Home ଓଡିଶା ଯାଜପୁର

ଯାଜପୁର

Jajpur

କୋଭିଡ-୧୯: ଯାଜପୁର ରୋଡ଼ ପ୍ରେସ୍ କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବ୍ୟାସନଗର: ସାରା ବିଶ୍ୱରେ କରୋନା ଭରାଇସ ନିଜ କାୟା ବିସ୍ତାର କରୁଛି । ଏହାର ପ୍ରଭାବରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୮୦୦୦ ଟପିଥିବା ବେଳେ ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ଦେଢଶହ ଟପିଲାଣି । ତେବେ ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ...

ଯାଜପୁର ଲକ ଡାଉନ : ଗାଁ ଠୁ ସହର ଅଭୂତପୂର୍ବ ସମର୍ଥନ

ଯାଜପୁର: ସମ୍ଭାବ୍ୟ କରୋନା ଭୁତାଣୁ ର ସଂକ୍ରମଣକୁ ରୋକ ଲଗାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଥିଲେ l ଏହି ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ ଓ ରାଜ୍ୟରେ ଜନତା କର୍ଫ୍ୟୁ ଜାରି ରହିଛି l ଏହି କର୍ଫ୍ୟୁକୁ...

ପରୀକ୍ଷଣ ପାଇଁ ପଠାଗଲା ନିଜାମୁଦ୍ଦିନ୍ ଧାର୍ମିକ ସମାବେଶରୁ ଫେରିଥିବା ଯାଜପୁର ବ୍ୟକ୍ତିଙ୍କ ନମୁନା

ଯାଜପୁର: ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନ୍‌ରେ ଧାର୍ମିକ ସମାବେଶରେ ଯୋଗଦେଇଥିବା ପ୍ରତିନିଧିଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ବିଂଝାରପୁର ବ୍ଳକର ଏହି ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜିଲ୍ଲା ପ୍ରଶାସନ...

ସୋସିଆଲ୍ ମିଡ଼ିଆରେ କରୋନା ଗୁଜବ ପ୍ରଚାର କରି ଜେଲ୍ ଗଲେ ଯୁବକ

ଯାଜପୁର: ସୋସିଆଲ୍ ମିଡ଼ିଆରେ ଓଡ଼ିଶାର କରୋନା ଭୂତାଣୁ ସମ୍ପର୍କିତ ମିଥ୍ୟା ଅପପ୍ରଚାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲାର ଜଣେ ୩୯ ବର୍ଷ ଯୁବକଙ୍କୁ ପୋଲିସ ଗିରଫ କରିଛି । ଗିରଫ ଯୁବକ ଜଣକ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସମୀର କୁମାର ରାଉତ...

ଗୋଟିଏ ଦିନରେ ଓଡିଶାରେ ୧୫ ନୂଆ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାଂଘାତିକ ଭାବେ ବୃଦ୍ଧି ପାଇ ୨୦ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଶୁକ୍ରବାର ଗୋଟିଏ ଦିନରେ ୧୫ ଜଣ ନୂଆ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ...

କରୋନା ଆତଙ୍କ: ‘ସଟ୍‌ଡାଉନ୍‌’ରେ ତିନୋଟି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ

ଯାଜପୁର/ଭଦ୍ରକ/ପୁରୀ: ତିନିଜଣ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହେବାପରେ ଓଡ଼ିଶାର ୩ଟି ଜିଲ୍ଲାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ସଟ୍‌ଡାଉନ୍ କରାଯାଇଛି । ଗଣମାଧ୍ୟମକୁ ସୂଚନାଦେଇ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, ନିଜାମୁଦ୍ଦିନର ତବଲିଘି ଜମ୍ମାତରେ ଯୋଗଦେଇଥିବା ୨୮ ଜଣ ବ୍ୟକ୍ତିଙ୍କ...

କରୋନା ସହ ଲଢେଇ: ମହାରାଷ୍ଟ୍ରରୁ ୮ ଦିନ ସାଇକେଲ୍ ଚଳାଇ ଓଡ଼ିଶାରେ ପହଞ୍ଚିଲେ ମହେଶ !

ଯାଜପୁର: ସମ୍ପ୍ରତି ଲକ୍‌ଡାଉନ୍ ଯୋଗୁଁ ଟ୍ରେନ୍ ଓ ବସ୍ ଚଳାଚଳ ବନ୍ଦ ରହିଛି । ଗାଁ ମାଟିରେ ପହଞ୍ଚିବାକୁ ପ୍ରବାସୀ ଓଡ଼ିଆଟିଏ ଡ଼ହଳ ବିକଳ ହେଉଥାଏ । କିପରି ଆସି ପହଞ୍ଚିବ ଓଡ଼ିଶାର ନିଜ ଗାଁ ମାଟିରେ । ନିଜ ବାପା ମାଆ...

କରୋନା ସଂକ୍ରମଣ ନେଇ ଆଠ ଜିଲ୍ଲାରେ ଚିନ୍ତା ବଢିଲା

ଭୁବନେଶ୍ୱର : ଗୁରୁବାର ଢେଙ୍କାନାଳ ସହରରୁ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଏହା ମହାମାରୀ ରାଜ୍ୟର ଆଠଟି ଜିଲ୍ଲା ଛୁଇଁଛି ।ଏଥି ସହିତ ଓଡିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା...

ଯାଜପୁରରେ ଲୋକାର୍ପିତ ହେଲା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ

ଯାଜପୁର: ଯାଜପୁର ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ ୧୦ ଏପ୍ରିଲ ଶୁକ୍ରବାର ଦିନ ଲୋକାର୍ପିତ ହୋଇଛି । ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହାକୁ ଲୋକାର୍ପଣ କରିଛନ୍ତି । ଏହା ଜିଲ୍ଲାର ପ୍ରଥମ କୋଭିଡ଼ ହସ୍ପିଟାଲ। ଯାଜପୁର କଳିଙ୍ଗନଗରରେ ରହିଥିବା ଟାଟା ଷ୍ଟିଲ୍ ମେଡିକା...

ରାଜ୍ୟରେ କାର୍ଯ୍ୟକ୍ଷମ ହେଲା ଆଉ ତିନିଟି କୋଭିଡ୧୯ ହସ୍ପିଟାଲ

ଭୁବନେଶ୍ୱର: ଶୁକ୍ରବାର ଓଡିଶାରେ ତିନିଟି କୋଭିଡ୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଉ ନଅଟିକୁ ଖୁବ୍ ଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୨୦୦ ଶଯ୍ୟା ବିଶିଷ୍ଟ ଗଂଜାମ ଶିତଳାପଲ୍ଲୀ କୋଭିଡ ୧୯ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ସାହିତ୍ୟ