Latest Odisha News

BREAKING NEWS

କଂଗ୍ରେସର ଗ୍ୟାରେଣ୍ଟି କାର୍ଡ, କଂଗ୍ରେସ ସରକାରକୁ ଆସିଲେ କରିବ ଏହି କାର୍ଯ୍ୟ

ଭୁବନେଶ୍ଵର: ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସ ଜାରି କରିଛି ଗ୍ୟାରେଣ୍ଟି କାର୍ଡ । ୨୦୨୪ରେ କ୍ଷମତାକୁ ଆସିଲେ କଂଗ୍ରେସ ଏହି ଗ୍ୟାରେଣ୍ଟି ଉପରେ କାମ କରିବ ବୋଲି ଲୋକଙ୍କୁ ଜଣାଇଛି । ୨୪ ବର୍ଷର ବିଜେଡି ଶାସନ ଏବଂ ୯ ବର୍ଷର ବିଜେପି…

ଭାରସାମ୍ୟ ହରାଇ ଟ୍ରକ ପଛକୁ ପିଟିଲା ବାଇକ, ୩ ମୃତ

ଯାଜପୁର: କଳିଙ୍ଗନଗର ଥାନା ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଚଳନ୍ତା ଟ୍ରକ୍ ପଛରେ ପିଟିହୋଇ ୩ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡ଼ିକାଲରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମ୍ପର୍କରେ…

ରାଜନୀତିକୁ ଫେରିବେ କି ଗୋବିନ୍ଦା! ଜାଣନ୍ତୁ କେଉଁ ଦଳରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରରେ ରହିଥିବା ଅଭିନେତା ଗୋବିନ୍ଦା ପୁଣି ରାଜନୀତିକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୧୯ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ରଙ୍ଗିଲା ରାଜା'ରେ ଶେଷ ଥର ପାଇଁ ନଜର ଆସିଥିଲେ । ସେବେଠାରୁ ତାଙ୍କୁ ବଡ ପରଦାରେ ଆଉ ଦେଖିବାକୁ ମିଳିନଥିଲା ।…

ହୀରାକୁଦ ଅଞ୍ଚଳରେ ବ୍ୟାପିଛି ଝାଡାବାନ୍ତି, ଜଣେ ମୃତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ହୀରାକୁଦ ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତରେ ଏଯାବତ୍ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ସ୍ଥିତି ଗୁରୁତର ରହିଛି । ସେମାନଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ…

ସକାଳୁ ସକାଳୁ ଆକ୍ସନ ମୋଡରେ କେନ୍ଦ୍ରୀୟ ଏଜେନ୍ସି, ୩ଟି ସ୍ଥାନରେ ଇଡି ଓ ସିବିଆଇ ରେଡ୍

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ କେନ୍ଦ୍ରୀୟ ଏଜେନ୍ସି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ବିବାଦ ଏପର୍ଯ୍ୟନ୍ତ ଥମି ନଥିବା ବେଳେ ଆଜି କେନ୍ଦ୍ରୀୟ ଏଜେନ୍ସି ବିରୋଧୀ ଦଳର ନେତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବାସଭବନରେ ଚଢାଉ…

ପୁଣି ଅଭୟାରଣ୍ୟରୁ୧୦ କୋଟି ୫୦ ଲକ୍ଷ ଟଙ୍କାର ଅଫିମ ନଷ୍ଟ କଲା ଅବକାରୀ ବିଭାଗ

ବାରିପଦା: ଥମିବାର ନାଁ ନେଉନି ଅଭୟାରଣ୍ୟରେ ଅଫିମ ଚାଷ । ଯେତେ ଖୋଳିଲେ ସେତେ ବାହାରୁଛି । ଅଭୟାରଣ୍ୟ ସାରା କାୟା ବିସ୍ତାର କରିଛି ଅଫିମ । ପୁଣି ଥରେ ଶିମିଳିପାଳର ଅସ୍ତକୁଅଁର ପଞ୍ଚାୟତର ସାରୁଦା ଗାଁ ନିକଟରେ ୧୫ ଏକ ଜଙ୍ଗଲ ଜମିରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରିଛି ମୟୁରଭଞ୍ଜ ଅବକାରୀ…

ଆଜି ଆର୍ଥ ଆୱାର, ପୃଥିବୀ ପାଇଁ ଏକ ଘଣ୍ଟା ବିଦ୍ୟୁତ୍ ବନ୍ଦ

ପୁରୀ: ଆଜି ୱାର୍ଲ୍ଡ ଆର୍ଥ ଆୱାର । ପୃଥିବୀର ସୁରକ୍ଷା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ୱାର୍ଲ୍ଡ ଆର୍ଥ ଆୱାର ଭାବେ ପାଳନ କରାଯାଏ । ଏହି ଦିନ ପୃଥିବୀବାସୀ ୧ ଘଣ୍ଟା ପର୍ଯ୍ୟନ୍ତ ନିଜର ଅନାବଶ୍ୟକ ଲାଇଟର ସୁଇଚ୍ ଅଫ୍ କରିଥାନ୍ତି । ନିଜ ଘରେ, ଅଫିସରେ ଜଳୁଥିବା ଅନାବଶ୍ୟକ…

ଏୟାର ଇଣ୍ଡିଆକୁ ଡିଜିସିଏର ବଡ ଝଟକା, ଗଣିବ ୮୦ ଲକ୍ଷ ଟଙ୍କାର ତଣ୍ଡ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଲାଗିଲା ଡିଜିସିଏର ବଡ ଝଟକା । ୮୦ ଲକ୍ଷ ଟଙ୍କାର ତଣ୍ଡ ଗଣିବ ଏୟାର ଇଣ୍ଡିଆ । ବିମାନ ଚଳାଳଚ ସମୟ ନିୟମାବଳୀ ଉଲ୍ଲଙ୍ଘନ କରିଥିବା ଓ ଏୟାରଲାଇନ୍ସ କର୍ମଚାରୀଙ୍କ ପାଇଁ ବିଶ୍ରାମ ତଥା ଥକ୍କା ପରିଚାଳନା ବ୍ୟବସ୍ଥା ସହ ଜଡିତ ମାନକକୁ ଅଣଦେଖା କରିଥିବା ଅଭିଯୋଗରେ ଏହି…

ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ

କଟକ: ଚିକିତ୍ସାଧୀନ ଅବସ୍ଥାରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ଜେଲ୍ ରେ ଫାଶୀ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି କଏଦି ଜଣଙ୍କ ।…

କିସ୍ ବିଶ୍ବବିଦ୍ୟାଳୟକୁ ‘ଏ’ ଗ୍ରେଡ୍ ମାନ୍ୟତା ଦେଲା ନାକ୍

ଭୁବନେଶ୍ଵର: କିସ୍ ବିଶ୍ଵବିଦ୍ୟାଳୟକୁ ‘ଏ’ ଗ୍ରେଡ ମାନ୍ୟତା ଦେଲା ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍) । କିଟ୍ ତରଫରୁ ଜାରି ହୋଇଥିବା ପ୍ରେସ ବିବୃତି ଅନୁସାରେ, ଦେଶର କୌଣସି ମହାବିଦ୍ୟାଳୟ ଅଥବା ବିଶ୍ୱବିଦ୍ୟାଳୟ ପ୍ରଥମ ଥରରେ ନାକ୍‍ର ‘ଏ’ ଗ୍ରେଡ୍‌…