Latest Odisha News
Browsing Category

ଝାରସୁଗୁଡ଼ା

Jharsuguda

ଆଜି ସନ୍ଧ୍ୟାରେ ସରୁଛି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର, ୨୭୯ ବୁଥରେ ହେବ ଭୋଟ୍ ଗ୍ରହଣ

ଝାରସୁଗୁଡା : ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଚୁଡାନ୍ତ । ବୁଥ ମୁହାଁ ପୋଲିଂ ଅଫିସର । ଉପନିର୍ବାଚନ ପାଇଁ ୧୨ ଶହ ୨୮ ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଛନ୍ତି । ଆଇନ୍ ଶୃଙ୍ଖଳା ପାଇଁ ୧ ହଜାର ପୋଲିସ କର୍ମଚାରୀ, ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ କରାଯାଇଛି । ୨ ଲକ୍ଷ ୧୪…

ସରକାରୀ ପଇସାରେ ଶାସକ ଦଳ ଉପ ନିର୍ବାଚନ ଲଢୁଛି: ପୂର୍ବତନ ମନ୍ତ୍ରୀ

ବ୍ରଜରାଜନଗର: ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଏହି ସମୟରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ମୁଖ୍ୟତଃ ପ୍ରଚାର ବେଳେ ଶାସକ ଦଳ ସରକାରୀ ପଇସାରେ…

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବାଣ ମାରିଲେ ଧର୍ମେନ୍ଦ୍ର

ଝାରସୁଗୁଡା: ପଞ୍ଚାୟତ, ପୌର ନିର୍ବାଚନରେ ସକ୍ରିୟ ନଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାର କରିବା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମହାନଦୀ କଥା ଉଠାଇ ରାଜ୍ୟ ସରକାର ତଥା ଶାସକ ଦଳକୁ ବାଣ ମାରିଛନ୍ତି । ଯେଉଁ ମହାନଦୀ ପ୍ରସଙ୍ଗକୁ…

ତଳିଆ କର୍ମଚାରୀ ଧରାପଡୁଛନ୍ତି, ହେଲେ ବଡ ଅଧିକାରୀ ଖସି ଯାଉଛନ୍ତି : କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡା:  ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋରଦାର ପ୍ରଚାର କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ…

ଆଜି ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା: ଦୁଲୁକୁଛି ବ୍ରଜରାଜନଗର ପ୍ରଚାର ମୈଦାନ । ହେଭିଓ୍ୱେଟ କ୍ୟାମ୍ପେନ ଚଳାଇଛି ତିନି ରାଜନୈତି ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିବେ ।…

[ଦେଖନ୍ତୁ ଭିଡିଓ] ବ୍ରଜରାଜନଗର ଉପ ନିର୍ବାଚନ ପ୍ରସ୍ତୁତି: ୫ଟି ପିଙ୍କ୍ ବୁଥକୁ ମିଶାଇ ମୋଟ ୨୭୯ ବୁଥରେ ଭୋଟ ଗ୍ରହଣ

ଭୁବନେଶ୍ୱର: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି। ଏଥିପାଇଁ  ପ୍ରାର୍ଥୀ ତାଲିକା ଚୁଡାନ୍ତ ହୋଇଛି।  ମତଦାନ ପୂର୍ବରୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପହଞ୍ଚିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଭୋଟର…

[ଦେଖନ୍ତୁ ଭିଡିଓ] ମହାନଦୀ ବଞ୍ଚାଅ କମିଟି ପକ୍ଷରୁ ମହାନଦୀ ବଞ୍ଚାଅ ଅଭିଯାନ

ଝାରସୁଗୁଡା  : ମହାନଦୀକୁ ନେଇ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ । କଟକରୁ କଲମା ବ୍ୟାରେଜ ଯାତ୍ରା କରିଛନ୍ତି ଜଳପୁରୁଷ ରାଜେନ୍ଦ୍ର ସିଂ । ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ମହାନଦୀ ଯାତ୍ରା କରାଯାଇଛି । ଫଳରେ ମହାନଦୀକୁ ନେଇ ବିବାଦ କିଛି ଦିନ ଥମି ଯାଇଥିବା ବେଳେ…

ଜମୁଛି ବ୍ରଜରାଜନଗର ଫାଇଟ୍, ମୈଦାନରେ ତିନି ପ୍ରମୁଖ ଦଳର ପ୍ରଚାର

ଝାରସୁଗୁଡ଼ା : ଜମୁଛି ବ୍ରଜରାଜନଗର ପ୍ରଚାର । ମୈଦାନରେ ତିନି ପ୍ରମୁଖ ଦଳର ହାଇଭୋଲଟେଜ୍ କ୍ୟାମ୍ପେନ୍ । ଲୋକଙ୍କ ଘରକୁ ଘର ଯାଇ ଭୋଟ୍ ମାଗିଲେଣି ବିଜେପି, କଂଗ୍ରେସ ଏବଂ ବିଜେଡି । ହାତରେ ମାତ୍ର ଦୁଇ ସପ୍ତାହ ସମୟ ଥିବାରୁ କେହି ବି କୌଣସି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହୁଁ ନାହାନ୍ତି ।…

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରଚାର କରିବେ ନବୀନ

 ଝାରସୁଗୁଡ଼ା :  ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି । ଉପ-ନିର୍ବାଚନ ପ୍ରଚାର ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କରିବେ ଉପ-ନିର୍ବାଚନ ପ୍ରଚାର । ତେବେ ୪୦ ଜଣିଆ ଷ୍ଟାର ପ୍ରଚାରକ…

[ଦେଖନ୍ତୁ ଭିଡିଓ] କେବେ ଖୋଲିବ କାଗଜ କଳ? ହାତ ବାନ୍ଧି ବସିଛନ୍ତି ଶହଶହ ଶ୍ରମିକ

ଝାରସୁଗୁଡ଼ା : ଓରିଏଣ୍ଟ କାଗଜକଳ ଏକ ସାଧାରଣ ନାଁ ନୁହଁ  । ଏହା ଥିଲା ବ୍ରଜରାଜନଗରର ପରିଚୟ ।   ପ୍ରତି ମାସର ୯ ତାରିଖ ରେ କାଗଜ କଳ ସମ୍ମୁଖରେ ବସୁଥିଲା ଏକ ବଡ ଧରଣର ହାଟ।  ସକାଳର ପ୍ରଥମ ସାଇରନ ରେ ବ୍ରଜରାଜନଗର ହୋଇଉଠୁଥିଲା ଚଳଚଞ୍ଚଳ । ସେ ସାଇରନ ଯେପରି ପାଲଟିଯାଇଥିଲା ସମସ୍ତଙ୍କ ଅତି…