Latest Odisha News

BREAKING NEWS

Yearly Archives

2024

‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଆଇଆଇଟି ଭୁବନେଶ୍ୱର ଗବେଷଣା ଓ ଉଦ୍ୟମିତା ପାର୍କରେ ‘୧୦୦ କ୍ୟୁବ୍ ଷ୍ଟାର୍ଟଅପ’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ ଯୁବପିଢିଙ୍କ ମାଧ୍ୟମରେ ନବସୃଜନରୁ ନିବଉଦ୍ୟୋଗ ପ୍ରତିଷ୍ଠା କରିବା ଏହାର ଉଦ୍ଦେଶ୍ୟ। ଏହି…

ପ୍ରତ୍ୟେକ ଦିନ ଶସ୍ତା ହେଉଛି ସୁନା !, ପଛରେ ରହିଛି ଏହି ବଡ଼ କାରଣ

ନୂଆଦିଲ୍ଲୀ: ୨୦୨୪ ବର୍ଷ ଆରମ୍ଭ ହେବା ପରଠାରୁ ସୁନା ଦରରେ ଦୈନିକ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛି। ନ୍ୟୁୟର୍କରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଗତ ସପ୍ତାହରେ ସୁନା ମୂଲ୍ୟରେ ହ୍ରାସ ଘଟୁଥିବା ଦେଖିବାକୁ ମିଳିଛି। ଯଦି ଆମେ ଚଳିତ ବର୍ଷ ବିଷୟରେ କହିବା, ପ୍ରାୟ ୪୦ ଦିନରେ ପ୍ରତିଦିନ ସୁନା…

ସ୍କୁଲ୍‌ କାନ୍ଥରେ ଲେଖା ହେବ ମଧ୍ୟାହ୍ନଭୋଜନ ତଥ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି

ଭୁବନେଶ୍ୱର: ସମସ୍ତ ସ୍କୁଲ୍‌ କାନ୍ଥରେ ରହିବ ମଧ୍ୟାହ୍ନ ଭୋଜନ ତଥ୍ୟ । ଏଥିସହ ଉଲ୍ଲେଖ ହେବ ଜରୁରୀକାଳୀନ ସେବା ପ୍ରଦାନକାରୀ ସଂସ୍ଥାର ଫୋନ୍‌ ନମ୍ବର । ଶିକ୍ଷାର୍ଥୀଙ୍କ ପାଇଁ ଲେଖାହେବ ପାଞ୍ଚ ନିୟମ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲ୍‌ ପ୍ରଧାନ ଶିକ୍ଷକଙ୍କୁ ଚିଠି…

କାଲି ନୀତିଶଙ୍କର ଅଗ୍ନିପରୀକ୍ଷା, କଣ କହୁଛି ଗଣିତ

ପାଟନା: ଆସନ୍ତାକାଲି ନୀତୀଶ ସରକାରଙ୍କୁ ଫ୍ଲୋର ଟେଷ୍ଟର ସାମ୍ନା କରିବେ। ଆସନ୍ତା କାଲି ସଦନରେ ବହୁମତ ସାବ୍ୟସ୍ତ କରିବାକୁ ହେବ ନୀତୀଶ କୁମାର। କିନ୍ତୁ ଅୱଧ ବିହାରୀ ଚୌଧୂରୀ ବାଚସ୍ପତି ପଦରେ ରହିଥିବାରୁ ଜେଡ଼ିୟୁ ଓ ବିଜେପି ନେତାଙ୍କ ପାଇଁ ସମସ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସୂଚାଉଛି…

ପରିବାର ସହ ଅଯୋଧ୍ୟା ଯିବେ ଅରବିନ୍ଦ କେଜ୍ରିଓ୍ବାଲ ଓ ଭଗଓ୍ବନ୍ତ ମାନ

ନୂଆଦିଲ୍ଲୀ: ଅଯୋଧ୍ୟା ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ଏଥିସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଓ ତାଙ୍କ ପରିବାର ସଦସ୍ୟ ମଧ୍ୟ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଯିବେ। ଦୁହେଁ ରାମଲାଲାଙ୍କ ଦର୍ଶନ ପାଇଁ ବାପା ମା’ ଓ ପତ୍ନୀଙ୍କ ସହ…

ଖଡଗେଙ୍କୁ ଆଚାର୍ଯ୍ୟ ପ୍ରମୋଦଙ୍କ ୭ଟି ପ୍ରଶ୍ନ

ନୂଆଦିଲ୍ଲୀ:ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନଙ୍କୁ ଦଳ ଦେଖାଇଛି ବାହାରର ରାସ୍ତା। ଏହାରି ଭିତରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଆଚାର୍ଯ୍ୟ ପ୍ରମୋଦ ପଚାରିଛନ୍ତି ୭ଟି ପ୍ରଶ୍ନ। ସେ ତାଙ୍କ ପ୍ରଶ୍ନବାଣରେ କହିଛନ୍ତି ମୁଁ କଂଗ୍ରେସ ନେତାମାନଙ୍କୁ ପଚାରିଥିଲି ଯେ ମୁଁ ଦଳ ବିରୋଧୀ…

ନିର୍ବାଚନ ପୂର୍ବରୁ ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନ, ଜାନୁଆରୀରେ ୫୨.୫ କୋଟିର ନିଶାଦ୍ରବ୍ୟ ଜବତ

ଭୁବନେଶ୍ୱର: ଆଗାମୀ ସାଧାରଣ ର୍ନିବାଚନ-୨୦୨୪କୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ ପକ୍ଷରୁ ଚାଲିଛି ସ୍ୱତନ୍ତ୍ର ଅଭିଯାନ। ଗତ ଜାନୁଆରୀ ମାସରେ ବେଆଇନ ମଦ ମାଫିଆ, ବେଆଇନ ଗଞ୍ଜେଇ ଓ ବ୍ରାଉନସୁଗାର ଚୋରା ଚାଲାଣକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ସମସ୍ତ ଅବକାରୀ ଅଧୀକ୍ଷକଙ୍କୁ…

ପେଟିଏମ ପାଇଁ ବଢୁଛି ସମସ୍ୟା, ବିଦେଶ ନିବେଶ ଉପରେ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: ପେଟିଏମର ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି। ବର୍ତ୍ତମାନ ତୃତୀୟ ପକ୍ଷ କମ୍ପାନୀ ପକ୍ଷରୁ ପେଟିଏମରେ ବିଦେଶୀ ପୁଞ୍ଜି ନିବେଶ ଉପରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। One97 କମ୍ୟୁନିକେସନ୍ ଲିମିଟେଡର ଏକ ସହାୟକ କମ୍ପାନୀ ପିପିଏସଏଲ ପେଟିଏମ୍ ପେମେଣ୍ଟ ସର୍ଭିସେସ୍ ଲିମିଟେଡ୍…

୮ ବର୍ଷ ପାଇଁ ବାସନ୍ଦ ହେଲେ ଭାରତୀୟ ଆଥଲେଟ ନିର୍ମଳା ଶେରନ

ନୂଆଦିଲ୍ଲୀ: ଭାରତର କ୍ୱାର୍ଟର ମାଇଲର ନିର୍ମଳା ଶେରନ ଡୋପ ଟେଷ୍ଟରେ ଧରା ପଡିବା ଯୋଗୁ ୮ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି । ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି ଏହି ଦଣ୍ଡର ଶୁଣାଣୀ କରିଛି । ୨୦୧୮ରେ ମଧ୍ୟ ସେ ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୪ ବର୍ଷ ପାଇଁ ବାସନ୍ଦ ହୋଇଥିଲେ । ଏଥିଯୋଗୁ…

ମର୍ମନ୍ତୁଦ ଦୁର୍ଘଟଣା: କାର୍ଯ୍ୟକ୍ରମ ବେଳେ ମାଡିଗଲା ଟ୍ରକ; ୩ମୃତ, ୨୦ଆହତ

ଗ୍ୟାଙ୍ଗଟକ୍: ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣା। ତବଲା ବାଦନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଟ୍ରକ ମାଡିଯିବା ଫଳରେ ୩ଜଣଙ୍କର ମୃତ୍ୟୁ ଘଟିଛି। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ୨୦ଜଣ ଗୁରୁତର ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା…