ଇରାନର ରୋବୋଟ୍ ସୈନ୍ଯ ପରୀକ୍ଷଣ
ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଇରାନର ଆକ୍ରାମକ ବ୍ଯବହାର ହ୍ରାସ ପାଇବାରେ ଲାଗିଛି। ଲେବନାନ୍ ଯୁଦ୍ଧରେ ଇସ୍ରାଏଲ ହିଜବୁଲ୍ଲାହର ନେତୃତ୍ୱକୁ ସମାପ୍ତ କରି ଇରାନକୁ ଏକ ଶକ୍ତ ଆଘାତ ଦେଇଥିଲା।
ସୂଚନା ଅନୁଯାୟୀ, ଇରାନ ବର୍ତ୍ତମାନ ଡ୍ରୋନ ଏବଂ…