କଳ୍ପନା ଜଳ୍ପନାର ଅବସାନ ଘଟାଇ ଇଂଟର ମିୟାମିରେ ଯୋଗ ଦେବେ ମେସି
ନୂଆଦିଲ୍ଲୀ: ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଲିଓନେଲ ମେସି କେଉଁ କ୍ଲବ ସହ ଚୁକ୍ତିବଦ୍ଧ ହେବେ ସେ ନେଇ ନାନା କଳ୍ପନା ଜଳ୍ପନା ଚାଲିଥିଲା । ତେବେ ଏହାର ଅବସାନ ଘଟାଇ ମେସି ଏବେ ଇଂଟର ମିୟାମି କ୍ଲବରେ ଯୋଗ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ମେସି ତାଙ୍କର ପ୍ରଥମ କ୍ଲବ…