Latest Odisha News

BREAKING NEWS

Browsing Category

ବ୍ରହ୍ମପୁର

Berhempur

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅଧ୍ୟାପକ କ୍ବାର୍ଟରରୁ ଅଜଗର ଉଦ୍ଧାର

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଅଧ୍ୟାପକ କ୍ବାର୍ଟର ପରିସରରୁ ଏକ ଅଜଗର ସାପକୁ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ନେକ୍‌ ହେଲପ ଲାଇନର ସଦସ୍ୟ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ କ୍ବାର୍ଟର ନମ୍ବର ବି-୬ ପରିସରରେ ଏକ ବିରାଟକାୟ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ…

କୂଅ ଖୋଳିବା ବେଳେ ମାଟି ଅତଡ଼ା ଖସି ଶ୍ରମିକ ମୃତ

ବ୍ରହ୍ମପୁର: କୂଅ ଖୋଳୁଥିବା ବେଳେ ମାଟି ଅତଡା ଖସିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ବ୍ରହ୍ମପୁର ସହର ଶ୍ରୀରାମନଗର ମଶାଣି ସାହି ପାର୍କ ନିକଟରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଜଗଦଳପୁରର ସନ୍ତୋଷ ସେଠୀ(୩୬)।…

ବ୍ରହ୍ମପୁର ଉପକଣ୍ଠରେ ନକଲି ସିଗାରେଟ ଓ ଗୁଟଖା ଫ୍ୟାକ୍ଟ୍ରି ଠାବ

ବ୍ରହ୍ମପୁର: ଦେଶର ଏକ ନାମିଦାମୀ କମ୍ପାନୀର ସିଗାରେଟ ଓ ଗୁଟଖାକୁ ନକଲି କରି ବଜାରକୁ ଛାଡୁଛନ୍ତି ବ୍ରହ୍ମପୁରର ଜଣେ ବ୍ୟବସାୟୀ। ସହର ଉପକଣ୍ଠା ଲାଠି ମୁଖ୍ୟ ରାସ୍ତାରେ ଏହି ନକଲି ଫାକ୍ଟ୍ରି ରହିଛି। ଅନେକ ଦିନ ହେବ ଏହି ଫାକ୍ଟ୍ରି ଚାଲୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ କିମ୍ବା ପ୍ରଶାସନ…

ଦୁର୍ଗମବାସୀଙ୍କୁ ସହାୟ ହେଲା ହେଲ୍ପ ଇଣ୍ଡିଆ

ବ୍ରହ୍ମପୁର: ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଲୋକଙ୍କ ଦୁଃଖ କହିଲେ ନସରେ। କେଉଁଠି ପହଂଚିବାକୁ ଭଲ ରାସ୍ତାଟିଏ ନାହିଁ ତ’ କେଉଁଠି ପିଇବାକୁ ପାଣି ଟୋପାଏ ମିଳୁନି। କେଉଁଠି ଆଲୁଅ ବ୍ୟବସ୍ଥା ନାହିଁ। ଆଉ କେଉଁଠି ସ୍ୱାସ୍ଥ୍ୟ, ଶିକ୍ଷା, ସବୁକ୍ଷେତ୍ରରେ ଅବହେଳିତ ହୋଇ ଯାଇଛି। ଏଭଳି ପରିସ୍ଥିତିରେ…

ପ୍ଲାଷ୍ଟିକ ମୁକ୍ତ ହେବ ୭୫ କିମି ବେଳାଭୂମି

ବ୍ରହ୍ମପୁର: ଗଞ୍ଜାମର ସ୍ୱେଚ୍ଛାସେବୀ ଅନୁଷ୍ଠାନ "ଦି ଇକୋ ୱାରିୟର" ତରଫରୁ ରବିବାର ଗୋପାଳପୁର ବେଳାଭୂମି ସଫେଇ କରାଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ବ୍ରହ୍ମପୁର ବନ ବିଭାଗ ରେଞ୍ଜର ରଜତ କୁମାର ମିଶ୍ର, ଅନ୍ତର୍ଜାତୀୟ ଦୁଃସାହସିକ ନୌଚାଳନା କ୍ରୀଡ଼ାବିତ ମନସ୍ୱନୀ ମହାରଣା, ଜାତୀୟ ସ୍ତରର…

ବ୍ରହ୍ମପୁର ଉପକଣ୍ଠରେ ଆତଙ୍କ; ମହିଳାଙ୍କୁ ହେଉଛି ବାରମ୍ବାର ଆକ୍ରମଣ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ମହିଳାମାନଙ୍କ ଉପରେ ବାରମ୍ବାର ହେଉଥିବା ଆକ୍ରମଣକୁ ନେଇ ଆତଙ୍କ ଖେଳି ଯାଇଛି। ମାତ୍ର ୫ ଦିନ ଭିତରେ ଜଣେ ମହିଳାଙ୍କୁ ଦୁଇଥର ଏବଂ ଆଉ ଦୁଇ ଜଣ ମହିଳାଙ୍କୁ ଥରେ ଲେଖାଏଁ ଆକ୍ରମଣ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତ ଫେରାର୍‌‌…

ଭତ୍ତା ଅପେକ୍ଷାରେ ଦୁଇ ଦିନ ହେଲା ନିର୍ଯାତନା ସହୁଛନ୍ତି ବ୍ରହ୍ମପୁରର ଶତାଧିକ ବୃଦ୍ଧବୃଦ୍ଧା

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ତରଫରୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଏବଂ ବିଧବା ସହିତ ଅନ୍ୟାନ୍ୟ ଭତ୍ତା ବଣ୍ଟନରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଦାୟିତ୍ବ ନେଇଥିବା ଘରୋଇ ସଂସ୍ଥା ପକ୍ଷରୁ ଭତ୍ତା ବଣ୍ଟନ ଦିଗରେ ନାନା ଅବହେଳା ଯୋଗୁ ହିତାଧିକାରୀମାନେ ଅସୁବିଧାର…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ; ମିଳିଲାଣି ୧୧ଟି ପ୍ଲଟ୍‌, ଫ୍ଲାଟ୍‌ ସହ ସୁନା ଅଳଙ୍କାର

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପରେ ରାଜ୍ୟ ଭିଜିଲାନ୍ସର ଚଢ଼ଉ ଶନିବାର ସକାଳେ ହୋଇଛି। ଭିଜିଲାନ୍ସ ତରଫରୁ ସାହୁଙ୍କ ବ୍ରହ୍ମପୁର ସହର ଗୋପବନ୍ଧୁନଗରସ୍ଥିତ ବାସଭବନ, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ…

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ;ରହିଥିଲା ମାଳମାଳ ଦୁର୍ନୀତି ଅଭିଯୋଗ

ବ୍ରହ୍ମପୁର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲା ରାୟଗଡ଼଼ ବ୍ଲକର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ସାହୁଙ୍କ ଉପରେ ରାଜ୍ୟ ଭିଜିଲାନ୍ସର ଚଢ଼ଉ ଶନିବାର ସକାଳେ ହୋଇଛି। ଭିଜିଲାନ୍ସ ତରଫରୁ ସାହୁଙ୍କ ବ୍ରହ୍ମପୁର ସହର ଗୋପବନ୍ଧୁନଗରସ୍ଥିତ ବାସଭବନ, ବ୍ରହ୍ମପୁର ଜ୍ୟୋତିନଗରସ୍ଥିତ…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନର ବର୍ଷେ ପରେ ବି କାର୍ଯ୍ୟକ୍ଷମ ହେଉନି ମେଡ଼ିକାଲ କୋଠା

ବ୍ରହ୍ମପୁର: ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ କୋଠାକୁ ଗୋଟିଏ ବର୍ଷ ପୂରିଲା। ଅଥଚ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଗଞ୍ଜାମ ସ୍ବାସ୍ଥ୍ୟ ପ୍ରଶାସନର ଏଭଳି ଅପରାଗତା ଯୋଗୁ ଗୋଟିଏ ପଟେ ରୋଗୀମାନେ ସ୍ବାସ୍ଥ୍ୟ ସେବାରୁ…