Latest Odisha News

BREAKING NEWS

୫ରେ ଓଡ଼ିଶା ଆସିବେ ମୋଦୀ

ଯାଜପୁର: ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବା ନେଇ ସହପ୍ରଭାରୀ ଲତା ଉସେଣ୍ଡି ସୂଚନା ଦେଇଛନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ କର୍ଯ୍ୟକ୍ରମ ରହିଥିବା ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କାର୍ଯ୍ୟକ୍ରମ ସ୍ଥିର ହେବ…

ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଚିଠି, କେଜ୍ରିଓ୍ବାଲଙ୍କ ବିରୋଧରେ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ: ତିହାଡ ଜେଲରୁ ମହାଠକ ସୁକେଶ ଚନ୍ଦ୍ରଶେଖର ପଠାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଜେଲରେ ଭିତରେ ରହି ମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଚିଠି ସୁକେଶ ଲେଖିଥିବା ଅଭିଯୋଗ ହୋଇଛି । ଚିଠିରେ ସୁକେଶ ଲେଖିଛନ୍ତି ଏକ ନମ୍ବରକୁ ୩ଦିନ ହେବ ତାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍…

ଛାତ୍ରାବାସ ରୋଷ ଶାଳାରେ ଚୁଲି ଧୁଆଁକୁ ନା!

ଭୁବନେଶ୍ୱର: ପରିବେଶ ସୁରକ୍ଷା ଦିଗରେ ବଡ଼ ପଦକ୍ଷେପ । ସମସ୍ତ ବିଦ୍ୟାଳୟ ଏବଂ ଛାତ୍ରାବାସରେ ଲାଗିବ ଏଲପିଜି । ଆଉ କାଠ ଚୂଲାରେ ହେବନି ବ୍ୟବହାର।ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି…

ବିଲ୍ ଗେଟସ୍‍ଙ୍କୁ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ

ଭୁବନେଶ୍ୱର: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‍ ଗେଟସ୍‍ଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଲ୍‍ ଗେଟସ୍‍ଙ୍କୁ ଏହି ସମ୍ମାନ ପ୍ରଦାନ…

ବାଲେଶ୍ୱରରେ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତି ପୀଠ ଉଦ୍‌ଘାଟନ

ବାଲେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବା ସହିତ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତି ପୀଠ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ଲକ୍ଷ୍ମୀ ବସ୍: ସରକାରଙ୍କ ଅର୍ଥ, ବସ୍‌ର ମାଲିକ ବାହାର ରାଜ୍ୟର କମ୍ପାନୀ

ଭୁବନେଶ୍ୱର: ଓଡିଶାରେ ଦୁର୍ନୀତି ଖୁଲମଖୋଲା ଚାଲିଛି । ଅଣଓଡ଼ିଆ ବ୍ୟବସାୟୀମାନଙ୍କୁ ଲୋଭ ଦେଖାଇ ସରକାରୀ ଅର୍ଥକୁ ସେମାନଙ୍କ ହାତରେ ଟେକି ଦିଆଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଓଡ଼ିଶାରେ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ଯୋଜନା ।  ଲକ୍ଷ୍ମୀ ବସ୍ ଯୋଜନାକୁ ନେଇ ରାଜ୍ୟ ସରକାର ବ୍ୟାପକ…

ହିମାଚଳ ପ୍ରଦେଶ ରାଜନୀତି: ଇସ୍ତଫା ଦେଇନାହାଁନ୍ତି ମୁଖ୍ୟମନ୍ତ୍ରୀ

ହିମାଚଳ: ଘଡ଼ିକେ ଘଡ଼ି ବଦଳୁଛି ହିମାଚଳ ପ୍ରଦେଶ ରାଜନୀତି । ସୁଖୁ ସରକାର ରାଜ୍ୟସଭା ନିର୍ବାଚନ ପରେ ନମ୍ବର ଗେମରେ ଫସିଯାଇଛନ୍ତି । କ୍ରସ ଭୋଟିଂ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଭିତରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ସ୍ପଷ୍ଟ କରିଛନ୍ତି ସେ ପଦରୁ ଇସ୍ତଫା ଦେଇନାହାଁନ୍ତି…

ବିଲ ଗେଟସ୍ ଙ୍କ ପରାମର୍ଶ: କୃଷି କ୍ଷେତ୍ରରେ ବ୍ୟବହାର ହେଉ ରିମୋଟ ସେନସିଂ ଓ ସ୍ପେସ ଆପ୍ଲିକେସନ

ଭୁବନେଶ୍ଵର: ରାଜ୍ୟର କୃଷି କ୍ଷେତ୍ର ଉନ୍ନତି ପାଇଁ ରିମୋଟ ସେନ୍ସିଂ ଓ ସ୍ପେସ ଆପ୍ଲିକେସନ ବ୍ୟବହାର କର । ଆଜି କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ ସମୟରେ ରାଜ୍ୟ କୃଷି ବିଭାଗକୁ ଏଭଳି ପରାମର୍ଶ ଦେଇଛନ୍ତି ଅରବପତି ବିଲ ଗେଟସ୍ । କୃଷି ସମୀକ୍ଷା କେନ୍ଦ୍ରକୁ ବିଲ ଗେଟସଙ୍କ…

କାହାର ସତ୍ୟବାଦୀ: ତେଜିଲା ଦୁଇ ବିଜେଡି ନେତାଙ୍କ କଳି

ଭୁବନେଶ୍ୱର: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ରାଜ୍ୟ ରାଜନୀତି ଏନେଇ ବେଶ ସରଗରମ । ଏହାରି ଭିତରେ ପୁରୀ ସତ୍ୟବାଦୀର ରାଜନୀତି ଉଷ୍ମ ହେବାର ଲାଗିଛି  । କାହାର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଉମା ସାମନ୍ତରାୟ ନା ସଞ୍ଜୟ ଦାସବର୍ମା ତାକୁ ନେଇ ତେଜିଛି କଳି । ସଂଞ୍ଜୟ ଦାସବର୍ମାଙ୍କ ଭିଡିଓ…

ଇଡିରେ ପ୍ରଫୁଲ୍ଲ ସାମଲ

ଭୁବନେଶ୍ବର: ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ବାରିପଦା ଇଂଜିନିୟରିଂ ଜମି ମାମଲାରେ ହାଜର ହୋଇଛନ୍ତି ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ପ୍ରଫୁଲ୍ଲ ଏବଂ ତାଙ୍କ ପୁଅକୁ ହାଜର ହେବାକୁ ଇଡି ନୋଟିସ କରିଥିଲା । ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକଙ୍କ ଘରେ କିଛି ଦିନ ତଳେ…