ ପତ୍ନୀ…

ହସ୍ପିଟାଲରେ ‘ଥ୍ରୀ ଇଡିଏଟସ୍’ ଫିଲ୍ମର ଝଲକ୍; ରୋଗୀଙ୍କୁ ବାଇକରେ ବସାଇ ଜରୁରୀକାଳୀନ ୱାର୍ଡ ଭିତରେ ପଶିଲେ ଯୁବକ

ନୂଆଦିଲ୍ଲୀ: ବଲିଉଡ୍ ଫିଲ୍ମ  ‘ଥ୍ରୀ ଇଡିଏଟସ୍’ରେ ଅଭିନେତା ଅମୀର ଖାନ୍ ଜଣେ ରୋଗୀଙ୍କୁ ସ୍କୁଟି ଉପରେ ବସାଇ ହସ୍ପିଟାଲର ଜରୁରୀକାଳୀନ ୱାର୍ଡ ଭିତରକୁ ନେଇଯାଇଥିବା ଦୃଶ୍ୟ ନିଶ୍ଚୟ ଦେଖିଥିବେ । ଠିକ୍ ଏଭଳି ଏକ ଚିତ୍ର ମଧ୍ୟପ୍ରଦେଶ ସତନାର ସରଦାର ବଲ୍ଲଭ ଭାଇ ପଟେଲ ଜିଲ୍ଲା ହସ୍ପଟାଲରେ…

ଲୋକାର୍ପିତ ହେବ ଯାଜପୁରର ରୁପାନ୍ତରୀତ ସ୍କୁଲ, ସେପଟେ ଆଉ ୫ ଜିଲ୍ଲା ପାଇଁ ‘ଲକ୍ଷ୍ମୀ’ ବସ୍ ର ଶୁଭାରମ୍ଭ କରିବେ…

ଭୁବନେଶ୍ଵର: ରାଜ୍ୟରେ ପରିବହନ କ୍ଷେତ୍ର ହେବ ଆହୁରି ସହଜ । ଗାଁରୁ ଯୋଡିହେବ ସବୁ ସହର । ଲକ୍ଷ୍ମୀ ଯୋଜନାରେ ଆଜି ଆଉ ୫ଜିଲ୍ଲାକୁ ଗଡିବ ବସ୍‌ । ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଯାଜପୁର ଜିଲ୍ଲାରେ ସମୃଦ୍ଧ ଶିକ୍ଷାର ଆରମ୍ଭ ହେବ ନୂତନ ଅଧ୍ଯାୟ। ଲୋକାର୍ପିତ ହେବ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆତ୍ମ ସ୍ଵରୁପର ଜ୍ଞାନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଦାରବୀ ପ୍ରତିମାଟିଏ ବୋଲି ବିବେଚନା ନକରି ଆତ୍ମ ସ୍ୱରୂପରେ ପରମାତ୍ମା ଜ୍ଞାନ କରିବା। କାରଣ ଯେଭଳି ସମସ୍ତ ଜୀବଙ୍କର ଜଡ ଶରୀରରେ ପ୍ରାଣ (ଆତ୍ମା )ର ଉପସ୍ଥିତି ଜଡ଼କୁ…

ଓଜନ ହ୍ରାସ ପାଇଁ ଅଣ୍ଡା ଖାଉଛନ୍ତି କି? ତେବେ ଜାଣନ୍ତୁ ଏହାର ସଠିକ୍ ଉପାୟ

ଭୁବନେଶ୍ଵର: ଓଜନ ହ୍ରାସ କରିବାରେ ଅଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍ ମିଳିଥାଏ | ଡାଏଟିସିଆନଙ୍କ ଅନୁଯାୟୀ, ଅଣ୍ଡା ଖାଇବା ଦ୍ଵାରା ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରଖେ ଏବଂ ଜଣକୁ ଶୀଘ୍ର ଭୋକ ଲାଗେ ନାହିଁ । ପ୍ରୋଟିନ୍ ବ୍ୟତୀତ…